• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

BJD-BJD Fight
ସାଲେପୁରରେ ବିଜେଡି-ବିଜେଡି କଳି, କେନ୍ଦ୍ରାପଡ଼ାରେ ବି ସ୍ଥିତି ସମାନ !

ବିଜେଡି ସାମାଜିକ ମିଡିଆ ସେଲ ଅଧକ୍ଷ କହିଛନ୍ତି ଯଦି, ସମାନ୍ତରଳ ଭାବେ ରାଜନୈତିକ କାର୍ଯ୍ୟକ୍ରମର କିଛି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Naveen Patnaik
ବେକରେ ଦଳୀୟ ଉତ୍ତରୀୟ ପକାଇବାରୁ ଚିଡ଼ି ଗଲେ ନବୀନ !

ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ।

Odisha Politics
‘ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ଉତ୍ତର ଦେବାକୁ ବିଧାନସଭା ଆସିପାରନ୍ତି’

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।

Naveen - Jayanarayan Mishra
ଜୟଙ୍କ ଟାର୍ଗେଟ୍ ! ‘ଆମେ ହେଲିକପ୍ଟର ହିସାବ ମାଗିନଥିଲୁ ନବୀନ ଉପରେ ପଡ଼ି ଦେଉଛନ୍ତି’

ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

There are many problems in state, and there are many agitations about them
ନିର୍ବାଚନର ନଈ କୂଳେ ବିବାଦର ବାତ୍ୟା, ରାଜନୈତିକ ରଣକୌଶଳ...

ସରକାରୀ ସ୍କୁଲରେ ପାଠ ପଢା ଠପ୍! ଲକ୍ଷ ଲକ୍ଷ ପିଲା ରାସ୍ତାରେ.. ଶିକ୍ଷକ ଆନ୍ଦୋଳନରେ..। ଡାକ୍ତର ଅଭାବ ଓ ଅନେକ ଅବ୍ୟବସ୍ଥାରେ ରୁଗ୍‌ଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ଭାଳିବାକୁ ସରକାର ଫାର୍ମାସିଷ୍ଟ୍‌ମାନଙ୍କ ଉପରେ ଦାୟିତ୍ୱ ଲଦିଲେ; ହେଲେ ସେମାନଙ୍କର ମଧ୍ୟ ଅନେକ ସମସ୍ୟା। ଏବେ ସେମାନେ ବି ଆନ୍ଦୋଳନରେ।

Odisha Politics
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଦେଲେ ୧୦ରୁ ୮ ମାର୍କ

ବିରୋଧୀ ବି ନିଜ ନିଜ ହିସାବରେ ନବୀନଙ୍କୁ ଦେଇଛନ୍ତି ମାର୍କ ।

Odisha Politics
ତେଜିଲା ନମ୍ବର ପଲିଟିକ୍ସ ! ମୋଦିଙ୍କୁ ନବୀନ ଦେଇଥିଲେ ୧୦ରୁ ୮, ନବୀନଙ୍କୁ ବିଜେପି ଦେଲା ଶୂନ...

ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ ।

Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା; ୧୨ଟା ଯାଏଁ ଗୃହ ମୁଲତବି

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।

CM Naveen Patnaik
ବିଧାନସଭାରେ 5T ସଚିବ ଝଡ଼

5T ସଚିବଙ୍କ ଗସ୍ତକୁ ଯଥାର୍ଥ ଦର୍ଶାଇ ବିରୋଧୀ ଉଠାଇ ଆସିଥିବା ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ।

Politics
ସଭା ମଂଚରେ ନବୀନଙ୍କ ଭୁରି ଭୁରି ପ୍ରଶଂସାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଆଗ୍ରେସିଭ୍ ମୁଡ୍‌ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।

CM Naveen Patnaik
ଗୃହରେ 5T ସଚିବ ଝଡ଼ ! ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଲେ ନବୀନ...

ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ ।

Politics
ମୋଦିଙ୍କୁ ନବୀନଙ୍କ ପ୍ରଶଂସା ! ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି...

ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ ।

Protest At Lower PMG
ଲୋୟର PMGରେ ହଲ୍ଲାବୋଲ୍ ! ଶିକ୍ଷକ-ସରପଞ୍ଚ-ଆୟୁଷ ଡାକ୍ତରୀ ଛାତ୍ରଙ୍କ ସରକାରଙ୍କୁ ଚେତାବନୀ

ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।

Jaynarayan Mishra
'CMO କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି'

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Narasingha Mishra
‘ସଚିବଙ୍କ ଗସ୍ତ ମନ୍ତ୍ରୀ ବୁଝୁଛନ୍ତି’

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ ।

women vote
ଭାଙ୍ଗିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଜେପି କରୁଛି ବଡ଼ ଯୋଜନା

ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ ।

THE GREAT ODISHA POLITICAL CIRCUS EP 730 | ରାଜନୀତି ବାଦୀପାଲା
THE GREAT ODISHA POLITICAL CIRCUS EP 730 | ରାଜନୀତି ବାଦୀପାଲା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Additional Budget
ମେଟ୍ରୋ ପାଇଁ ଆସିଲା ୨୧୦ କୋଟିର ବଜେଟ, ଏପଟେ ମୁଣ୍ଡ ପିଛା ଋଣ ୧୯ ହଜାର

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି ।

Soumyaranjan Pattnaik
ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ..?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?

Soumyaranjan Pattnaik
ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।

Soumya Ranjan Patnaik
ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍; କ’ଣ ଏହି ବ୍ୟାଙ୍କ ଋଣ ଠକେଇ ?

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ !

Sanjukta Mahala
ଚରମରେ ବିଧାୟକ ଶ୍ରୀକାନ୍ତ ଓ ସଂଯୁକ୍ତା ବିବାଦ

ଚରମରେ ବିଧାୟକ ଶ୍ରୀକାନ୍ତ ଓ ସଂଯୁକ୍ତା ବିବାଦ । ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ବିଧାୟକଙ୍କ ଏତଲା । ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା । ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି: ସଂଯୁକ୍ତା

Sanjukta Mahala
ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।

MLA Srikant Sahu & Sanjukta Mahala
‘ଫେସବୁକ୍‌ରେ ନମ୍ବର ଦେଇ ଭୁଲ କରିଦେଲି’

ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।

Netaji Bus Terminal
କେଁ କଟର ଭିତରେ ଉଦଘାଟିତ ହେଲା ନେତାଜୀ ବସ୍ ଟର୍ମିନାଲ

କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।