ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି ।
ଧସୁଛି ବିଜେଡିର ଦକ୍ଷିଣ ଗଡ଼। ଚରମସୀମାରେ ଗୋଷ୍ଠୀ କନ୍ଦଳ। କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ। ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ। ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।
ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି ।
ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା ।
ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। ନୂଆ ଭୋଟର, ବିଶେଷ କରି ସହରୀ ଶିକ୍ଷିତ ସଚେତନ ଭୋଟରଙ୍କୁ କେମିତି ନିଜ ପାଖରେ ରଖିବ ସେଥିପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି..
ବିନା ଲାଞ୍ଚରେ ଲୋକଙ୍କ ସେବା କରିବାର ଶପଥ ପ୍ରତିବର୍ଷ ନିଆଯାଉଛି, ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ! କାରଣ ଗତ ୫ ବର୍ଷ ଭିତରେ ପ୍ରାୟ ଅଢେଇ ହଜାର ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ୧ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ ହେଲାଣି ଆଉ ୯୦୦ରୁ ଅଧିକ କର୍ମଚାରୀ ଗିରଫ ବି ହେଲେଣି।
ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ଗୋଟେପଟେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅନ୍ୟପଟେ ପିଲାଙ୍କ ପରୀକ୍ଷା ।
ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ବ ଫେରାଇବାକୁ ନେଇ ଚର୍ଚ୍ଚା। ପୁଣି କାହିଁକି ଖୋଜା ପଡ଼ିଲେ ସଞ୍ଜୟ। ଏହା ସହ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ଦେବା ପଛର ସମୀକରଣ କଣ ତାକୁ ନେଇ ବି ଜୋରଦାର ଆଲୋଚନା।
ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର ।
ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ ।
ପାଣ୍ଡିଆନ୍ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।
ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।
କାଲି କଟକରେ ପିସିସି ସଭାପତି- ମୋକିମ୍ଙ୍କମଧ୍ୟରେ ହୋଇଥିଲା ଭେଟ।
ପୂର୍ବରୁ ରାଜା ମହାରାଜାମାନେ ନଗର ପରିକ୍ରମାକୁ ଯିବା ଆଗରୁ ଡେଙ୍ଗୁରା ପିଟି ନଗରବାସୀଙ୍କୁ ଜଣାଇଦିଆଯାଉଥିଲା, ହୁସିଆର୍! ସାବଧାନ! ମହାରାଜା ଆସୁଛନ୍ତି! ରାଜାଙ୍କ ଆଗମନର ସତର୍କବାଣୀ ପାଇବା ପରେ ପ୍ରଜା ଯେ ଯେଉଁଠିଥିବେ ଘର ଭିତରକୁ ଯଥାଶୀଘ୍ର ଯିବାକୁ ଚେଷ୍ଟା କରୁଥିଲେ। ଆଉ ଏବେ...
ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?
ସରକାର ଓ ରାଜନୀତିରେ ପାଣ୍ଡିଆନ୍ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।
ପାଣ୍ଡିଆନ୍ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।
ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି..
ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ?