ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି । ଭୋଟରଙ୍କ ମଧ୍ୟରେ ବି ଉତ୍ସାହ କିଛି କମ୍ ନୁହେଁ । ଏଠାରେ ଫେବ୍ରୁଆରୀ ୧୮ରେ ଭୋଟ୍ ପଡ଼ିବ । ଆଉ ତା ପୂର୍ବରୁ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଚାଲିଛି ନାମାଙ୍କନପତ୍ର ଦାଖଲ ।
ଖୋଦ୍ ଅରବିନ୍ଦ କେଜ୍ରିୱାଲ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜରିୱାଲ । ଏବେ ଗୋଆରେ ଆମିତଙ୍କ ନେତୃତ୍ୱରେ ଆପ୍ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ।
ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା ।
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ ।
ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ ।
ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।
ପଞ୍ଜାବ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଗୋଳିଆ ପାଣିରୁ ମାଛ ଧରିବା ଉଦ୍ଦେଶ୍ୟରେ ଅଛନ୍ତି । ତାଙ୍କ ଆଖି ମୁଖ୍ୟମନ୍ତ୍ରୀ ପଦ ଉପରେ ।
ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ ।
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ଅନୁସାରେ ପ୍ରତ୍ୟେକ ବର୍ଷ ହିତାଧିକାରୀଙ୍କୁ ୬ ହଜାର ପ୍ରଦାନ କରନ୍ତି କେନ୍ଦ୍ର ସରକାର । ଏହା ଏକା ଥରେ ପ୍ରଦାନ କରାଯାଏ ନାହିଁ ।
ସୁର କହିଛନ୍ତି, ୨୦୨୨ ଆସୁଛି। ତେଣୁ ଜମା ବି ପାତରଅନ୍ତର କରନାହିଁ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। କେବଳ ଏତିକି ନୁହେଁ ବରଂ ୨୦୨୨ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ସହ କଟୁ
ଜଳଶକ୍ତି ବିଭାଗ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ଉପସ୍ଥିତିରେ ଦୀନେଶ ମୋଗିଂଆ ବିଜେପିରେ ଯୋଗ ଦେଇଛନ୍ତି । ଦୀନେଶ ମୋଙ୍ଗିଆଙ୍କ ସହ ଅନ୍ୟ ୪ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
୪ ରାଜ୍ୟରେ ବର୍ତ୍ତମାନ ବିଜେପିର ଶାସନ ରହିଛି । ଅନ୍ୟପଟେ କେବଳ ପଂଜାବରେ କଂଗ୍ରେସର ଶାସନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କ ପ୍ରଚାର ଜୋରସୋରରେ ଚାଲିଛି ।
ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ବିଜେଡି ପୂରଣ କରିବ ବୋଲି ଜୋରଦାର୍ ପ୍ରଚାର କରାଯାଇଥିଲା । ହେଲେ ତାଙ୍କ ସ୍ୱପ୍ନ କଣ ଥିଲା ଓ କେତେ ପୂରଣ ହୋଇଛି, ତାହା ରାଜ୍ୟବାସୀ ଭଲଭାବେ କହିପାରିବେ । ତେବେ ବିଜୁବାବୁଙ୍କ ଆଦର୍ଶରୁ ଯେ ବିଜେଡି ଦୂରେଇଯାଇଛି, ଏହା ଏବେ ଲୋକମାନେ ହୃଦୟଙ୍ଗମ କରୁଛନ୍ତି ।
1997 ମସିହା ଡିସେମ୍ୱର 26 ତାରିଖରେ ଜନ୍ମ ନେଇଥିଲା ବିଜେଡି । ଏହା ପରେ ବିଜେପି ସହ ମେଣ୍ଟ କରିଥିଲା । କ୍ଷମତାକୁ ବି ଆସିଥିଲା । ତା ପରେ ଧୀରେ ଧୀରେ ଦୂରେଇ ଯାଇଥିଲା ବିଜୁବାବୁଙ୍କ ଆଦର୍ଶରୁ ।
ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ଚାଷୀ ସଂଗଠନ । ଏନେଇ ଆଜି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆଜି ୨୨ଟି ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଆଉ ଦଳର ନାଁ ରଖାଯାଇଛି ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ।
ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।
ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।
ୟୁପି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ୟୁପି ନିର୍ବାଚନ ମାହୋଲ ସେତିକି ସେତିକି ଜମୁଛି
ଆସୁଛି ପଂଚାୟତ ନିର୍ବାଚନ : ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।