• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Odia Panji Predicts A Grim 2022 For World
ମହାବିପଦ ! ପ୍ରବଳ ବର୍ଷିବ, ନିଆଁ ଲାଗି ଛାରଖାର ହେବ !

ଭଲନାହିଁ ୨୦୨୨ର ଭବିଷ୍ୟତ। ଏସନ ପ୍ରବଳ ବର୍ଷିବ, ନିଆଁରେ ଜଳିପୋଡ଼ି ଏକାଧିକ ଅଂଚଳ ଛାରଖାର ହୋଇଯିବ। ଜାଣନ୍ତୁ କେଉଁ ଅଂଚଳରେ କ’ଣ ହେବ? କେବେ ହେବ ଏମିତି ସବୁ ଅଘଟଣ?

Dana Majhi Inaugurates Ambulance In Kalahandi
ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ କଲେ ଦାନ ମାଝୀ, ଦିନେ ଆମ୍ବୁଲାନ୍ସ ନ ପାଇ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିଥିଲେ

କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି ଦାନ ମାଝୀ। ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଛନ୍ତି।

Prarthana TV
ଆଜି ପ୍ରାର୍ଥନା ଚ୍ୟାନେଲର ଦ୍ୱାଦଶ ସ୍ୱନକ୍ଷତ୍ର; ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଆଜି ନିଜର ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରୁଛି ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ପ୍ରାର୍ଥନା । ଆଜି ମଧ୍ୟ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ନିଜର ସ୍ୱନକ୍ଷତ୍ର ଦିବସ ଅବସରରେ ଚ୍ୟାନେଲ ପକ୍ଷରୁ ପ୍ରାର୍ଥନା ହନୁମାନ ଉତ୍ସବର ଆୟୋଜନ କରାଯାଇଛି ।

Pana Sankranti,Odia New Year
ମହାବିଷୁବ ସଂକ୍ରାନ୍ତି ସାଙ୍ଗକୁ ଓଡ଼ିଆ ନବବର୍ଷର ଧୁମ୍

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ ।

School Summer Vacation
ଏଥର ମାତ୍ର ୧୦ ଦିନ ହୋଇପାରେ ଖରା ଛୁଟି

ଦେଢ଼ ମାସ ନୁହେଁ ଏଥର ମାତ୍ର ୧୦ ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି ।

Pana Sankranti,Odia New Year
ଆଜି ଓଡ଼ିଆ ନବବର୍ଷ

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।

Cocaine
ଓଡ଼ିଶାରେ କିଏ ଖାଉଛି କୋକେନ୍ ?

ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ହବ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କି କୋକେନ୍ ନେଟଓ୍ୱର୍କ । ଜାଭିୟର ଛକରୁ ଏକକାଳୀନ ୨ଶହ ଗ୍ରାମ କୋକେନ ଜବତ ପରେ ବଢିଛି ଚିନ୍ତା ।

Death In Mahanadi
ନଦୀ ନେଉଛି ଜୀବନ

ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ ।

Families Raise
ଶାନ୍ତି ବଦଳରେ ରକ୍ତପାତ କାହିଁକି?

ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?

Poor Condition Of School Building
ଛାତରୁ ପ୍ଲାଷ୍ଟର ଖସୁଛି, ଗଛ ମୂଳେ ବସି ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍‌ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍‌ ବସିଛି ପ୍ରଶାସନ

Love
ଝଗଡ଼ା ପରେ ବାପ ଘରକୁ ପଳାଇଲେ ବୃଦ୍ଧ ମହିଳା : ସ୍ତ୍ରୀକୁ ଝୁରି ଝୁରି ଖାଇଲେନି ସ୍ୱାମୀ, ଶେଷରେ କଳିର ସମାଧନ କଲା ପୋଲିସ୍‌

କଟରାବଜାର ଥାନା ଅଞ୍ଚଳର ଲୋନିୟମ୍ ପୁରଭା ଗାଁର ବୃଦ୍ଧ ଦମ୍ପତି ଶିବନାଥ ଓ ଜନକା ଦେବୀ । ଉଭୟଙ୍କର ଦୁଇ ପୁଅ ଅଛନ୍ତି । ହେଲେ ବୃଢ଼ା ବାପାମା’ଙ୍କୁ ଛାଡ଼ି ସେମାନେ ଅଲଗା ରହୁଛନ୍ତି ।

specail story
ପାରାମାନଙ୍କ ଦୁଃଖ ସହି ପାରିଲେନି ବୃଦ୍ଧ, ଡହ ଡହ ଖରା ବେଳେ ପାଣି ମାରି ଗାଧେଇ ଦେଲେ...

ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା।

ramesh bhai
ଦିନେ ମାସକୁ ୮୦ ଟଙ୍କା ମଜୁରୀ ପାଇଁ ଗାଈ ଚରାଉଥିଲେ, ଏବେ ବାର୍ଷିକ ୩ କୋଟି ରୋଜଗାର କରୁଛନ୍ତି ରମେଶ

ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା

Special Story | Old Video Of Man Sprinkling Water On Birds Storms Internet
ପାରାମାନଙ୍କ ଦୁଃଖ ସହି ପାରିଲେନି ବୃଦ୍ଧ, ଖରା ବେଳେ ପାଣି ମାରି ଗାଧେଇ ଦେଲେ...

ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ଏ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା। ଆଉ ତା’ପରେ...

Special Story | Poor Condition Of School Building Raises Concern Among Guardians In Basudevpur
ଛାତରୁ ପ୍ଲାଷ୍ଟର ଖସୁଛି, ଗଛ ମୂଳେ ବସିଛନ୍ତି କୁନି କୁନି ପିଲା...ସବୁ ଜାଣି ଚୁପ୍‌ ପ୍ରଶାସନ

ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍‌ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍‌ ବସିଛି ପ୍ରଶାସନ

UP Police Arrests Teacher For Carrying Country-Made Pistol
ପିଠିରେ ବ୍ୟାଗ, ଅଣ୍ଟାରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷୟିତ୍ରୀ, ମାଡ଼ି ବସିଲା ପୋଲିସ୍

ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...

18-Year-Old Gifts Bike To A Teacher-Turned-Delivery Boy
ଦିନେ ଶିକ୍ଷକତା କରୁଥିଲେ, ପରେ ସାଇକେଲରେ ଜମାଟୋ ଅର୍ଡ଼ର ଡେଲଭରି କରୁଥିଲେ...ଖବର ଭାଇରାଲ ପରେ ମିଳିଲା ବାଇକ୍‌...

ଦିନେ ଶିକ୍ଷକତା କରୁଥିଲେ, ପରେ ଡେଲିଭରି ବୟ ହେଲେ। ପାଖରେ ଟଙ୍କା ନଥିବାରୁ ଖରାତରାରେ ସାଇକେଲରେ ବୁଲି ବୁଲି ଦେଉଥିଲେ ଖାଇବା। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ସେନ୍‌ସେନ୍‌ ପାଲଟିଲେ...ଗିଫ୍ଟ ଆକାରରେ ମିଳିଲା ବାଇକ୍‌। ଦେଖନ୍ତୁ ଗାଡ଼ି ମିଳିବା ବେଳକୁ କେତେ ଖୁସି ଅଛନ୍ତି ଏଇ ବ୍ୟକ୍ତି...

Know The Mistakes That Sank Titanic
ସମୁଦ୍ରରେ ସେଦିନ କଣ ଘଟିଥିଲା? କେମିତି ବୁଡ଼ି ଯାଇଥିଲା ଟାଇଟାନିକ୍‌?

ଆଜି ବୁଡ଼ିଥିଲା ପୃଥିବୀର ସବୁଠୁ ବଡ଼ ଜାହାଜ ଟାଇଟାନିକ୍‌। କାଳ ରାତିର କଳା କାହାଣୀଙ୍କୁ ନେଇ ଏବେ ବି ଥମୁନି ଚର୍ଚ୍ଚା। କ୍ୟାପଟେନ୍‌ଙ୍କ ସାମାନ୍ୟ ଭୁଲ ପାଇଁ ଚାଲିଯାଇଥିଲା ୧୫ ଶହ ଲୋକଙ୍କ ଜୀବନ। ଜାହାଜ ବୁଡ଼ିଥିବାର ଖବର ପାଇବା ପରେ ବି ଉଦ୍ଧାର ଲାଗି ଯାଇନଥିଲେ କେହି...ଜାଣନ୍ତୁ କ’ଣ ଥିଲ ପୂରା ଘଟଣା?

Life Care Hospital
ଥାର୍ଡ ଜେଣ୍ଡର ଶିଶୁକୁ ଗ୍ରହଣ କଲେନି ପରିବାର

ନବଜାତ ଶିଶୁଟି ଥାର୍ଡ ଜେଣ୍ଡର ବା କିନ୍ନର ବୋଲି ଜଣାପଡିବା ପରେ ଗ୍ରହଣ କଲେନି ପରିବାର ଲୋକେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବାକୁ ଅନିଛା ପ୍ରକାଶ କଲେ । ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା ଶିଶୁର ମା କହିଛନ୍ତି ।

BJD,BJP
ପଞ୍ଚାୟତ ଓ ପୌର ଭୋଟ୍ ପରେ ମୁହାଁମୁହିଁ ବିଜେଡି-ବିଜେପି

ପଞ୍ଚାୟତ ଓ ପୌର ଭୋଟ୍ ପରେ ଆରମ୍ଭ ହୋଇଛି ବିଜେଡି-ବିଜେପି ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ..

Tahasildar Blocked
ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର

ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର। ଗାଁ ଲୋକେ ତହସିଲଦାରଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ଦେଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ତହସିଲଦାର ଗାଁ ଲୋକଙ୍କ କବଳରୁ ମୁକୁଳି ଥିଲେ। ଯାହାର ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

special story
ଖରା ବଢିଲେ ନିଲେଶ୍ୱର ଗାଁରେ ଭିଡ଼ : ଏଠାରେ ତିଆରି ବେଣାଚେରର ଭାରି ଚାହିଦା

ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଆଉ ଏଥିପାଇଁ ଏକ ଗାଁରେ ଭାରି ଭିଡ଼ ।

Dog Reunites With Its Owner
୫ ବର୍ଷ ହେବ ନିଖୋଜ କୁକୁର ସହ ମାଲିକର ପ୍ରଥମ ଦେଖା : ସୋସିଆଲ ମିଡିଆରେ ଭାଇରାଲ ହେଲା ଭାବପ୍ରବଣ ଦୃଶ୍ୟ

ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍‌ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...

New Pak PM Shehbaz Sharif’s Five Wives
ଇଏ ଏମିତି ଜଣେ ପ୍ରଧାନମନ୍ତ୍ରୀ, ଯିଏ ରଖିଛନ୍ତି ପାଞ୍ଚ ପାଞ୍ଚ ଜଣ ପତ୍ନୀ...

ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚ ବିବାହ କରିଛନ୍ତି ଶେହବାଜ୍‌ ସରିଫ୍‌। ପୁଣି କେଉଁ ସ୍ତ୍ରୀର ୫ ପିଲା ତ ଆଉ କେଉଁ ସ୍ତ୍ରୀର ପିଲା ସଂଖ୍ୟା...

Watermelon Farming In Deogarh
ତରଭୁଜ ଚାଷରୁ ରୋଜଗାର ୫୦ ହଜାର

ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...