ଆମ ଗହଣରୁ ବିଦାୟ ନେଇଛନ୍ତି ‘ମହାଭାରର’ର ଭୀମ ପ୍ରବୀଣ କୁମାର। ସେ ସିନା ସ୍ୱଦେହରେ ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ। ଅଭିନୟ ଦୁନିଆ ସହ କୌଣସି ସଂପର୍କ ନଥିଲେ ବି କାହିଁକି ଏ ଦୁନିଆରେ ପାଦ ଦେଲେ ଆସନ୍ତୁ ଜାଣିବା।
ମଲ୍ଲିକା ଶେରାୱତ୍ ନିଜ ଫିଟ୍ନେସ୍କୁ ନେଇ ସବୁବେଳେ ଚିନ୍ତିତ ଥାଆନ୍ତି। ଏନେଇ ସେ ନିୟମିତ ଯୋଗ କରନ୍ତି ଓ ଡାଏଟ୍କୁ ମଧ୍ୟ ଜଗନ୍ତି। ଏବେ ତାଙ୍କର ଏକ ଯୋଗ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜାଣନ୍ତୁ କାହିଁକି…
ସଂଗୀତର ଅନ୍ୟ ନାମ ଲତା ଲଙ୍ଗେସକର୍। ସେ ସିନା ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ଛାଡିଯାଇଛନ୍ତି ତାଙ୍କର ସୁମଧୁର ସୁର। ସେ ତାଙ୍କ କ୍ୟାରିୟର୍ରେ ଅନେକ ସଂଗୀତ ନିର୍ଦ୍ଦେଶକଙ୍କ କମ୍ପୋଜିସନ୍କୁ ନିଜର ଯାଦୁକରୀ କଣ୍ଠରେ ଅମର କରିଦେଇଛନ୍ତି।
ସୁର ସମ୍ରାଜ୍ଞୀ ଦିନେ ଅଭିନେତ୍ରୀ ଥିଲେ। କିନ୍ତୁ ଅଭିନୟ ତାଙ୍କର ପସନ୍ଦ ନ ଥିଲା। ଯେତେବେଳେ ଅଭିନୟ ଛାଡି ଗୀତ ଗାଇବାକୁ ଗଲେ ସେତେବେଳେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା।
୯୨ ବର୍ଷ ବୟସରେ ଦୁନିଆକୁ ଅଲ୍ବିଦା କହିଛନ୍ତି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର। ଦିନେ ଦୁଃଖ ଦୁର୍ଦ୍ଦଶାରେ ଥିଲା ପରିବାର। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କାହାଣୀ।
ଭାଇରାଲ ହେଉଛି ବବି ଦେଓଲଙ୍କ ନୂଆ ଲୁକ୍। ଏଥିରେ ସେ ଏକ କଳାରଙ୍ଗର ପଠାନୀ କୁର୍ତ୍ତା ପିନ୍ଧିଥିବା ବେଳେ କଡରେ ମାରିଛନ୍ତି ଏକ ଛୁରୀ। ଦେଖାଯାଉଛନ୍ତି ଖତରନାକ୍। ଲୋକଙ୍କ ପ୍ରଶଂସାର ସୁଅ ଛୁଟିଛି।
ରିଲିଜ୍ ହୋଇସାରିଛି 'ଲୁପ୍ ଲପେଟା'। ଏଥିରେ ଦେଖିବାକୁ ମିଳିବ ତାପସୀ ପନ୍ନୁ ଓ ତାହିର ରାଜ ଭସିନଙ୍କ ଜବରଦସ୍ତ ଅଭିନୟ। ଫିଲ୍ମରେ ଅନେକ କିଛି ଏକ୍ସପେରିମେଣ୍ଟ୍ ସହିତ ରହିଛି ନୂଆ ଧରଣର କାହାଣୀ।
ଅଭିନେତ୍ରୀ ଜେନେଲିଆ ତାଙ୍କର ଏକ ନୂଆ ଫିଲ୍ମକୁ ନେଇ ପୋଷ୍ଟର ଜାରି କରିଛନ୍ତି। ଏଥିରେ ସେ ଓ ତାଙ୍କ ସ୍ୱାମୀ ରିତେଶ ଗର୍ଭବତୀ ଥିବା ଦେଖାଯାଉଛନ୍ତି। କାରଣ କ’ଣ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ।
ରିଲିଜ୍ ହୋଇଛି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର। ଖୁବ୍ ଶୀଘ୍ର ପରଦାକୁ ଆସିବ ଫିଲ୍ମ। ଆଲିଆ ଭଟ୍ଟଙ୍କ ଡାଏଲଗ୍ ପ୍ରେକ୍ଷାଳୟକୁ ଉଠେଇବ ପକେଇବ।
ଏବେ ଚର୍ଚ୍ଚାରେ ବଲିଉଡ୍ ସୁନ୍ଦରୀ ସୁସ୍ମିତା ସେନ୍। ତାଙ୍କ ଝିଅ ରେନୀ ନିଜ କୋଳରେ ଧରିଛନ୍ତି ଏକ କୁନି ଝିଅକୁ। ତିନି ନମ୍ବର ସନ୍ତାନର ମା’ ହେଲେ କି ସୁସ୍ମିତା।
ବଲିଉଡ୍ର ବର୍ଷୀୟାନ ଅଭିନେତା ରମେଶ ଦେଓଙ୍କ ପରଲୋକ ହୋଇଛି। ୬୦ ବର୍ଷ ଫିଲ୍ମ କ୍ୟାରିୟରରେ ରମେଶ ୨୫୦ରୁ ଅଧିକ ହିନ୍ଦୀ ଓ ପାଖାପାଖି ୨୦୦ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ।
ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି ଯେଉଁମାନଙ୍କ ହସରେ ଲକ୍ଷ ଲକ୍ଷ ଲୋକ ହୃଦୟ ହରାନ୍ତି। ଏହି ହସରେ ଯଦି ଡିମ୍ପଲ୍ ଦେଖାଯାଏ ତେବେ କଥା ସରିଲା। ବଲିଉଡରେ ଏପରି ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେତେବେଳେ ସେମାନେ ହସନ୍ତି ସେମାନଙ୍କ ଗାଲରେ ଦେଖାଯାଏ ଏକ ସୁନ୍ଦର ଡିମ୍ପଲ୍।
ବଲିଉଡ୍ ଦୁନିଆରେ କେତେବେଳେ କାହାକୁ ପ୍ରେମ ହୁଏ ତାହା କହିହୁଏନି। ଅନେକ ଏହାକୁ ଖୋଲାଖୋଲି ପ୍ରକାଶ କରୁଥିବା ବେଳେ କେତେକ ଏହାକୁ ଗୁପ୍ତ ରଖନ୍ତି। ଏହି ତାଲିକାରେ ; ଅଜୟ, ଦୀପିକା, ସଞ୍ଜୟ, ଅଜୟ, ସନ୍ନି ଦେଓଲ୍ ଥିଲେ ମଧ୍ୟ ପରେ ଧରାପଡିଛନ୍ତି।
ବଲିଉଡ୍ରେ ଅନେକ ଅଭିନେତା ଅଛନ୍ତି ଯେଉଁମାନଙ୍କୁ ଆମେ ରୋମାଣ୍ଟିକ କିଙ୍ଗ୍, ମାଚୋ ହିରୋ କିମ୍ବା ଆକ୍ସନ ହିରୋ ଭାବେ ଦେଖିଛେ। ସେମାନଙ୍କ ମହିଳା ଅବତାର ନିଶ୍ଚିତ ସମସ୍ତଙ୍କୁ ହସେଇଥାଏ। ଆସନ୍ତୁ ନଜର ପକେଇବା।
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟତା ବଢୁଥିବାରୁ ଭୟରେ ରହିଛି ବଲିଉଡ୍। କାର୍ତ୍ତିକ ଆର୍ୟନଙ୍କ ପାଇଁ ରିଲିଜ୍ ହେଇ ନଥିଲା ଅଲୁଙ୍କ ଫିଲ୍ମ। ଏବେ ପାନ୍ ଇଣ୍ଡିଆର ଆଉ ଏକ ଫିଲ୍ମ କାର୍ତ୍ତିକ ଆର୍ୟନଙ୍କ ସମସ୍ୟା ବଢ଼ାଇବ।
ଶ୍ରୀଦେବୀଙ୍କ ଫଟୋ ହିଁ ପ୍ରମାଣ କରେ, ସେ ଥିଲେ ରୂପର ରାଣୀ। ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ପାଗଳ କରୁଥିଲା। ତାଙ୍କର ଏହି ୫ଟି ଫଟୋ ଦେଖିଲେ ଆପଣ ବି କହିବେ ସେ ହିଁ ଥିଲେ ସୌନ୍ଦର୍ଯ୍ୟର ରାଜକୁମାରୀ।
ବଜେଟ୍କୁ ନେଇ ସମସ୍ତେ ଆଶାବାଦୀ। ବଜେଟ୍ ଉପସ୍ଥାପନ ପରେ ଅନେକ ମଧ୍ୟ ଏହାକୁ ନେଇ ନିରାଶ ହୋଇଥିବେ। ତେବେ ଆପଣଙ୍କ ମନକୁ ହାଲୁକା କରିବା ନେଇ ବଜେଟ୍ ଆଧାରିତ ଏହି ଫିଲ୍ମଗୁଡିକୁ ଥରେ ଦେଖି ନିଅନ୍ତୁ।
ନୋରା ଫତେହୀଙ୍କ ଫ୍ୟାନ୍ ଫଲୋର୍ସଙ୍କ ସଂଖ୍ୟା କମ ନାହିଁ। ତାଙ୍କୁ ତାଙ୍କ ଆକର୍ଷଣୀୟ ଚେହେରାର ଝଲକରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ବେଶ ଜଣା। ନିକଟରେ ଏକ ଶୀତକାଳୀନ ପୋଷାକରେ ପ୍ରଶଂସକଙ୍କୁ ପାଗଳ କରିବାରେ ଲାଗିଛନ୍ତି ଏହି ସୁନ୍ଦରୀ।
ବେଶ୍ ଲୋକପ୍ରିୟ ହୋଇପାରିଛି ଏକତା କପୁରଙ୍କ ‘ନାଗିନ୍’ ସିରିୟଲ୍। ଏହାର ୫ଟି ସିଜିନ୍ର ନାଗୁଣୀମାନଙ୍କୁ ଦର୍ଶକେ ଦେଖି ସାରିଛନ୍ତି। ତେବେ ୬ଷ୍ଠ ସିଜିନ୍ର ନାଗୁଣୀ ଭାବେ ଆସୁଛନ୍ତି ତେଜସ୍ୱୀ ପ୍ରକାଶ। ନାଗୁଣୀ ସାଜି କରୋନା ମହାମାରୀ ସହ ଲଢିବେ।
ସୁନାର ପୋଷାକରେ ଚମକିଲେ ସୁନ୍ଦରୀ ଉର୍ବଶୀ ରୌତେଲା। ଏହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ଆରବ ଫ୍ୟାଶନ ସପ୍ତାହରେ ଉର୍ବଶୀ ଏକ ଶୋ ଷ୍ଟପର୍ ରାମ୍ପ୍ରେ ନିଜର ଚମତ୍କାର ଦେଖେଇଛନ୍ତି।
ଝିଅର ମା’ ହେବା ପରେ ବି କମିନି ଐଶ୍ୱର୍ଯ୍ୟାଙ୍କ ଚମକ। ଆଜି ବି ସେ ରେଡ୍ କାର୍ପେଟ୍ରେ ଚାଲିଗଲେ ବିଚାରକଙ୍କ ହୋସ୍ ଉଡିଯାଏ। ଆପଣ ବି ଯଦି ତାଙ୍କର ଏହି ଫଟୋଗୁଡିକୁ ଦେଖନ୍ତି ତେବେ ତାଙ୍କ ସୌନ୍ଦର୍ଯ୍ୟର ପ୍ରମାଣ ପାଇଯିବେ।
ବାହାରିଲା ଭାଇଜାନ ତଥା ସଲମାନ ଖାନ୍ଙ୍କ ନୂଆ ଗୀତ 'ଡ୍ୟାନ୍ସ ୱିଥ୍ ମି'। ଏହି ଗୀତକୁ ସଲମାନ ନିଜେ ଲେଖିଥିବା ବେଳେ ନିଜେ ଗାଇଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳେ।
ବଲିଉଡ୍ରେ ଅନେକ ନାମକରା ଗାୟକ ଅଛନ୍ତି ଯେଉଁମାନଙ୍କ ନାମରେ ହିଁ ଗୀତ ଚାଲେ। ଏମାନଙ୍କ ଗୀତକୁ ଲୋକେ ଖୋଜି ଖୋଜି ଶୁଣନ୍ତି। ତେବେ ସେମାନେ ଗୋଟିଏ ଗୀତ ରେକର୍ଡିଂ କରିବାକୁ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି।
ବିଭିନ୍ନ କାରଣକୁ ନେଇ ପଦ୍ମ ଭୂଷଣଙ୍କ ଝିଅ ଶ୍ରୁତି ହାସନ ବଦନାମର ଶିକାର ହୋଇଛନ୍ତି। ଥରେ କି ଦୁଇ ଥର ନୁହେଁ, ସେ ତାଙ୍କ ଜୀବନରେ ୬ ଥର ବଦନାମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ବଦନାମୀର କାରଣ।
ରିଲ୍ ଲାଇଫ୍ରୁ ରିୟଲ ଲାଇଫ୍ରେ ପାଦ ଦେଇଛନ୍ତି ଅଭିନେତ୍ରୀ ମୌନି ରଏ । ବହୁଦିନ ଧରି ନିଜ ବୟଫ୍ରେଣ୍ତ ସୁରଜ ନାମ୍ବିୟାରଙ୍କ ସହ ପ୍ରେମବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହାକୁ ବିବାହର ରୁପ ଦେଇଛନ୍ତି ମୌନି । ତେବେ ଆଜି ଗୋଆର ଏକ ଫାଇଭ୍ ଷ୍ଟାର ହୋଟେଲରେ ମଲୟାଲମ୍ ରିତୀନୀତିରେ ତାଙ୍କ ବିବାହ ସମ୍ପର୍ନ୍ନ ହୋଇଥିବାର ଚିତ୍ର ସେ ନିଜେ ସେୟାର କରିଛନ୍ତି । ମୌନିଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।