• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Covid 19
ବଢ଼ିଲା ଚତୁର୍ଥ ଲହର ଶଙ୍କା

ଡରାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା ।

8 Year Odia Girl
କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।

OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି ।

Padma Shri Prafulla Kar's Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।

alligator
ଖାଇବାକୁ ଦେଲାବେଳେ ଯୁବତୀଙ୍କ ହାତକୁ କାମୁଡ଼ି ଭିଡ଼ିନେଲା କୁମ୍ଭୀର,ଆଉ ତା’ପରେ...

କିଏ ଜାଣିଥିଲା ଏମିତି ହେବ ବୋଲି। ସେଦିନ କୁମ୍ଭୀରକୁ ଖାଇବାକୁ ଦେଉଥିଲେ ଯୁବତୀ। ହଠାତ୍ ହାତକୁ ମାଡି ବସିଲା କୁମ୍ଭୀର। ପାଣିକୁ ଭିଡି ନେଇ ପାଟିରେ ପୂରାଇବା ବେଳେ ହେଲା . ...

special story
ଗୋଟିଏ ଫଟୋ କିଣିନିଏ କୋଟିଏ ମନ

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।

ramachandra
ପରିଣତ ବୟସରେ ଲୋକ କଲ୍ୟାଣ ଚିନ୍ତା : ପେନସନ ଟଙ୍କାରେ କଂକ୍ରିଟ ଗାଧୁଆ ତୁଠ ନିର୍ମାଣ କରାଇଲେ ରାମଚନ୍ଦ୍ର

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି

China On Mission To Find New Earth
ନୂଆ ପୃଥିବୀ ସନ୍ଧାନରେ ଚାଇନା, ଆରମ୍ଭ କରିବ ବଡ଼ ମିଶନ

ସବୁ ବେଳେ ନୂଆ କିଛି କରିବାର ପ୍ରୟାସ ଚଳାଇଛି ଚୀନ୍। ଏବେ ଏ ପୃଥିବୀରେ ରହିବାକୁ ଚାହୁଁ ନାହିଁ ଚାଇନା। ନୂଆ ଏକ ପୃଥିବୀ ଖୋଜିବାରେ ଲାଗି ପଡିଛି।

Odia Actor Shines In Tollywood
ହୃଦୟ ଛୁଇଁଲା ଓଡ଼ିଆ ପୁଅର ଆକ୍ଟିଂ, ତେଲୁଗୁ ଫିଲ୍ମର ମଚାଉଛନ୍ତି ଧୁମ୍‌

ତେଲୁଗୁ ଫିଲ୍ମରେ ଓଡ଼ିଆ ପୁଅର ଜବରଦସ୍ତ ଆକ୍ଟିଂ। ଡାଇଲଗ୍‌ ସାଙ୍ଗକୁ ଲଭ୍‌ ରୋମାନ୍ସ। ଆକ୍ସନ ସାଙ୍ଗକୁ ଅଭିନୟ...ସବୁଥିଲେ ଜଲୱା ଦେଖାଇଛନ୍ତି ଦିନେଶ...

Young Dancer Dances To The Beats Of Pushpa’s Samy Samy Song On US Street
ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା

ଫିଲ୍ମ ପୁଷ୍ପା, ଗୀତ ସାମି ସାମି...ଓଃ କି ଡ୍ୟାନ୍ସ। ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା...

Bhadrak Youth Kills Self After GF Cheats
ପ୍ରେମିକାକୁ ନେଇଗଲା ସାଙ୍ଗ, ଆତ୍ମହତ୍ୟା କଲେ ଯୁବକ

ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍‌ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...

Father Swept Away
ପୁଅ ସହ ଖେଳୁ ଖେଳୁ ଭିଡିନେଲା ସମୁଦ୍ର

ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।

Love Story
ଚିନ୍ତା ବଢାଇଲାଣି ପ୍ରେମ ଜନିତ ଆତ୍ମହତ୍ୟା

ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ

Fire Accident
ମଲରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ।

ଚିନ୍ତା ବଢ଼ାଇଛି ମଲ୍ ନିଆଁ । କିଛି ଦିନ ତଳେ କଟକ ପରେ ଗତକାଲି ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ

New Academic Session
ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।

New Academic Session
ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି

ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Woman Murders Father-In-Law
ନିଜ ପାପ ଲୁଚାଇବାକୁ ଯାଇ ଶ୍ୱଶୁରକୁ ଆରପାରିକୁ ପଠାଇଲା ବୋହୂ

ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ..

Police Cops
କର୍ତ୍ତବ୍ୟ ଆଗରେ ହାର ମାନିଛି ଟାଣୁଆ ଖରା

ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର..ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍‌ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍‌ ପୋଲିସ୍‌। ଟ୍ରାଫିକ୍‌ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ

Traffic Cops Who Dare Heat Wave In Scorching Summer To Ensure Safe Traffic Flow In Baripada
ଉଦୁଉଦିଆ ଖରାରେ ସିଝୁଛନ୍ତି...ହେଲେ ଟ୍ରାଫିକ୍‌ ପୋଷ୍ଟ ଛାଡ଼ିକି ଯାଉନାହାନ୍ତି...

ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର...ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍‌ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍‌ ପୋଲିସ୍‌। ଟ୍ରାଫିକ୍‌ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ

Mahanga Quintuple Murder
ମୁଁ ଶିବ ସାହୁ, ମୁଁ ହତ୍ୟାକାରୀ

ପ୍ରତିଶୋଧ ନେଇଛି ସମ୍ପତ୍ତି ବିବାଦର । ମୁଁ ଜଣ ଜଣ କରି ୫ ଜଣଙ୍କୁ କଟୁରୀରେ ହାଣି ହତ୍ୟା କରିଛି । ମୁଁ ହିଁ ବନିଥିଲି ହତ୍ୟାକାରୀ। ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ଆଜି ଏଭଳି ଢଙ୍ଗରେ ତଥ୍ୟ ବଖାଣିଛି କ୍ରାଇମସ୍ପଟ୍‌ରେ।

Disabled Person
ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ କାହିଁକି ହେବେନି ଜଣେ ଭିନ୍ନକ୍ଷମ?

ଯିଏ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମସ୍ୟା ହୃଦୟଙ୍ଗମ କରି ପାରିନି ସେ କେମିତି ହେବ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ

Apple Berry Farming
ୟୁଟ୍ୟୁବକୁ ଗୁରୁ କରି ପାହାଡ଼ିଆ ଜମିରେ ଫଳାଇଲେ ଆପଲ୍ ଓ ବେରୀ

ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି।

2024 Election
ବିଜେପି ନଜରରେ ଅଳ୍ପ ଭୋଟ୍‌ ହାରିଥିବା ନେତା ଓ ସ୍ୱାଧୀନ ପ୍ରାର୍ଥୀ

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ ।

2024 Election
ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ଟାର୍ଗେଟ୍ ୨୦୨୪

ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇନଥିଲେ ବି ଦଳ ପାଇଛି ୩୦ ପ୍ରତିଶତ ଭୋଟ୍ । ତେଣୁ ୨୪ ନିର୍ବାଚନରେ ଦଳର ସମ୍ଭାବନା ଭଲ ଥିବା ବିଜେପି ନେତା ହୃଦୟଙ୍ଗମ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Bureacracy's Rising
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ତ ? ନା କେବଳ ତୁଚ୍ଛାକୁ ଚର୍ଚ୍ଚା?

ପଣା ସଂକ୍ରାନ୍ତି ପରେ ପରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯିବ ବୋଲି ରାଜନୈତିକ ପଣ୍ଡିତ ଆଲୋଚନା କରୁଛନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।