• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Pariksha Pe Charcha
ଚାପ ମୁକ୍ତ ରୁହ, ପରୀକ୍ଷାକୁ ଉତ୍ସବ ଭଳି ପାଳ

ଦେଶରେ ବୋର୍ଡ ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ । ଆଜି ଦେଶବ୍ୟାପୀ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୨ ଲକ୍ଷରୁ ଅଧିକ ପିଲା ଯୋଡ଼ି ହୋଇଥିଲେ ।

India-Russia Relationship
ଭାରତ-ରୁଷ ସଂପର୍କକୁ ପ୍ରଭାବିତ କରିବନି ଆମେରିକାର ଚାପ

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି।

Odia Language
ଓଡ଼ିଶା ବାହାରେ କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା ?

ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ ।

RRR Movie
ଫିଲ୍ମ RRR ପ୍ରେମରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ

ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍‌ଟିଏ ଓଡ଼ିଶା।

China
ଶ୍ରାଲଙ୍କାକୁ ଦେବାଳିଆ କଲା ଚୀନ୍‌ !

ଛୋଟ ଛୋଟ ଦେଶକୁ ଆର୍ଥିକ ସହାୟତା ଦେବା ଆଳରେ ସେ ସବୁ ଦେଶରେ ନିଜର ପ୍ରଭାବ ବିସ୍ତାର କରୁଛି, ନିଜର ଉତ୍ପାଦିତ ଦ୍ରବ୍ୟକୁ ଜୋର ଜବରଦସ୍ତ ସେଠି ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ବଢ଼ାଉଛି। ଆଉ ଏମିତି କାରସାଦି କରୁଛି ଯେମିତି ସେ ବିଚରା ଛୋଟିଆ ଦେଶର ଅର୍ଥନୀତି ଦୁର୍ବଳ ହୋଇଯିବ।

Odisha Politicians
ଗାଁରୁ ଦିଶିଲା ରାଜନୀତିର ନୂଆ ଧାରା: ନିର୍ବାଚନ ହାରି ମଧ୍ୟ ପ୍ରତିଶ୍ରୁତି କଲେ ପୂରଣ

ଭୋଟ୍‌ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ ।

Project Unfinished
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି।

defeated candidate
କଥା ଦେଇ କଥା ରଖିଲେ ପରାଜିତ କଂଗ୍ରେସ ପ୍ରାର୍ଥୀ : ହାରିବା ପରେ ମଧ୍ୟ ଲୋକଙ୍କ ପାଇଁ ନଳକୂପ ଖୋଳିଲେ

ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ

jawan
ଏକ ବର୍ଷ ପରେ ଗାଁକୁ ଫେରିଛି ଭାରତମାତାର ବୀରପୁତ୍ର : ବାଜା, ଢୋଲ ନାଚଗୀତରେ ଯବାନଙ୍କୁ ସ୍ୱାଗତ କଲେ ଗାଁ ଲୋକ

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନିଶ୍ଚିତପୁର ଗ୍ରାମର ଚିତ୍ତରଞ୍ଜନ ବେହେରା । ତିନି ବର୍ଷ କଠିନ ପରିଶ୍ରମ କରି ବିଏସଏଫରେ ଚାକିରୀ କରିଛନ୍ତି । ବାପା ଅନନ୍ତ ବେହେରା ରିକ୍ସା ଚଳାଇ ପୁଅକୁ ପାଠ ପାଠ ପଢାଇ ଥିଲେ

Couple Fight
ବନ୍ଦ ହୋଇଗଲା ଟ୍ରାଫିକ୍‌: ରାସ୍ତାରେ ଯୁବକ-ଯୁବତୀ ହାତାହାତି

ଘଣ୍ଟାଏ ଯାଏଁ ବନ୍ଦ ହୋଇଗଲା ରାସ୍ତା। ବିଚ୍‌ ରାସ୍ତାରେ ଯୁବକ-ଯୁବତୀ ହାତାହାତି। ଡ୍ରାମା ଦେଖୁଥିଲା ପୂରା ଦୁନିଆ।...ଅଟକାଇବାକୁ ଆସୁନଥିଲେ କେହି, ଦେଖନ୍ତୁ କେମିତି ଥିଲା ସେହି ଦୃଶ୍ୟ...

Special Story | Corruption Leaves Minor Irrigation Project Unfinished For 22 Years In Telkoi.
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

କ୍ଷୁଦ୍ର ଜଳସେଚନ ବିଭାଗରେ ଚାଲିଛି ଭୟଙ୍କର ଦୁର୍ନୀତି। ୨୨ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ...୨୦୦୦ ମସିହାରେ ୪ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ପ୍ରକଳ୍ପ ୨୦୨୨ରେ ୩୦ କୋଟିରେ ପହଞ୍ଚିଲାଣି। ହେଲେ ଏବେ ବି ସରିପାରିନି ପ୍ରକଳ୍ପର କାମ...ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ?

Special Story | How Did A Journalist Turn A Terrorist - OTV Special Report
ଦିନେ ସାମ୍ବାଦିକ ଥିଲେ, ଏବେ ଆତଙ୍କବାଦୀ ହୋଇ ଯବାନଙ୍କ ଗୁଳିରେ ନିହତ ହେଲେ...

ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?

Special Story | Love During War - Delhi Lawyer To Marry Ukrainian Girl
ମହାଯୁଦ୍ଧ ବେଳେ ଆନ୍ନାଙ୍କୁ ବିବାହ କରିବେ ଅନୁଭବ, ଜାଣନ୍ତୁ ବାହାଘର ହେବ କେଉଁଠି?

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।

Baruni Snana
'ଶ୍ରାଦ୍ଧ ଦେବାକୁ ଆସିଲେ, ତଣ୍ଟିଆ ଖାଇ ଗଲେ'

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ?

Husband Wife Death
ଭାଉଜ ସାଜିଲା ବୈରୀ ! ସଂସାର ଗଢ଼ିବା ପୂର୍ବରୁ ବିଷ ପିଇ ଜୀବନ ହାରିଲା ଦିଅର

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ।

Digital Teaching At Odisha Govt School
ଶିକ୍ଷକଙ୍କ ନିଆରା ଉଦ୍ୟମ, ପାଠପଢା ସହ ନାଚୁଛନ୍ତି ପିଲା

ଏମିତି ହେଲେ ସ୍କୁଲରେ ଉପସ୍ଥାନ ବଢିବ ହିଁ ବଢିବ । ଏଠି ନାହିଁ ପାଠପଢାର ବୋଝ । ସରକାରୀ ସ୍କୁଲରେ ଡିଜିଟାଲ ସହାୟତାରେ ପାଠ ପଢାଉଛନ୍ତି ପ୍ରଧାନଶିକ୍ଷକ ।

jawan
ବର୍ଷେ ପରେ ଘରକୁ ଫେରିଲେ ଯବାନ, ବାଜା ବଜାଇ ବାଣ ଫୁଟାଇ ସ୍ୱାଗତ କରୁଛନ୍ତି ଗାଁ ଲୋକେ

ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ

sarapancha
ପ୍ରତିଶ୍ରୁତି ରଖିଲେ ସରପଞ୍ଚ : ଗାଁ ଗାଁ, ଘରଘର ବୁଲି ଲୋକଙ୍କ ପାଖରେ ଚାଉଳ ବାଣ୍ଟୁଛନ୍ତି ବନମାଳୀ

ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ଯୁବ ସରପଞ୍ଚ ବନମାଳୀ ନାଏକ । ନିଜ ପଂଚାୟତରେ ଥିବା ଗାଁ ମାନଙ୍କୁ ନିଜେ ଭଡାଖର୍ଚ୍ଚ ଦେଇ ଗାଡ଼ି ଧରି ବୁଲୁଛନ୍ତି ।

Special Story
ସେଲଫି ନେବାବେଳେ ସା‍ବଧାନ ! ଓଟ ଖାଇଗଲା ମହିଳାଙ୍କ ଚୁଟି, ଭାଇରାଲ୍ ହେଉଛି ଭିଡିଓ

ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଓଟ ସହ ସେଲଫି ନେଲାବେଳେ ସାବଧାନ ହୋଇଯାଆନ୍ତୁ ।

special report
୫ କ୍ଷତିକାରକ ଦ୍ରବ୍ୟ : ବିଦେଶରେ ବ୍ୟାନ୍ ହୋଇଥିବା ବେଳେ ଭାରତରେ ଗଳିକନ୍ଦିରେ ହେଉଛି ବିକ୍ରି

ବିଦେଶରେ ଏହି ୫ ସାମଗ୍ରୀ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ହେଲେ ଆମ ଦେଶରେ ବିନା କୌଣସି ବାଧାରେ ଗାଁ ଗହଳି ସହର ବଜାର ସବୁଠି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି।

Cuttack Man Seeks Govt Help
୨ ବର୍ଷ ହେଲା ଶଯ୍ୟାଶାୟୀ ମେଧାବୀ ବିଭୂପ୍ରସାଦ

ମେଧାବୀ ଛାତ୍ର ବିଭୂ ପ୍ରସାଦ। ବୟସ ୨୫ ବର୍ଷ। MBA ପାଠ ପଢ଼ି ବଡ଼ ଚାକିରି କରିବାର ସ୍ୱପ୍ନ ଦେଖିଥିଲେ... ହେଲେ ଏକ ସଡ଼କ ଦୁର୍ଘଟଣା ସବୁ ଆଶା ସବୁ ସ୍ୱପ୍ନକୁ ଅଧାରେ ପକେଇ ଦେଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଏହି ଯୁବକ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି... ମା କାନ୍ଦୁଛନ୍ତି ଛାତି ଫଟେଇ...

IIC Dev kumar Gamang
ଥାନା ପରିସରରେ ଗୁଳି ଫୁଟି IICUଙ୍କ ମୃତ୍ୟୁ

ଘଟଣା ଚକିତ କଲା ଭଳି । ଘଟଣା ବିଶ୍ୱାସ ନହେଲା ଭଳି । ଥାନା ପରିସରରେ ଗୁଳି ଫୁଟି IICଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ପିସ୍ତଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ସ୍ଥାନୀୟ ଥାନା IIC ଦେବ କୁମାର ଗମାଙ୍ଗ ।

Old Camel
"ଦିନେ ନିଜର ଥିଲି, ଆଜି ପର ହେଇଗଲି"

ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ?

Fascinating Relationship With Human
ମାଙ୍କଡ଼ ଛୁଆର ମଣିଷ ମାଆ, କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ବି ପିଉଛି

ଦେଖୁନାହାନ୍ତି କେମିତି ଛୁଆ ମାଙ୍କଡ଼ିଟି ଏହି ମାଆ ଜଣଙ୍କ ପାଖରେ କେମିତି ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ପକାଉଛି ତ ଆଉ କେତେବେଳେ କାନକୁ କାମୁଡ଼ି ପକାଉଛି। କାରଣ ସେ ଜାଣିଛି ଏଇ ସ୍ଥାନରୁ ନିରାପଦ ସ୍ଥାନ ସଂସାରରେ ଆଉ କୋଉଠି ବି ନାହିଁ ।