• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Giridhara Gamango
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗମାଙ୍ଗ ବାପ-ପୁଅ, BJP ଛାଡ଼ି ଯିବେ କି BRS..?

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି ।

Hockey World Cup 2023
କାହା ସ୍ୱାର୍ଥରେ ହେଉଛି କୋଟି କୋଟି ଖର୍ଚ୍ଚ ? DMF ଫଣ୍ଡ ଖର୍ଚ୍ଚ କେତେ ଯୁକ୍ତି ଯୁକ୍ତ

ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।

Odisha Politics
ହକି ଆଳରେ ବିଜେଡିର ନିର୍ବାଚନୀ ପ୍ରଚାର ! ରାଜନୀତି ଗନ୍ଧ ବାରିଲେ ବିରୋଧୀ...

ବିଜୁ ଯୁବ ବାହିନୀ ଭେଳିକି ପ୍ରସଙ୍ଗ ଉଖାରିଲା କଂଗ୍ରେସ୍ ।

Narendra Modi
ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ ।

THE GREAT ODISHA POLITICAL CIRCUS | EP 695 | JAN 08 2023 |  ରାସ୍ତା କଡ଼ ଚୋରା ପଇଡ଼
THE GREAT ODISHA POLITICAL CIRCUS | EP 695 | JAN 08 2023 | ରାସ୍ତା କଡ଼ ଚୋରା ପଇଡ଼

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Odisha Politics
ଚାଉଳ-ଉଡ଼ାନ୍ ପରେ ଟାର୍ଗେଟ୍‌ରେ SHG ମହିଳା ! ଋଣ ଛାଡ଼ ଶ୍ରେୟ କେନ୍ଦ୍ରର ବୋଲି କହିଲା ବିଜେପି

ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪%  ।

Rourkela Hockey Stadium
୧୫ ମାସରେ ହକି ଷ୍ଟାଡିୟମ୍ ଶେଷ, ଦୀର୍ଘ ବର୍ଷ ହେଲା ସରୁନି ମେଡିକାଲ କଲେଜ-ରିଂ ରୋଡ୍ କାମ

ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ ।

Credit politics
ପୁଣି ଜୋର୍ ଧରିଲା ଶ୍ରେୟ ରାଜନୀତି : ବିଜେପି ବନାମ ବିଜେଡି, ମୋଦି ବନାମ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏକାକୀ ବିଜ୍ଞାପନ ନେଇ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan
ମୋଦିଙ୍କ ଫଟୋ ନଲାଗିବାରୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

Odisha Politics
ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର ।

THE GREAT ODISHA POLITICAL CIRCUS EP 694 JAN 01 2023 | ନୂଆ ବର୍ଷରୁ ମଦ ଛାଡ଼ିବି ...
THE GREAT ODISHA POLITICAL CIRCUS EP 694 JAN 01 2023 | ନୂଆ ବର୍ଷରୁ ମଦ ଛାଡ଼ିବି ...

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Odisha Politics
ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନା ! ବିଜେପିର ପ୍ରସ୍ତୁତ କରିଛି ଦୁଇ ସୂତ୍ରୀ ଫର୍ମୁଲା

ସବୁ ବୁଥ୍‌ରେ ସଂଗଠନ ମଜଭୁତ ଉପରେ ବି ଜୋର୍ । ସରକାର ଚଳାଉଛି କିଏ ? ନଡ୍ଡାଙ୍କ ପ୍ରଶ୍ନ ଲୋକଙ୍କ ପାଖେ ପହଞ୍ଚାଇବାକୁ ହେବ ପ୍ରୟାସ ।

Odisha Politics
ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି ।

Bhartruhari Mahatab
ଦଳ ଉପରେ ଅସନ୍ତୁଷ୍ଟ କି ଭର୍ତ୍ତୃହରି; କେଉଁ ୪ ପ୍ରସଙ୍ଗରେ ଖୋଲିବେ ମୁହଁ ?

ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ।

BJP
ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।

special story
୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା

Hockey India
ହକି ନାଁରେ ଇମେଜ୍ ବିଲ୍ଡିଂ କରୁଛନ୍ତି ନବୀନ, ଅଭିଯୋଗ ଆଣିଲେ ବିରୋଧୀ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?

BJD
କାହା ରିମୋଟ୍ କଣ୍ଟ୍ରୋଲରେ ବିଜେଡି ସରକାର ? ନଡ୍ଡାଙ୍କ ଟାର୍ଗେଟ୍ ପରେ ତେଜିଲା ରାଜନୀତି

ବିଜେଡି କହିଲା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି

Baijayanta Panda
ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବୈଜୟନ୍ତ, କହିଲେ ସମୟ ଆସିଗଲାଣି, ଏଥର ପରିବର୍ତ୍ତନ...

ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି । 

JP Nadda
ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା

ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।

Odisha Politics - BJD
ସାକାର ହେବ କି BJDର ଶହେ ବର୍ଷ କ୍ଷମତା ସ୍ୱପ୍ନ, ଦଳକୁ ଚଲାଇ ପାରିବ ତ ତୃତୀୟ ପିଢ଼ି ?

ଦଳକୁ ସଠିକ୍ ଭାବେ ଆଗକୁ ନେଇପାରିବେ ତ ତଥାକଥିତ ୩ୟ ପିଢ଼ି ? ୧ମ ଓ ୨ୟ ପିଢ଼ିର ନେତା ଓ ସେମାନଙ୍କ ଅଭିଜ୍ଞତାକୁ ଅଣଦେଖା ନେଇ ପ୍ରଶ୍ନ ।

BJD- Naveen Patnaik
ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଶ୍ରୀକ୍ଷେତ୍ରରୁ ବିଜେଡି ଫୁଙ୍କିଲା ୨୪ ନିର୍ବାଚନ ପ୍ରସ୍ତୁତି ଶଙ୍ଖ । ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ । ମହିଳା କାର୍ଡ ବି ଖେଳିଲେ ସୁପ୍ରିମୋ ନବୀନ । କେନ୍ଦ୍ର ଅବହେଳା କଥା ଉଠାଇ ବର୍ଷିଲେ ନେତା । ପୁରୀରେ ୨୫ ତମ ଜନ୍ମଦିନ ପାଳନ ଅବସରରେ ବରିଷ୍ଠ, ଯୁବ, ମହିଳା ନେତା ଓ କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରିଛି ଶଙ୍ଖ ଦଳ । ଆଉ ସାଧାରଣ ର୍ନିବାଚନ ଲାଗି ପ୍ରସ୍ତୁତିର ବିଗୁଲ ବଜାଇ ନବୀନ ଖେଳିଛନ୍ତି ମହିଳା କାର୍ଡ । କହିଛନ୍ତି ମାଆ ମାନଙ୍କ ଆଶୀର୍ବାଦ ରହିଲେ ୨୫ କଣ, ୫୦ କଣ, ୧୦୦ ବର୍ଷ ଯାଏଁ ଓଡ଼ିଶାର ସେବା କରିବ ବିଜେଡି ।

Odisha Politics
ରାଜ୍ୟବ୍ୟାପୀ BJPର ସତ୍ୟାଗ୍ରହ, କହିଲା ଅପରାଧୀଙ୍କୁ ସୁରକ୍ଷା ଦେଉଛି BJD

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସକୁ ଜବରଦସ୍ତ କାଉଣ୍ଟର । ସତ୍ୟାଗ୍ରହ କରି ବିଜେପିର ପ୍ରତିବାଦ । ରାଜଧାନୀରୁ ରାଉରକେଲା ସମ୍ବଲପୁରରୁ ବାଲେଶ୍ୱର ପ୍ରତି ମଣ୍ଡଳରେ ବିଜେପିର ସତ୍ୟାଗ୍ରହ । ଅଭିଯୋଗ ଏୟା ଯେ, ଶାସକ ଦଳର ରାଜନୈତିକ ଅପରାଧୀକରଣ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ମହିଳା ବିରୋଧୀ ଅପରାଧ ସହ ଶିଶୁ ଅପହରଣ ଓ ମୃତ୍ୟୁ ମାମଲା ବୃଦ୍ଧି । ତାଠୁ ସାଂଘାତିକ ହେଲା ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ନିଜର ବିଧାୟକ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା । ବିଶେଷ କରି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ତାତିଛି ବିଜେପି ।

BJD- Naveen Patnaik
ପ୍ରତିଷ୍ଠା ଦିବସରେ BJD ଖେଳିଲା ମହିଳା କାର୍ଡ, ପରାମର୍ଶ ଆଳରେ ବରିଷ୍ଠ ମାରିଲେ ତେର୍ଛା ବାଣ

ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ମା ମାନଙ୍କ ଆଶୀର୍ବାଦ ରହିଲେ ଶହେ ବର୍ଷ ଯାଏଁ ସେବା କରିବ ଦଳ ।

Odisha Politics
ରାଜ୍ୟବ୍ୟାପୀ BJPର ସତ୍ୟାଗ୍ରହ, କହିଲା ଅପରାଧୀଙ୍କୁ ସୁରକ୍ଷା ଦେଉଛି BJD

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର । ନଡ୍ଡାଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ପଦ୍ମ କ୍ୟାଂପ୍ ।