ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ ନେଇ ତେଜିଛି ବିବାଦ।
କିଛି ସ୍ଥାନରେ ବିରୋଧ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍ । ଚାଉଳ ବଣ୍ଟନ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ।
ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ।
'ନିଜର ଏକତା ପ୍ରମାଣିତ କରିବାକୁ ବସ୍ରେ ଏକାଠି ହୋଇ ବୁଲିବୁ' । 'ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡ଼ି ସରକାର ଗଢ଼ିବୁ’।
ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି।
କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ ।
ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର ।
କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।
ଶୋଭନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ । ଶୋଭନଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା ।
ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ ।
ଦଶହରା, ଦିପାବଳୀ ଆଦି ପୂଜା ପାର୍ବଣ ରାଜନୀତି କ୍ଷେତ୍ର ପାଇଁ ବିଶେଷ ଅବସର ବୋଲି ଧରାଯାଏ। ଏ ସବୁ ଉତ୍ସବ ଭିତରେ ନୂଆବର୍ଷ ସବୁଠାରୁ ନିଆରା; ପୁଣି ଯେତେବେଳେ ଆଗକୁ ନିର୍ବାଚନର ହେବାକୁ ଥିବ। ୨୦୨୪ ସାଧାରଣ ନିର୍ବାଚନ ଆସି ଦୁଆର ମୁହଁରେ ହେଲାବେଳେ ତା’ପୂର୍ବରୁ ଆସିଛି ନୂଆବର୍ଷ, ଯାହାକୁ କୌଣସି ରାଜନୈତିକ ଦଳର ନେତା, କର୍ମୀ ହାତଛଡା କରିବାକୁ ଚାହାନ୍ତି ନାହିଁ।
ଓଡିଶା ପାଇଁ ବିଜେପିର ମାଷ୍ଟର ପ୍ଲାନ୍ । ନିର୍ବାଚନ ରଣନୀତିଠୁ ନେଇ ପରିଚାଳନା ଯାଏଁ ଦାୟିତ୍ବରେ ରହିବେ କେନ୍ଦ୍ରୀୟ ନେତା। ଫୋକସରେ ୧୦ ହଜାରରୁ କମ୍ ଭୋଟରେ ଦଳ ହାରିଥିବା ୪୦ ବିଧାନସଭା କ୍ଷେତ୍ର ।
ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା ।
କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସଂଶୋଧନ କରାଯାଇଛି । ତାଲିକାରେ ରହିଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ।
କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।
ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।
‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।
ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।
କାଗଜ କହୁଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଗଛ ଲାଗିଛି । ୮ଟି ସ୍ଥାନରେ ଗଛ ଲଗାଇବାକୁ ଖର୍ଚ୍ଚ ହୋଇଛି ସାଢ଼େ ୬ କୋଟି ଟଙ୍କା ।
BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ ।
କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ ।