• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cancer

Cancer
କ୍ୟାନ୍‌ସରକୁ କେମିତି ଦେବେ ମାତ୍‌ ? ବିଶେଷଜ୍ଞମାନେ ରଖିଲେ ମତ

ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।

Cotton candy banned
ଶରୀର ପାଇଁ ହାନୀକାରକ ବମ୍ବେଇ ଲଡୁ...ବ୍ୟାନ୍‌ କଲେ ସରକାର...

Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...

King Charles Diagnosed With Cancer
ବ୍ରିଟେନ ରାଜା କିଙ୍ଗ୍ ଚାର୍ଲସଙ୍କୁ କ୍ୟାନସର, ବଙ୍କିମହାମ ପ୍ୟାଲେସ ପକ୍ଷରୁ ସୂଚନା

ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।

OTV Mini Marathon
ବିଶ୍ୱ କର୍କଟ ଦିବସ; ଓଟିଭିର ମିନି ମାରାଥନ୍... ଜୀବନ ଆଡକୁ ଦୌଡ଼

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....

world cancer day
ନିର୍ଭିକ ଯୋଦ୍ଧାଙ୍କ ନିଆରା କାହାଣୀ; ହରାଇପାରିନି ପାରିନି କ୍ୟାନସର

ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।

world cancer day
ବିଶ୍ୱ କର୍କଟ ଦିବସରେ ନିର୍ଭିକ ଯୋଦ୍ଧାଙ୍କ ନିଆରା କାହାଣୀ; ମେରୁ-ସମ ମନୋବଳକୁ ଦୋହଲାଇ ପାରିନି କ୍ୟାନସର

ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।

OTV Mini Marathon
ବିଶ୍ୱ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍, ଜୀବନ ଆଡକୁ ଦୌଡ଼ର ଥିମରେ ଦୌଡ଼ିଲା ରାଜଧାନୀ

ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....

Table Salt Increases The Risk Of Cancer
ଲୁଣ ବଢାଉଛି କ୍ୟାନସର ଆଶଙ୍କା...ରିପୋର୍ଟରେ ହେଲା ଖୁଲାସା

ଏକ କେଜି ଲୁଣରେ ୩୩ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଜଣାପଡିଛି। ମାଇକ୍ରୋପ୍ଲାଷ୍ଟିକରେ ମିଳୁଥିବା ଅଣୁଗୁଡ଼ିକ କ୍ୟାନସର ଏବଂ ହୃଦରୋଗ ବା ହାର୍ଟଆଟାକର କାରଣ ହୋଇଥାଏ।

Poonam Pandey
କ’ଣ ଏହି ସର୍ଭିକାଲ କ୍ୟାନ୍‌ସର ? କେମିତି ଆକ୍ରାନ୍ତ ହୋଇଥାନ୍ତି ମହିଳା ? ଜାଣନ୍ତୁ...

ମୋଟ କ୍ୟାନସରର ୧୮%ରୁ ଅଧିକ ସର୍ଭିକାଲ କ୍ୟାନସର । ୯ରୁ ୧୪ ବର୍ଷର ଝିଅଙ୍କୁ ଟିକା ଦେବାକୁ କେନ୍ଦ୍ରର ଘୋଷଣା ।

Cancer
କର୍କଟରୁ ବର୍ତ୍ତିବେ କେମିତି, ବାଟ ବତାଇଲେ ବିଶେଷଜ୍ଞ

ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।

Cancer
ଟୋବାକୋ ଜାନ୍‌ ଲେୱା ହେ; ବର୍ଷକୁ ନେଉଛି ୯ ହଜାର ମୁଣ୍ତ, ନ ସୁଧୁରିଲେ..

ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।

Odia Jatra Comedy Rabi Satpathy passes away
ହସାଉଥିଲେ, କନ୍ଦାଇ ଚାଲିଗଲେ; ସମସ୍ତଙ୍କ ପ୍ରିୟ ରବିନନା

ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି ।

cancer treatment
ଯନ୍ତ୍ରଣାଠୁ ବଳି ଯାଉଛି ଦାରିଦ୍ର୍ୟ, ଜୀବନ ଯନ୍ତ୍ରଣାରେ କ୍ୟାନସର ପୀଡିତ

ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।

National Cancer Awareness Day
ସଚେତନ ହେବା, କ୍ୟାନସର ଦୂରେଇବା

ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି ।

KIDNEY FAILURE
ହସଖୁସିର ସଂସାରରେ ଦୁଃଖର କଳାବାଦଲ

ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ ।

Cancer Awareness Day
ଆଜି ବି ସଚେତନ ନାହାଁନ୍ତି ଲୋକେ, ବଢ଼ି ଚାଲିଛି କର୍କଟର କାୟା

ଆଜି ବିଶ୍ୱ କର୍କଟ ନିରୋଧ ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି ।

Hair Donate
ବୟସ ମାତ୍ର ୧୨...କ୍ୟାନସର ରୋଗୀଙ୍କୁ ଦେଇ ଦେଲେ କେଶ

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।

Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।

10 year old girl gets married days before dying of cancer
କର୍କଟରେ ପୀଡିତ ଥିଲା ଝିଅ…କହିଲା ମୁଁ ବାହା ହେବି…ଶେଷ ଇଛା ପୂରଣ କଲେ ବାପାମାଆ

ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ ଆଖି ଲୁହରେ ଭିଜିଗଲା। ଆଉ ତା’ ପରେ…

Elederly man suffering from Cancer
ସ୍ୱାମୀକୁ କ୍ୟାନସର, ସ୍ତ୍ରୀ ଡାଇବେଟିସ୍‌ ରୋଗୀ, ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଦମ୍ପତି

ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍‌ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି

cancer
ଖେଳରେ ଖେଳରେ କୁନି ପିଲାଙ୍କ କ୍ୟାନ୍ସର ଚିକିତ୍ସା : କୁନି ଓଠରେ ଫୁଟୁଛି ହସ

ଡାକ୍ତରଖାନା ପକ୍ଷରୁ ପିଲାମାନଙ୍କୁ ଡାକ୍ତରଙ୍କ ନିକଟକୁ ପରାମର୍ଶ ନେବାକୁ ଯିବାପାଇଁ ଇଲେକ୍ଟ୍ରକ୍ କାର୍‌ର ବ୍ୟବସ୍ଥା କରାଯାଇଛି

What is thyroid cancer; Its symptoms and remedies
ଥାଇରଏଡ୍‌ କ୍ୟାନ୍‌ସର୍‌ କ’ଣ; ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସରକୁ ରୂପାନ୍ତରିତ ହୋଇଥାଏ।

google
କ୍ୟାନସର୍‌ ପୀଡ଼ିତ ମା’ର ସେବା ପାଇଁ ଛୁଟିରେ ଥିଲେ, ଫେରିବା ପୂର୍ବରୁ ଛଟେଇ କଲା Google

ଅସୁସ୍ଥ ମା’ର ସେବାଯତ୍ନ ପାଇଁ ଯାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଗୁଗଲ ।

Intelligent Surgical Knife Can Detect Cancer Within Seconds
ଆସିଲା ‘ବୁଦ୍ଧିମାନ ଛୁରୀ’: ଏଣିକି ମୁହୂର୍ତ୍ତକେ ଚିହ୍ନଟ ହୋଇପାରିବ କ୍ୟାନ୍ସର...

କ୍ୟାନ୍ସର ଚିହ୍ନଟ ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସରକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି।