ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କରିଛନ୍ତି ଉଦ୍ଭାବନ । ୨୦୨୪ ଡିସେମ୍ବର ସୁଦ୍ଧା ଟ୍ରାଏଲ ରନ କରିବାକୁ ଯୋଜନା ।
ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍ଲେଟ୍ । ଯାହା ଖୁବ୍ଶୀଘ୍ର ବଜାରକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ ।
ଏହି ଆବିଷ୍କାର ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକ ନନ୍ଦକୁମାର କାମାଟ କହିଛନ୍ତି। ବର୍ତ୍ତମାନ ନାନୋ ପାର୍ଟିକିଲ୍ ବ୍ୟବସାୟ ପାଇଁ ୪୫୦ମିଲିୟନ ଡଲାର ଖର୍ଚ୍ଚ ହେଉଛି। ଏହାକୁ ବିଦେଶରୁ ଆମଦାନୀ କରୁଛି ଭାରତ ।
ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।
Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...
ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।
ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....
ଏକ କେଜି ଲୁଣରେ ୩୩ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି। ମାଇକ୍ରୋପ୍ଲାଷ୍ଟିକରେ ମିଳୁଥିବା ଅଣୁଗୁଡ଼ିକ କ୍ୟାନସର ଏବଂ ହୃଦରୋଗ ବା ହାର୍ଟଆଟାକର କାରଣ ହୋଇଥାଏ।
ମୋଟ କ୍ୟାନସରର ୧୮%ରୁ ଅଧିକ ସର୍ଭିକାଲ କ୍ୟାନସର । ୯ରୁ ୧୪ ବର୍ଷର ଝିଅଙ୍କୁ ଟିକା ଦେବାକୁ କେନ୍ଦ୍ରର ଘୋଷଣା ।
ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।
ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।
ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି ।
ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।
ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି ।
ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ ।
ଆଜି ବିଶ୍ୱ କର୍କଟ ନିରୋଧ ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି ।
ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ
କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।
ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।