ଚନ୍ଦ୍ରାୟଣ-୨ ମିଶନ୍ ଫେଲ୍ ମାରିଥିବାରୁ ଚନ୍ଦ୍ରାୟଣ-୩ ମିଶନରେ ଅନେକ ପରିବର୍ତ୍ତନ ଅଣାଯାଇଛି ।
୨୦୨୨ରେ ଇସ୍ରୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲର । ପ୍ରଥମ ଉତକ୍ଷେପଣ କ୍ଷୁଦ୍ର ସାଟେଲାଇଟଗୁଡିକୁ ଲଞ୍ଚ କରିବା ଲାଗି ଏହି ରକଟର ସହାୟତା ନିଆଯିବ