• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Sonu Sood
ଲୋକଙ୍କୁ ସାହାଯ୍ୟ ସୋନୁଙ୍କ ପାଇଁ ହେଲା ମହଙ୍ଗା..ଫିଲ୍ମରେ ମିଳୁନି ନେଗେଟିଭ୍‌ ରୋଲ୍‌

କରୋନା କାଳରେ ଲୋକଙ୍କୁ ସାହାଯ୍ୟ ସୋନୁଙ୍କୁ ପଡ଼ିଲା ମହଙ୍ଗା। ବଲିଉଡ୍‌ରେ ସୋନୁଙ୍କୁ ମିଳୁନି ନେଗେଟିଭ୍‌ ରୋଲ। ସ୍ଥିତି ଏମିତି ହେଲାଣି କି ନିର୍ଦ୍ଦେଶକ ସୋନୁଙ୍କ ପାଇଁ ବଦଳାଉଛନ୍ତି ସ୍କ୍ରିପ୍ଟ। ଫ୍ୟାନ କହିଲେ..

BJP 2024
ବିଜେପି ଟାର୍ଗେଟରେ ଓଡିଶା

ବିଜେପିର ମିଶନ୍ ୨୦୨୪ । ଟାର୍ଗେଟ୍ ୧୯ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ । ଉତ୍ତରପ୍ରଦେଶ ସମେତ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବା ପରେ ନଜର ଆଗାମୀ ସାଧାରଣ ନିର୍ବାଚନ ଉପରେ । କାରଣ ୨୪ ନିର୍ବାଚନ ଲାଗି ହାତରେ ଆଉ ୨୪ ମାସରୁ ବି କମ୍ ସମୟ ରହିଲା ।

Severe Heatwave
ଆଗକୁ ତାତି ଆହୁରି ବଢିବ

ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

Covid 19
କିଶୋରଙ୍କ ପରେ ଏବେ ପିଲାଙ୍କ ପାଇଁ କରୋନା କବଚ ଆସିଲା

କିଶୋରଙ୍କ ପରେ ଏବେ ପିଲାଙ୍କୁ ମିଳିବ କରୋନା କବଚ । ୫ରୁ ୧୨ ବର୍ଷ ବୟସ ବର୍ଗଙ୍କ ଲାଗି ଦୁଇଟି କୋଭିଡ୍ ଟିକାକୁ ଅନୁମୋଦନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ- DCGI । ୬ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଭାରତ ବାୟୋଟେକ୍‌ର କୋଭିଡ୍ ଟିକା- କୋଭାକ୍ସିନ୍‌ର ଜରୁରୀ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି DCGI ।

OPCC President
ରାଜ୍ୟ କଂଗ୍ରେସ ଭିତରେ ଚାଲିଛି ମାନସ ମନ୍ଥନ କିଏ ଧରିବ ଦଳର ହାତ

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।

Srimandir Parikrama Project
ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପକୁ ନେଇ ଛକା ପଞ୍ଝା

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।

Odia Tele Actor
ନିଜର ହାଣ୍ତସମ୍‌ ଲୁକ୍‌ରେ ପାଗଳ କରୁଥିଲେ ଯୁବତୀଙ୍କୁ ଓ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ସାମ୍ନାକୁ ଆସିଲା ସୁମନଙ୍କ ସାଙ୍ଘାତିକ ସତ। ନିଜର ସୁନ୍ଦର ଚେହେରା, ଆଉ ମିଠା କଥା ପାଇଁ ସୁନ୍ଦର ଯୁବତୀଙ୍କ ସହ ରଖୁଥିଲେ ଲିଭ୍‌ ଇନ୍ଜ‌ ରିଲେସନସିପ୍‌। ପ୍ରେମର ମାୟାଜାଲରେ ଏମିତି ଛନ୍ଦି ଦେଉଥିଲେ ଯେ, ସୁମନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ତରୁଣୀ ଯୁବତୀ ।

special story
ଓଡ଼ିଆଣୀ ହେଲେ ବିଦେଶିନୀ : ଜର୍ମାନୀର ଝିଅ ଏବେ ସୌରଭଙ୍କ ଅର୍ଦ୍ଧାଙ୍ଗିନୀ, ବଲାଙ୍ଗୀର ବୋହୂ

ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି ।

marriage
ବିବାହକୁ ସ୍ମରଣୀୟ କରିବାକୁ ନୂଆ ଉପାୟ : ମଣ୍ଡପକୁ ବେଲୁନରେ ଉଡ଼ି ଉଡ଼ି ଆସିଲା କନିଆ...

ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଏକ ଭିଡିଓ ଭାଇରାଲ ହେଉଛି । ବେଲୁନରେ ଉଡି ଉଡି ଆସିଲା କନିଆ ।

special report
ହାତର ଯାଦୁ ଦେଖି ଚକିତ ହୋଇଗଲା ସାରା ବିଶ୍ୱ, ରେକର୍ଡ କଲେ ଓଡ଼ିଆ ଝିଅ...

କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।

Economics graduate
ଇକୋନମିକ୍ସରେ ସ୍ନାତକ କରି ଚା’ ବିକୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଗୁପ୍ତା ବିହାର ପାଟନାର ମହିଳା ମହାବିଦ୍ୟାଳୟ ବାହାରେ ଚା ଦୋକାନ କରିଛନ୍ତି । ସେ ୨୦୧୯ ରେ ଅର୍ଥନୀତିରେ ସ୍ନାତକ ପାସ କରିଛନ୍ତି ।

Naba Das
ଅଡୁଆରେ ମନ୍ତ୍ରୀ ନବ ଦାସ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

Sonali
ଝିଅ ସହ ମାଆ ନାମରେ ବି ମାମଲା ରୁଜୁ

ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ବଢିଲା ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ଅଡୁଆ । ଆତ୍ମହତ୍ୟାର ଅଢ଼େଇ ମାସ ପରେ ପୋଲିସ ରୁଜୁ କରିଛି ମାମଲା, ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।

Corona
ଦିନକରେ ଦେଶରେ କରୋନା ସଂକ୍ରମଣ ୬୫% ବୃଦ୍ଧି

ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶର R ଭାଲ୍ୟୁ ୧ ଟପିବା ପରେ, ଚିନ୍ତା ଦ୍ୱିଗୁଣିତ ହୋଇଛି ।

Mahanadi
କାହିଁକି ସରକାରଙ୍କ ନଜରରେ ପଡୁନି ମହାନଦୀର ମହାବିପତ୍ତି ?

ମହାନଦୀ ହେଉଛି ଆମ ମାଆ ଓ ଜୀବନ ଧାରଣର ରାହା । ହେଲେ ଆକାଶମାର୍ଗରୁ ଉତ୍ତୋଳିତ ଚିରସ୍ରୋତା ମାଆର ଏ ବିକଳ ଚିତ୍ରକୁ ଟିକେ ନିରିଖେଇ ଦେଖନ୍ତୁ । ସୋନପୁର ଓ ବୌଦ୍ଦରେ କେମିତି ଧୀରସ୍ଥିର ଓ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି ।

Mahanadi
କେବେ ଫେରିବ ମହାନଦୀର ପୂର୍ବାବସ୍ଥା ?

ଶୁଖିଯାଉଛି ମହାନଦୀ, ସଙ୍କଟରେ ଜୀବନ ଓ ଜୀବୀକା । ଦିନେ ଚିରସ୍ରୋତା ଥିଲା ହେଲେ, ଆଜି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗୁରୁତର ହେଲାଣି ପିଇବା ପାଣି ସହ ବିଜୁଳି ସଙ୍କଟ । ଶୁଖିଲା ନଦୀ ପାଇଁ ଅବବାହିକା ଅଞ୍ଚଳ ସବୁ ତାତିରେ ହେଉଛି ଆଉଟୁପାଉଟୁ ।

2024 General Election
ଏବେଠୁ ବିଜେଡିର ପ୍ରାକ୍ ପ୍ରସ୍ତୁତି

କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା ।

Muslim Teacher
ଖାଲି କୋରାନ୍‌ ନୁହେଁ, ମୁସଲିମ୍‌ ହୋଇ ବି ପଢ଼ାଉଛନ୍ତି ଗୀତା ଭାଗବତ

କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ ।

Special Story
ବୟସ୍କଙ୍କ ମୁହଁରେ ହସ ଫୁଟାଇଲେ ଗାଁଲୋକ : ପୂଜି କରିବା ସହ ଆଶୀର୍ବାଦ ମାଗିଲେ

ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

 E-Bicycle Designed By Assamese Student
ଏମିତିକା ଇ-ବାଇସାଇକେଲ, ଯାହାକୁ କେହି ଚୋରି କରିପାରିବେନି, ଜାଣନ୍ତୁ..

ଇଏ ଏମିତି ଏକ ଇ-ବାଇସାଇକେଲ୍‌ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍‌। ଚୁଟ୍‌କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍‌। ଜାଣନ୍ତୁ ଏହାର ଦାମ୍‌ କେତେ?

Monkey Give Birth
ମା'ର ବେଦନାକୁ ବୁଝିପାରିଲେ ପୋଲିସ ବାବୁ; ମାଙ୍କଡ଼ ପେଟରୁ ଛୁଆକୁ ବାହାର କରି ଯନ୍ତ୍ରଣା ଦୂର କଲେ

ରାସ୍ତା କଡ଼ରେ ପ୍ରବଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲା ମାଆ ମାଙ୍କଡ଼। କଷ୍ଟ ଦେଖିପାରିଲେନି ପୋଲିସ କନେଷ୍ଟବଳ। ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣୀ ଅଖାରେ କରାଇଲେ ପ୍ରସବ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, କନେଷ୍ଟବଳଙ୍କୁ କରାଯାଉଛି ଭୂରି ଭୂରି ପ୍ରଶଂସା

Odisha Congress
ପିକେଙ୍କ ନୂଆ ଫର୍ମୁଲା

ପଲିଟିକାଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଫୋକସ୍‌ରେ ଓଡ଼ିଶା । ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି । ସୋନିଆଙ୍କୁ ଭେଟି, ଦେଇଛନ୍ତି ରୋଡ ମ୍ୟାପ୍ । ପ୍ରଶାନ୍ତ କହିଛନ୍ତି ଦଳ ଓଡ଼ିଶାରେ ନୂଆ ଟିମ୍ କରି ୨୪ ନିର୍ବାଚନ ଏକାକୀ ଲଢୁ ।

Driver Protest
ଗୁଇନ୍ଦା ତଥ୍ୟ କେଉଁ କାମକୁ ?

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ?

Fake Detergent
ପ୍ୟାକେଟ୍ ଅସଲି କିନ୍ତୁ ମାଲ୍ ନକଲି

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।

Corrupt Police
ଭିଜିଲାନ୍ସ ରେଡ୍ ଏକ ଭେଳିକି !

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍‌ଙ୍କୁ ଖସିବାର ବାଟ କଢ଼ାଉଛି ।