JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ ଆସିବାକୁ ଡରିବାରୁ, କମିଟି ସଦସ୍ୟମାନେ ବାଧ୍ୟ ହୋଇ ଘରକୁ ଘର ବୁଲି ମତ ସଂଗ୍ରହ କରିଥିଲେ।
ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍ ନେଲିଷ୍ଟ୍ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।
ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ।
ବାଇକ୍ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।
ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍ କର୍ମଚାରୀ ।
ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...
ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...
ଇଏ ଏମିତି ଜଣେ ରାଣୀ ମହୁମାଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ବାସଭବନରେ ସାକ୍ଷାତ କରୁଥିବା ସମୟରେ PMଙ୍କୁ କରିଥିଲେ ପ୍ରେମ ନିବେଦନ...
ଏମାନେ ରିଏଲ ଲାଇଫ୍ରେ ପୁରୁଷ କିନ୍ତୁ ରିଲ୍ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...
ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥିଲେ
ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।
ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…
ସ୍ନେହାଙ୍କ ପାଇଁ ଦେବଦୂତ ସାଜି ଆସିଲେ ମେହବୁବ୍ । ଟ୍ରେନ୍ ସାମ୍ନାକୁ ଡେଇଁପଡ଼ି ଜୀବନ ବଞ୍ଚାଇଲେ ।
ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ ।
ଝିଅ କି ପୁଅ ବାହାଘର ହେଲେ ଖୋଜାପଡେ ଉର୍ମିଳାଙ୍କୁ । ବାହାଘରରେ କନିଆଙ୍କୁ ଯେତେ ସୁନ୍ଦର ଭାବେ ସଜାଯାଇଥାଏ, ସେହିଭଳି ଘରର କାନ୍ତରେ ବି ସୁନ୍ଦର ଛବି ସହ ଶୁଭବିବାହର ଚିତ୍ର ଆଙ୍କି ଦିଅନ୍ତି ସେ ।
ଯେଉଁ ବୟସରେ ବହି ପଢିବା କଥା ସେହି ବୟସରେ ସେ ଲେଖିଛନ୍ତି ବହି । ଅନେକ ପ୍ରଶଂସା ବି ସାଉଁଟିଛନ୍ତି ।
୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା...
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...
ରାଜ୍ୟରେ ଏହି ୪ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା ।
‘ପୁଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା...
ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…
‘ପୁଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଆଗାମୀ ଦିନରେ ଆକାଶରେ ଆଉ ଦେଖାଯିବନି ତାରା...କେବଳ ଏହି କାରଣକୁ କରାଯାଇଛି ଦାୟୀ। ଜାଣନ୍ତୁ କେବେଠୁ ଓ କାହିଁକି ଏମିତି ଘଟଣା ଘଟିବା ନେଇ ଆଶଙ୍କା କଲେ ଗବେଷକ
କରୋନା କାଳରେ ସରକାର ସିନା ଅନଲାଇନ୍ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା ଅଂଚଳରେ ଲୋକ