ମନ୍ଦିରା ବେଦୀଙ୍କୁ ଛୁଇଁ ସାରିଲେଣି ୫୦ ବର୍ଷ। ଏ ବୟସରେ ବି ସେ ନିଜ ଫିଟ୍ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଆସନ୍ତୁ ନଜର ପକେଇନେବା ତାଙ୍କର ଏକ ଭିଡିଓ ଉପରେ।
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଇଦ୍ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।
ଘୋଷଣା ହୋଇଛି ଦାଦାସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍ହାନ୍ ଅଖ୍ତର୍ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।
‘ଗଙ୍ଗୁବାଇ କାଠିଆୱାଡି’ ହେଉଛି ଏକମାତ୍ର ସୁପର୍ହିଟ୍ ନାରୀ-କେନ୍ଦ୍ରିକ ଫିଲ୍ମ ଯାହାକି ଲକ୍ଡାଉନ୍ ପରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍ର ଜଗତ ପାଇଁ ସବୁଠାରୁ ବଡ ନନ୍ ହଲିଡେ’ ଓପେନିଙ୍ଗ୍ ଫିଲ୍ମ ହୋଇ ଯାଇଛି।
ଟାଇଗର ଶ୍ରଫ୍ଙ୍କ ‘ହିରୋପନ୍ତୀ ୨’ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍ଲାଇନ୍ରେ ରହିଛି।
ଇରଫାନ୍ ଖାନ୍ଙ୍କ ମୃତ୍ୟୁର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।
'ରନ୍ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।
ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି।
ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।
ବଲିଉଡ୍ରେ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କୁ ପରିବାର ବିରୋଧରେ ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।
ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଏହି ସୂଚନା ଦେଇଛନ୍ତି।
ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଥିବା ବେଳେ ରୋଜଗାରର ରେକର୍ଡ ମଧ୍ୟ ଭାଙ୍ଗୁଛି। ଏହି କାରଣରୁ ସାଉଥ୍ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।
ବଲିଉଡ୍ରେ ଏମିତି ଅନେକ କିଛି ଅଛି ଯାହାକୁ ନୱାଜୁଦ୍ଦିନ ସିଦ୍ଦିକି ପସନ୍ଦ କରନ୍ତି ନାହିଁ ଏବଂ ସେ ବଲିଉଡ୍ରେ କାମ କରିବାର କେତେକ ଉପାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡଷ୍ଟ୍ରୀର ନାଁ ପରିବର୍ତ୍ତନ ସାଙ୍ଗ ଆହୁରି ଅନେକ କିଛି କହିଛନ୍ତି ସେ।
ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍ଙ୍କୁ ମିଳୁନି ନେଗେଟିଭ୍ ରୋଲ୍ । କୋଭିଡ୍ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍ ।
ତାରା ସୂତାରିଆ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଷ୍ଟାଇଲିସ୍ ଲୁକ୍ର ଫଟୋ ଶେୟାର କରି ନିଆଁ ଲଗେଇଛନ୍ତି। ଏହି ଫଟୋଗୁଡିକରେ ସେ ଖୁବ୍ ବୋଲ୍ଡ ଦେଖାଯାଉଛନ୍ତି। ଏହା ସାଙ୍ଗକୁ ତାଙ୍କ ଖୋଲା କେଶ ଓ ଚଷମା ସମସ୍ତଙ୍କ ହୋସ୍ ଉଡେଇବାରେ ଲାଗିଛି।
ଏକାଧିକ ଅଭିନେତ୍ରୀଙ୍କ ସହ ବିବେକ ଓବେରୋଇଙ୍କ ସମ୍ପର୍କ ପାଇଁ ସେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହୁଥିଲେ। ଯଦିଓ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଖୁବ୍ କମ ଦିନର ଥିଲା ତଥାପି ସେସବୁକୁ ନେଇ ଚର୍ଚ୍ଚା ହେଉଥିଲ। ବିବେକଙ୍କ ବ୍ରେକଅପ୍ ମଧ୍ୟ କ୍ରମାଗତ ଭାବରେ ସମ୍ବାଦରେ ରହୁଥିଲା।
ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମର ରିଲିଜ୍ ପାଖେଇ ଆସୁଥିବା ବେଳେ ଫିଲ୍ମର ନିର୍ମାତା ଆଉ ଏକ ରୋମାଞ୍ଚକର ଟ୍ରେଲର୍ ଲଞ୍ଚ୍ କରିଛନ୍ତି। ଚଳଚ୍ଚିତ୍ରର ଏହି ନୂଆ ଟ୍ରେଲରରେ ଟାଇଗର ଶ୍ରଫ ‘ହିରୋପନ୍ତୀ ୨’ର ଗୁରୁତ୍ୱପୂର୍ଣ୍ଣ ଝଲକ ଦେଖେଇଛି।
KGF କେବଳ ବକ୍ସ ଅଫିସ୍କୁ ଦୋହଲେଇ ଦେଇନି ନାହିଁ ବରଂ ଦର୍ଶକଙ୍କୁ ପାଗଳ ମଧ୍ୟ କରିଦେଇଛି। ଏହା ପଛରେ ରହିଛି ଦମଦାର୍ ଡାଏଲଗ୍। ଆଜି ଏହିସବୁ ଡାଏଲଗ ଲୋକଙ୍କ ମୁହଁରେ। ଆସନ୍ତୁ ଏମିତି ୧୫ଟି ଡାଏଲଗ୍ ଜାଣିନେବା ଯାହା ମନରେ ନିଆଁ ଲଗେଇ ଦେବ।
ଟାଇଗରଙ୍କ ଆଗାମୀ ଫିଲ୍ମର ଏକ ନୂଆ ଟ୍ରାକ୍ ରିଲିଜ୍ ହୋଇଛି। ଏହା ପୁରୁଣା ଫିଲ୍ମକୁ ମନେ ପକେଇଦେବ। ଏହା ହେଉଛି 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦'। ଏଥିରେ କୃତୀ ସେନନ୍ଙ୍କ ସହ ଧମାଲ କରୁଛନ୍ତି ଟାଇଗର୍।
'କେଜିଏଫ୍ ୨' ଆଜି ୟଶଙ୍କୁ ଘରେ ଘରେ ପରିଚୟ କରେଇଛି। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ। ବାପା ବସ୍ ଡ୍ରାଇଭର ଥିବା ବେଳେ ପୁଅ କେମିତି ହେଲେ ବସ୍ ଅଫିସ୍ କିଙ୍ଗ ଆସନ୍ତୁ ଜାଣିବା।
ଅମିତାଭ ବଚ୍ଚନ ଦେଖେଇଲେ ନିଆରା ଆକ୍ସନ। ଟାଇଗର ଶ୍ରଫ୍ଙ୍କ ପରି ଏକ୍ରୋବେଟିକ୍ ମୁଭ୍ସ ସହିତ ଏୟାର କିକ୍ କରୁଥିବା ଦେଖେଇଛନ୍ତି। ଏବେ ବଲିଉଡ୍ ମେଗାଷ୍ଟାର୍ଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।
ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍ଆର୍ଆର୍ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...
‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।
ୟଶଙ୍କ ସହ ଶ୍ରୀନଧି ଶେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଏହି ଫିଲ୍ମ ରବିବାର ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଖୁବ୍ ଧୁମ୍ ମଚାଇଛି ।