ଆଇଲ ଆଇଲ ଦାନ୍ତଟାକୁ କାହିଁକି ନେଫେଡୋଉଛ? ଗାମୁଛା ଦେଇକି କଥା ହୁଅ...ସମୁଦୀ ଆପଣ କରନ୍ତି କଣ?
Published: Prangyan Parimita
Last updated: 09 November 2022, 08:53 AM IST
ଆଲୋ ଇଏ କଣ? ସାନଭାଇ ହାତ ଯୋଡି ଭୁଲ ମାଗୁଛନ୍ତି, ହେଲେ ବଡଭାଇ କିଛି ଶୁଣୁନାହାନ୍ତି। ନାରଣରେ...ଇଏ କେମିତି କାନ୍ଦିଲେ କି ରାସ୍ତା ପୂରା ଓଦା?