ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା।
ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।
ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା ।
ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ
ପ୍ରତିରକ୍ଷା କ୍ଷେତ୍ର ଉପରେ ମୋଦି ସରକାରଙ୍କ ଗୁରୁତ୍ୱ । ୯ ବର୍ଷର ଶାସନକାଳ ଭିତରେ କେଉଁ କେଉଁ ଦିଗରେ ପରିବର୍ତ୍ତନ ଆଣିଛନ୍ତି ?
ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ?
ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଇତିହାସରେ ଯୋଡ଼ିହେବ ଅଭୂଲା ଅଧ୍ୟାୟ ।
୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।
ମେ ୨୮, ଅର୍ଥାତ୍ ଆସନ୍ତା ରବିବାର ନୂଆ ସଂସଦ ଭବନର ଲୋକାର୍ପଣ ଅବସରରେ, ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।
ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।
ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ?
କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି
ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କଲବୁରଗୀ ରୋଡ୍ ଶୋ’ ପୂର୍ବରୁ କିଛି କୁନି କୁନି ପିଲାମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହିତ ଖୁବ ମଜାଳିଆ ଢଙ୍ଗରେ କଥା ହୋଇଥିଲେ। ଯେତେବେଳେ ସେମାନଙ୍କୁ ପଚାରିଥିଲେ ପାଠ ପଢି କ’ଣ ହେବ, ଜଣେ ପିଲାର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଆଜି ଦେଶବାସୀଙ୍କୁ ମୋଦି କ’ଣ କହିବେ, ଏଥିପାଇଁ ସାରା ଦେଶରେ ଉତ୍ସାହ ଥିବା ବେଳେ, ବିଜେପି ପକ୍ଷରୁ ଦେଶବ୍ୟାପୀ ହୋଇଛି ସ୍ୱତନ୍ତ୍ର ଆୟୋଜନ ।
ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ