ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ଶଶି ଥରୁର୍ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।
ଅଣଗାନ୍ଧି ପରିବାରର ସଦସ୍ୟ ଆଗାମୀ ଦିନରେ ନୂଆ ସଭାପତି ହେବାକୁ ଯାଉଥିବା ବେଳେ ଥରୁରଙ୍କ ଟ୍ୱିଟ୍ ପରୋକ୍ଷରେ ସଭାପତି ପଦବୀକୁ ନେଇ ଉଠାଇଛି ପ୍ରଶ୍ନ
ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି।
ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।
ରାଜେନ୍ଦ୍ର ଦାସଙ୍କୁ ନେଇ ବିଜେଡିରେ କଂପନ। ଦଳୀୟ ଟିକଟ୍ ନମିଳିବାରୁ ବିଦ୍ରୋହ କରି ସ୍ବାଧୀନ ଭାବେ ଭରିଛନ୍ତି ନାମାଙ୍କନ, ଯାହାକୁ ନେଇ ଏବେ ହରଡ଼ଘଣାରେ ଦଳ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ଦିନ ଥିବାରୁ ଏବେ ସମସ୍ତଙ୍କ ନଜର। ରାଜେନ୍ଦ୍ରଙ୍କ ଉପରେ କଣ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ?
ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।
କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।
ଧାମନଗର ବିଜେଡିରେ ବିଦ୍ରୋହ ନିଆଁ । କୁଚକ୍ରି ଗୋଷ୍ଠୀ କହି ଭଦ୍ରକ ବିଜେଡି ନେତାଙ୍କୁ ରାଜେନ୍ଦ୍ରଙ୍କ ଟାର୍ଗେଟ୍ ।
ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବୋଲି କଂଗ୍ରେସ କହିଛି ।
ଲେଡି ବ୍ଲାକ୍ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।
ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ।
ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।
ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।
ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି ।
ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି ।
ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?
ସୋସିଆଲ ମିଡିଆରେ ଏହି ସମୟର ଫଟୋ ଭାଇରାଲ୍ ହେଉଛି ।
ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
ସୋନିଆଙ୍କୁ ଭେଟିବାକୁ ଦିଲ୍ଲୀରେ ପାଇଲଟ୍
ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।
କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍ଙ୍କ ସମର୍ଥକମାନେ କହିଛନ୍ତି।
ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।