• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

OHRC
ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।

THE GREAT ODISHA POLITICAL CIRCUS |EP 698 FEB 05 2023 | ଶାଶୁ -ବୋହୂ ସମ୍ମିଳନୀ
THE GREAT ODISHA POLITICAL CIRCUS |EP 698 FEB 05 2023 | ଶାଶୁ -ବୋହୂ ସମ୍ମିଳନୀ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Bijay Pattnaik
କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କ ସହ ତାଙ୍କ ବସା ଉଠା କରିବା ନେଇ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି ।

BJD concern over jharsuguda bypoll
ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ।

Naba Das
ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।

BRS,Odisha Politics
ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS ।

Psychiatrist Will Interrogate Gopal
ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

Naba Das
ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।

Naba Das - Gopal Das
ନବ ହତ୍ୟା ମାମଲାରେ ତେଜିଲା ରାଜନୀତି ! ଚୁପ୍‌ କାହିଁକି ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲୁ ନାହାନ୍ତି DGP...

ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ନେଇ କଂଗ୍ରେସର ଅଭିଯୋଗ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ମୁଖ୍ୟମନ୍ତ୍ରୀ ?

BRS In Odisha Politics
ବିଦ୍ରୋହୀଙ୍କ ବସା ପାଲଟିବ କି BRS ? ଅସନ୍ତୁଷ୍ଟ ନେତାଙ୍କୁ ନିଜ ଶିବିରକୁ ନେଉଛନ୍ତି KCR

ବଢିଛି ୩ ପଲିଟିକାଲ୍ ପାର୍ଟିଙ୍କ ଟେନ୍‌ସନ୍‌, ଅକଳରେ ବିଜେଡି । ୨୦୨୪ରେ ରାଜନୈତିକ ସମୀକରଣ ବଦଳିବା ସମୀକ୍ଷକଙ୍କ ଅନୁମାନ ।

Giridhar Gamanga
ବିଜେପି କରୁଥିଲା ଅଣଦେଖା ! ଏବେ BRSରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ...

ନବୀନଙ୍କୁ ଅଲ୍ ପାର୍ଟି ପ୍ରେସିଡେଣ୍ଟ କହି ବର୍ଷିଲେ ଶିଶିର ଗମାଙ୍ଗୋ ।

Suresh Mahapatra
ସରୁଛି ସୁରେଶଙ୍କ କାର୍ଯ୍ୟକାଳ, ପୁଣି ଏକ୍ସଟେନ୍‌ସନ୍‌ ହେଲେ ବ୍ୟୁରୋକ୍ରାସିରେ ବଢ଼ିବ ଅସନ୍ତୋଷ..

ରେସ୍‌ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା  ।

Tusharkanti,Odisha Politics
ପୋଲିସ-ଓକିଲ କମିଶନ ଖାଉଥିବା କହି ଅଡ଼ୁଆରେ ମନ୍ତ୍ରୀ ଓ ରାଜ୍ୟ ସରକାର

କମିଶନି ବ୍ୟବସ୍ଥାର ଗୁମର ଖୋଲିବାକୁ ନେଇ ବଢିଲା ଅଡୁଆ । ରାଜ୍ୟ ସରକାରଙ୍କ ଅଡୁଆ ବଢାଇଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ।

PMAY
ଆବାସ ଦୁର୍ନୀତି ନେଇ ଆନ୍ଦୋଳନର ଟ୍ରେଲର ଦେଖାଇଲା ବିଜେପି ! ଆଗକୁ ପୂରା ଫିଲ୍ମ

ସବୁ ବ୍ଲକ୍‌ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା ।

Odisha Politics
ବରପୁତ୍ରଙ୍କ ସ୍ମୃତିଚାରଣ ଆଳରେ ପାଓ୍ୱାର ସୋ, ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ବିଶାଳ ଶୋଭାଯାତ୍ରା । ୨୪ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଫୋକସ୍ ଚର୍ଚ୍ଚା ।

PMAY, Odisha Politics
ଆବାସ ମାଇଲେଜ୍‌ ନେବା ମୁଡ୍‌ରେ ବିଜେପି, ଗାଁ ଗାଁରେ ଲଗାଇବ ମୋଦିଙ୍କୁ ଧନ୍ୟବାଦ ପୋଷ୍ଟର

ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚେତାବନୀ ପତ୍ର । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ।

Tusharkanti Behera
କହୁ କହୁ କହିଦେଲେ, ଅଟ୍ରୋସିଟି କେସ୍‌ରେ ଓକିଲ-ପୋଲିସ ନେଉଛନ୍ତି କମିଶନ

ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି । ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି ।

Balangir Politics
ବଲାଙ୍ଗିରରେ ବଢୁଛି ନେତା-ପ୍ରଶାସକ କଳି ! PD-DRADAଙ୍କ ଉପରେ ବର୍ଷିଲେ ସାଂସଦ ସଂଗୀତା

ପୂର୍ବରୁ ସାଲୁଜା-ଜିଲ୍ଲାପାଳ, କେଭି-ବିଡିଓ ତୁତୁ ମେମେ ହୋଇଥିଲେ । ଏହା ଲୋକ ପ୍ରତିନିଧିଙ୍କୁ ଆବଶ୍ୟକ ଗୁରୁତ୍ୱ ଦିଆନଯିବାର ଫଳ ବୋଲି କହିଲେ ପୂର୍ବତନ ପ୍ରଶାସକ ।

THE GREAT ODISHA POLITICAL CIRCUS EP 696 | JAN 15 2023 |ସମୁଦିଙ୍କ ସଜେସନ
THE GREAT ODISHA POLITICAL CIRCUS EP 696 | JAN 15 2023 |ସମୁଦିଙ୍କ ସଜେସନ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

BJP alleges mass irregularities in PMAY house allotment
ପିଏମ୍ ଆବାସ ସମ୍ଭାବ୍ୟ ତାଲିକା: ଯୋଗ୍ୟ ବାଦ୍, ଅଯୋଗ୍ୟଙ୍କୁ ସାମିଲ !

ପ୍ରବଳ ପାଟିତୁଣ୍ଡ ସହ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ସ୍ଥିତି ଏମିତି ହେଲା ଯେ, ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା।