‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ ।
'ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା ହେବ' । 'ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ' ।
ଖୋଦ୍ ରାଜ୍ୟପାଳ ରାଜଭବନରୁ ବାହାରି ସିଧାସଳଖ ଲୋକଙ୍କ ପାଖକୁ ଯାଇ ଭଲମନ୍ଦ ଶୁଣୁଛନ୍ତି ଯାହା ଆଗରୁ କେବେ କେଉଁଠି ଦେଖାଯାଇଛି ନାହିଁ। ଲୋକେ ତାଙ୍କୁ ବିଭିନ୍ନ ସମସ୍ୟା ବିଷୟରେ କହୁଛନ୍ତି। ତେବେ ବିଜେଡି ସରକାର ନୂଆ ଓଡ଼ିଶାର ନାରା ଲଗାଇବାବେଳେ ନୂଆ ରାଜ୍ୟପାଳ ରଘୁବରଙ୍କ ଏହି 'ନିଆରା' ଘଟଣା ସରକାରଙ୍କୁ ଅଡୁଆରେ ପକେଇବନି ତ?
ଗଞ୍ଜାମ ବିଜେଡିରେ କୁହୁଳିଛି କି ଅସନ୍ତୋଷର ନିଆଁ । ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିବା ଅନୁଭବ କରି ଜିଲ୍ଲାର କିଛି ଭେଟେରାନ ନେତା ରୁଦ୍ଧଦ୍ୱାର ବୈଠକ କରିବାପରେ ବଢ଼ିଲା ଚର୍ଚ୍ଚା ।
କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।
ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।
କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।
‘ମଣ୍ଡିରେ ଧାନ ବିକ୍ରି ହୋଇପାରୁନି’ । କଂଗ୍ରେସ ଆକ୍ଷେପର ଜବାବ ରଖିଲା ବିଜେଡି ।
କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।
ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ?
ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସେମିତି କିଛି ବଡ଼ ଘଟଣାକୁ ପୁଣି ମନେ ପକାଇବା ।
ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବ୍ଲଗର କାମିୟା ଜାନି ।
କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ ବିଜେପି ଲଗାତାର ଭାବେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଆସୁଛି ।
ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ ।
ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନିଅନ୍ତି। ଯୁବକମାନଙ୍କୁ ହାତ ମୁଠାରେ ରଖିବା ନେଇ ବିଭିନ୍ନ ଯୋଜନାରେ ଲାଗି ପଡନ୍ତି। ‘ବିଜୁ ଯୁବ ବାହିନୀ’ ଏହାର ଉଦାହରଣ। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କ’ଣ ?
ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଲୋକେ ।
୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।
ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୫୬ ନମ୍ୱର ୱାର୍ଡ ଜନସମ୍ପର୍କ ପଦଯାତ୍ରାରେ ଖୋଲାଖୋଲି ଏହା ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଖାଲି ଘୋଷଣା ନୁହେଁ ଭୋଟ୍ ଭିକ୍ଷା ବି କଲେ ।
ଦେଶୀ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ଏବଂ କେବଳ ଓଡ଼ିଶାରୁ ୩ ଶହ ୩୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ସପ୍ତାହକ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି କାଲି କିଛି ଏମିତି ସଫେଇ ରଖିଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ ।
ପାଣ୍ଡିଆନ୍ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ଦେବୀ ।
ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି ।