ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।
ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।
ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି ।
୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।
ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।
କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ ।
ଏକ ପ୍ରଶ୍ନର ଉତ୍ତର ରଖି ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ।
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ମାସ ୨୪ ତାରିଖରେ ସରୁଛି ତାଙ୍କ କାର୍ଯ୍ୟକାଳ । ଏହାପରେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ ।
ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି ।
ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି ।