• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chandrayaan 3

Chandrayaan 3
ଅସଲି ନ ଦେଖିଲେ ନକଲି ଚନ୍ଦ୍ରଯାନ-୩ ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..

Historic Chandrayaan-3 leaves earth, orbit heads towards moon
ପୃଥିବୀ ଛାଡ଼ି ଜହ୍ନକୁ ଯାତ୍ରା କଲା ଚନ୍ଦ୍ରୟାନ-୩

ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Chandrayaan 2 launch date
Chandrayaan 2: ଚନ୍ଦ୍ରୟାନ-୩ ର ଉତ୍‌କ୍ଷେପଣ ଅବସରରେ ମନେପଡେ ଚନ୍ଦ୍ରୟାନ-୨ ର ଇତିହାସ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।

Chandrayaan-3
ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।

Chandrayaan-3 Mission update by ISRO
ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଲା ଚନ୍ଦ୍ରୟାନ-୩

ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।

Chandrayaan-3
୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା ।

Chandrayaan-3
ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ ସଫଳ, ଅଗଷ୍ଟ ୨୩ରେ ସଫ୍ଟଲ୍ୟାଣ୍ଡିଂକୁ ସାରା ଦେଶର ଅପେକ୍ଷା

ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରୟାନ-୩..ଜହ୍ନ ରାଇଜ ଅଭିମୁଖେ ଭାରତର ଯାତ୍ରା..

Chandrayaan-3
୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ସାରା ବିଶ୍ୱର ନଜର ଅଟକି ରହିଛି ଭାରତର ଏହି ଚନ୍ଦ୍ର ଅଭିଯାନ ଉପରେ ।

Chandrayaan 3
ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।

AI Anchor Lisa On Chandrayaan 3
AI ଆଙ୍କର ଲିସା ଦେଲା ତଥ୍ୟ- କେମିତି ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହେଲା ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ?

କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି। ‌

ISRO to launch their historic third lunar mission Chandrayaan 3 today
ଭାରତ ପାଇଁ ଗର୍ବ ଓ ଗୌରବର ଦିନ: ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

Chandrayaan-3
ଜହ୍ନର ରହସ୍ୟ ଭେଦ ପାଇଁ ପୁଣି ତୟାର୍ ଚନ୍ଦ୍ରୟାନ-୩

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ।

Chandrayaan-3
ଜହ୍ନ ଯିବ ଚନ୍ଦ୍ରାୟାନ

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍...ଜୁଲାଇ ୧୪ ଦିନ ୨ଟା ୩୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରାୟାନ-୩

ଚନ୍ଦ୍ରୟାନ-୩
ଜହ୍ନ ରାଇଜକୁ ଯିବ ଚନ୍ଦ୍ରୟାନ-୩, ଚଳଚଞ୍ଚଳ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟର

ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ତୃତୀୟ ମୁନ୍ ମିଶନ୍ । ଚନ୍ଦ୍ରଯାନ-୩କୁ ଧରି ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ରହିଛି ବୃହତକାୟ ରକେଟ୍ LVM3-M4 । ଏବେ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ସ୍ଥିତି କିଭଳି ରହିଛି ଏବଂ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେଲେ ଜହ୍ନ ରାଇଜରେ କେବେ ପାଦ ଥାପିବ, ସେ ନେଇ ଚର୍ଚ୍ଚା ଚାଲିଛି।

Chandrayaan 3
ଆସନ୍ତା ୧୪ରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩'

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।

Chandrayaan-3
ଜହ୍ନ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ହେବ: ଇସ୍ରୋ ଚେୟାରମ୍ୟାନ

ଜୁଲାଇ ୧୩ରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ଚନ୍ଦ୍ରୟାନ-୩। ଏଥର ଜହ୍ନ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ହେବ କହିଲେ ଇସ୍ରୋ ଚେୟାରମ୍ୟାନ ଏସ୍. ସୋମନାଥ। ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV-ମାର୍କ ଥ୍ରୀ ରକେଟ୍ ଦ୍ୱାରା କରାଯିବ ଉତକ୍ଷେପଣ।

Chandrayaan-3
ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ; ଜୁଲାଇ ୧୩ରେ ଚନ୍ଦ୍ରୟାନ-୩

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ ।

Chandrayaan-3
ଜହ୍ନରେ ପାଦ ଥାପିବ ଭାରତ, ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଲଞ୍ଚ୍‌

ବେଙ୍ଗାଲୁରୁ ସ୍ଥିତ ୟୁଆର୍ ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଚନ୍ଦ୍ରୟାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାକୁ ପଠାଯିବ।

Chandrayaan 3 may be launched between July 12 and 19
‘ଚନ୍ଦ୍ରଯାନ-୩’ କୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ତାରିଖ ମଧ୍ୟରେ ହୋଇପାରେ ଲଞ୍ଚ୍‌...

ଚନ୍ଦ୍ରଯାନ-୩ ଲଞ୍ଚ ଲାଗି ରକେଟ୍ ଏଲ୍‌ବିଏମ୍-୩ର ବ୍ୟବହାର କରାଯାଉଛି। ରକେଟ୍‌କୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୩କୁ ରକେଟ୍‌ ସହ ଯୋଡ଼ା ଯିବ ଏବଂ ବିଭିନ୍ନ ପ୍ରକାରର ଟେଷ୍ଟ କରାଯିବ।

Chandrayaan 3
ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।

Chandrayan-3
ଆସନ୍ତାବର୍ଷ ଜୁନ୍‌ରେ ଚନ୍ଦ୍ରାୟଣ-୩ ମିଶନ !

ଚନ୍ଦ୍ରାୟଣ-୨ ମିଶନ୍ ଫେଲ୍ ମାରିଥିବାରୁ ଚନ୍ଦ୍ରାୟଣ-୩ ମିଶନରେ ଅନେକ ପରିବର୍ତ୍ତନ ଅଣାଯାଇଛି ।

ISRO to launch Chandrayaan-3 in August 2022
ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ପୁଣି ପ୍ରୟାସ କରିବ ଇସ୍ରୋ : ଇତିହାସ ସୃଷ୍ଟି ପାଇଁ ଏକଜୁଟ୍ ବୈଜ୍ଞାନିକ

୨୦୨୨ରେ ଇସ୍ରୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲର । ପ୍ରଥମ ଉତକ୍ଷେପଣ କ୍ଷୁଦ୍ର ସାଟେଲାଇଟଗୁଡିକୁ ଲଞ୍ଚ କରିବା ଲାଗି ଏହି ରକଟର ସହାୟତା ନିଆଯିବ