• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

Subash panigrahi
ବିଧାୟକଙ୍କ ଗିରଫ ନେଇ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍‌, କହିଲେ 'ଏହା ଗଣତନ୍ତ୍ରର ହତ୍ୟା'

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।

Congress Disturbance
କେମିତି ହେବ କଂଗ୍ରେସର ସାଂଗଠନିକ ପୁର୍ନଗଠନ? ଲବି ପାଇଁ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଭିଡ଼

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି ।

BJP 2024
୨୦୨୪ ସାଧାରଣ ନିର୍ବାଚନରେ ବାଜିମାତ୍ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି

ବୁଥ୍ ସ୍ତରରୁ ସଙ୍ଗଠନକୁ ସୃଦୃଢ କରିବାକୁ ଆରମ୍ଭ ହୋଇଛି ରଣନୀତି । ୨୦୧୯ ନିର୍ବାଚନରେ ବିଜେପି ମୋଟ୍ ୭୪ ହଜାର ବୁଥ୍‌ରେ ଖରାପ ପ୍ରଦର୍ଶନ କରିଥିଲା ।

Prashant Kishore
କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର

ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଦରକାର, ଦଳରେ ସାମିଲ୍ ହେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିଲେ

Jignesh Mevani Re-Arrest
ଜିଗ୍ନେଶଙ୍କୁ ସହଜେ ଛାଡିବନି ପୋଲିସ; ଜେଲ୍‌ରୁ ବାହାରିଲେ ପୁଣି ଜେଲ୍‌ ଗଲେ

ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।

Subash Singh
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂହ ।

2024 General Election
ଏଥର ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍‌ କରିପାରିବ ତ ବିଜେଡି ? ଦଳରେ ବାହାରିଆ ନେତାଙ୍କ ଦବଦବା

ଖୁବ୍‌ଶୀଘ୍ର ହୋଇପାରେ ବିଜେଡିରେ ନବକଳେବର । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା ।

LOKA SEVAK
ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ! ହେଲେ ସାଧାରଣ ଲୋକଙ୍କୁ ମିଳୁନି ପାସ୍‌

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।

Bibhu Prasad Tarai
'ରାଜ୍ୟରେ ଦଳିତ ବର୍ଗର ଲୋକ ଅସୁରକ୍ଷିତ'

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ । ସେ କହିଛନ୍ତି ଯେ, ଦଳିତଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

Paddy Politics
ତେଜିଲା ଚାଉଳ-ଗହମ ଆବଣ୍ଟନ ବିବାଦ ! ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି ।

Sashi Tharoor
ଟ୍ରୋଲ ହେବା ପରେ ଶଶି ଥରୁରଙ୍କ ଜବରଦସ୍ତ ଜବାବ, କହିଲେ ‘ସୀତା ଭି ୟାହାଁ ବଦନାମ ହୁଇ ତେରା କ୍ୟା ନାମ ହେ‘

ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଚାଲିଥିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଶଶି ଥରୁର ସାଂସଦ ମାଡାମ୍‌ଙ୍କ ସହ ଗପ କରୁଛନ୍ତି ।

144-impose
ଧାମନଗରରେ ୧୪୪ ଲାଗୁ, କଲ୍ୟାଣ ମଣ୍ଡପ ସାମ୍ନାରେ ଚାରିଚକିଆ ଯାନ ଯିବା ମନା

ଧାମନଗର କଲ୍ୟାଣ ମଣ୍ଡପ ଭୋଟ ଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନ ଯିବା ଆସିବା ସମ୍ପୂର୍ଣ୍ ମନା । 

Pinaki - Aparajita
କିଏ ସତ କହୁଛି କିଏ ମିଛ ? କ’ଣ ୪ଟି ଟୟଲେଟ୍‌ ପାଇଁ ଖୋଳାଯାଇଛି ୩୦ ଫୁଟ୍‌ର ଖାଲ ?

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି ।

Pinaki Mishra
ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟକୁ ନେଇ ଯାହା କହିଛି ସତ କହିଛି: ପିନାକୀ ମିଶ୍ର

କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।

Birmaharajpur Block Vice Chairman
ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା; ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ

ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍‌ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ...

Pinaki Misra
'ଆମ ଲୋକଙ୍କର କଙ୍କଡ଼ା ବୁଦ୍ଧି, ନା ନିଜେ କିଛି କରିବେ ନା କରାଇ ଦେବେ'

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି ସଫେଇ ଦେଇଛନ୍ତି ।

Pinaki Misra
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ: 'ସାଂସଦ ମିଛ କହି ପୁରୀ ସହରବାସୀଙ୍କୁ ଅପମାନିତ କରିଛନ୍ତି'

ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି।

Jayram Pangi
ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି ।

BJD - BJP - Congress
ହେଉଛି କି ବିକଳ୍ପ ବିଚାର ? ମାଳ ମାଳ ଯୋଜନା ପରେ ବି କିଣିବାକୁ ପଡ଼ୁଛି ଭୋଟ ଉଡ଼ୁଛି ନୋଟ !

ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି । 

Dipali Das Vs Alaka Mohanty
ଝାରସୁଗୁଡା ରାଜନୀତି: ଏଥର କିଶୋର-ନବ ଫାଇଟ୍ ନୁହେଁ ! ଅଳକା-ଦୀପାଳି ଲଢ଼େଇ

କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ ।

Russia Ukraine War
ପଞ୍ଚାୟତ ଭୋଟ୍ କେବେଠୁ ସରିଲାଣି, ହେଲେ ଥମୁନି ନିର୍ବାଚନୀ ପର ହିଂସା

ପଞ୍ଚାୟତ ଭୋଟ୍ କେବେଠୁ ସରିଲାଣି, ହେଲେ ଥମୁନି ନିର୍ବାଚନୀ ପର ହିଂସା । ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁରେ ଯେମିତି ଘିଅ ସଦୃଶ ହୋଇଛି ଗତକାଲିର ହୋଲିଖେଳ । ଘନ ଘନ ବୋମାମାଡ଼ ସାଙ୍ଗକୁ ଗୁଳିକାଣ୍ଡରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରିର ଦଣ୍ଡୁଆସି ଗାଁ ।

N Biren Singh
ପ୍ରତିକ୍ଷାର ଅନ୍ତ ! ପୁଣି ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ୍. ବୀରେନ ସିଂହ

ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।

soniagandhi
ବଡ଼ ପରାଜୟ ପରେ ୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ମାଗିଲେ ସୋନିଆ

୫ ରାଜ୍ୟର ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଇସ୍ତଫା ମାଗିଲେ ।

Yogi Adityanath
Exit Poll: ଅଖିଳେଶଙ୍କୁ ପୁଣି ଝଟ୍‌କା, ୟୁପିରେ ବାବା କରିବେ ରାଜ, ଆଉ ଉତ୍ତରାଖଣ୍ଡରେ..

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।

Modi-Rahul-Kejriwal
Exit Poll: ପଞ୍ଜାବରେ ସତ୍ତା ହରାଇବ କଂଗ୍ରେସ, ସରକାର ଗଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି !

 ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।