Advertisment

Panchang Today 21th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର ।     ଚନ୍ଦ୍ର- ମକର ଅହୋରାତ୍ର

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର ।    
ଚନ୍ଦ୍ର- ମକର ଅହୋରାତ୍ର
ତିଥି- ୮ମୀ ସନ୍ଧ୍ୟା ୦୬.୫୯ ଗତେ ୯ମୀ
ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର
ଘାତବାର- ମିଥୁନ ରାଶିର    
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୨.୩୬ ପର୍ଯ୍ୟନ୍ତ
ଶୁଭସମୟ-
ପ୍ରାତଃ- ୦୫.୨୮ ରୁ ୦୭.୦୨
ଦିବା- ୧୦.୨୯ ରୁ ୦୧.୦୦
ଦିବା- ୦୪.୨୮ ରୁ ୦୫.୧୨
ସନ୍ଧ୍ୟା- ୦୬.୪୮ ରୁ ୦୯.୦୫
ରାତ୍ରି- ୧୧.୪୫ ରୁ ୦୨.୨୪
ଅଶୁଭସମୟ-
ରାହୁକାଳ- ପ୍ରାତଃ ୦୭.୦୨ ରୁ ୦୮.୩୬
କାଳବେଳା- ପ୍ରାତଃ ୦୭.୦୨ ରୁ ୦୮.୩୬
ବାରବେଳା- ଦିବା ୦୨.୫୪ ରୁ ୦୪.୨୮
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୫

Advertisment
Astrology Panchang
Advertisment
Advertisment