ସବୁ କିଛି ଠିକ ଚାଲିଥିଲା। ତେଲ ଲୁଣର ସଂସାର ରଥକୁ ଆଗକୁ ନେଉଥିଲେ ରାଜମିସ୍ତ୍ରୀ ଦୁର୍ଯ୍ୟୋଧନ । ଦଇବ କିନ୍ତୁ ସୁଖ ସହିପାରିଲା ନାହିଁ, କ୍ୟାନସର ସହ ଲଢୁଛନ୍ତି ଦୁର୍ଯ୍ୟୋଧନ
ସ୍ୱିଜରଲ୍ୟାଣ୍ଡରେ ଅଗଷ୍ଟ ୨୩ରେ ସେ ମୃତ୍ୟୁ ବରଣ କରିବେ ବୋଲି ଦିନ ବାଛିନେଲେ । ସେବେଠାରୁ ସେ ଡାକ୍ତରଙ୍କ ପରାମର୍ଶ ସହ ବଞ୍ଚିବା ମଧ୍ୟ ଆରମ୍ଭ କଲେ । ଆଉ ଅନୁଭୂତିକୁ ଶବ୍ଦରେ ବଖାଣିଲେ ।
ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ।
ଦେଶ ପାଇଁ କର୍କଟ ଏକ ବିପଦ ହୋଇ ଠିଆ ହୋଇଛି। ଏହା ଏମିତି ଏକ ଭୟଙ୍କର ରୋଗ, ଯାହା ସମସ୍ତଙ୍କ ମନରେ କୋକୁଆ ଭୟ ଖେଳାଇ ଦେଉଛି। କିନ୍ତୁ କିଛି ସଚେତନତା ଓ ଚିକିତ୍ସା ହିଁ ଏହାକୁ ରୋକିବାରେ ସଫଳ ହେବ। ତେବେ ଆଜି ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଗୁଟ୍ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।
ସହଜ ହେଲା କ୍ୟାନସର୍ ପରୀକ୍ଷା , ଅଧିକ ଖର୍ଚ୍ଚାନ୍ତ ନହୋଇ ରୋଗ ହୋଇଛି ନା ନାହିଁ ଜାଣିହେବ ।
ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।
ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।
ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ।
କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।
କ୍ୟାନ୍ସର ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି।
କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି।
ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ ।
କର୍କଟ ରୋଗ ହେଉଛି ଜୀବନର ଘାତକ। ଏହି ରୋଗ ଥରେ ଯାହାକୁ ହେଇଯାଏ ସେ ତ ମୃତ୍ୟୁ ସହ ସଂଗ୍ରାମ କରେ ଏହା ସହିତ ପରିବାରର ସବୁ ସୁଖ ମଧ୍ୟ ପାଣି ହୋଇଯାଏ। ଏହି ରୋଗ ଦୀର୍ଘ ସମୟ ଧରି ରହୁଥିବା ବେଳେ ଏହାର ଚିକିତ୍ସା ମଧ୍ୟ ଦୀର୍ଘ ଓ କଷ୍ଟକର ହୋଇଥାଏ। ଯଦି କଥା ପିଲାମାନଙ୍କର ପଡେ ତେବେ ଆହୁରି ବିପଦ। ପିଲାମାନେ ଏହିରୋଗର ପଡି ସନ୍ତୁଳି ହେବା ନିହାତି ଅଧିକ ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ।
ଆମେରିକା କମ୍ପାନୀ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର କିଛି ପ୍ରଡକ୍ଟରେ ବେଂଜିନ୍ ଥିବା ଜଣାପଡିଛି, ଯାହା ଦ୍ୱାରା କ୍ୟାନସର୍ ପ୍ରତି ବିପଦ ରହିଛି। ତେଣୁ କମ୍ପାନୀ ଏହାର ସନ୍ସ୍କ୍ରିନ୍ ପ୍ରଡକ୍ଟଗୁଡ଼ିକୁ ବୁଧବାର ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।
ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ।