ଭିକୀ କୌଶଲ ଓ କ୍ୟାଟ୍ରୀନା କୈଫ୍ଙ୍କ ବିବାହକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଉଭୟଙ୍କ ମଧ୍ୟରେ କେବେ, କେଉଁଠି ଓ କିପରି ହୋଇଯାଇଥିଲା ପ୍ରେମ ତାହା କେହି ଜାଣିପାରି ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ତାରକାଙ୍କ ପ୍ରେମ କାହାଣୀ ବିଷୟରେ।
ବଲିଉଡ୍ରେ ରହିଛି ଏମିତି କିଛି ବିବାଦୀୟ ବିବାହ ଯାହା ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ କେଉଁ କେଉଁ ବିବାହ ହୋଇପଡିଛି ବିବାଦୀୟ ଓ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିନେବା।
ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ମୁକ୍ତିଲାଭ ଅପେକ୍ଷାରେ। କିନ୍ତୁ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେଆର୍କେ। ସେ କହିଛନ୍ତି ଯେ ଏହା ହେଉଛି ଏକ ‘ସପ୍ଟ ପର୍ଣ୍ଣ ଫିଲ୍ମ’।
ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଅଭିନୀତ ‘ତଡପ୍’ ବକ୍ସ ଅଫିସ୍ରେ ଧମାଲ କରିଚାଲିଛି। ଆଗଧାଡିର ଅଭିନେତାଙ୍କୁ ଟକ୍କର ଦେଇ ଭଲ ରୋଜଗାର କରିଚାଲିଛି।
ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।
ଫିଲ୍ମ ‘ବବ୍ ବିଶ୍ୱାସ’ରେ ଅଭିଷେକ ବଚ୍ଚନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ସେ ଏଥିରେ ଜଣେ କିଲର୍ ଭୂମିକା ନିଭାଉଛନ୍ତି। ଏହା ସହିତ ଜଣେ ପତି ଓ ଜଣେ ପିତାର ଭୂମିକାକୁ ବାସ୍ତବତାର ସହିତ ଫୁଟେଇଛନ୍ତି ସେ।
ବଲିଉଡ୍ର ଏକ ଜଣାଶୁଣା ନାଁ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ଯିଏ ଶ୍ରୀଲଙ୍କାରୁ ଆସି ବଲିଉଡ୍ରେ ଜାଗା ମାଡି ବସିଛନ୍ତି। ତେବେ ଏହା କିପରି ସମ୍ଭବ ହେଲା? ଆସନ୍ତୁ ଜାଣିବା…
ଆଉ କେଇଟା ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏହି ଦୁଇ ବଲିଉଡ ଷ୍ଟାର୍ ଡିସେମ୍ବର ୯ରେ ବିବାହ କରିବାକୁ ଥିବା ବେଳେ, ରାଜସ୍ଥାନ ସବାଇ ମାଧୋପୁରରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତିଦିନ ଏହି ଷ୍ଟାର୍ ଯୋଡ଼ିଙ୍କ ବିବାହକୁ ନେଇ ଆସୁଛି ନୂଆ ନୂଆ ରୋଚକ କଥା ...
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ବିଗ ବି ଅମିତାଭ ବଚ୍ଚନ । ନିକଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ କବିତା ମାଧ୍ୟମରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ପ୍ରେମ ଓ ବିଶ୍ୱାସରେ ଭରା ଏହି ଭିଡ଼ିଓ ଦେଖିବା ପରେ ଅଭିଷେକ ବଚ୍ଚନ ଭାବୁକ ହୋଇ ପଡିଛନ୍ତି ।
ଯଦି ଆମେ ଭିକି କୌଶଲଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତେବେ ସେ ମାତ୍ର ୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିସାରିଲେଣି ।
ଡାର୍ଟି ପିକ୍ଚର୍ରେ ବିଦ୍ୟା ବାଲାନ୍ ଯେଉଁ ବୋଲ୍ଡନେସ୍ ଦେଖେଇଥିଲେ ତାହା ତାଙ୍କ ପରିଚୟକୁ ବଦଳେଇ ଦେଇଥିଲା। ସେ ତାଙ୍କ ବୋଲ୍ଡ ଅବତାରରେ ଦର୍ଶକଙ୍କ ହୃଦୟକୁ ଥରେଇ ଦେଇଥିଲେ। କିନ୍ତୁ ଏହି ସବୁ ଦୃଶ୍ୟ କରିବାକୁ ସେ ଡରୁଥିଲେ। କାହିଁକି ଜାଣନ୍ତୁ…
ରିଲିଜ୍ ହେବାକୁ ଯାଉଛି ଦୁଇ କ୍ରିକେଟ୍ ଧର୍ମୀ ଫିଲ୍ମ। ଏଇ ଡିସେମ୍ବରରେ ପରଦାରେ ଲଢିବ ‘୮୩’ ଓ ‘ଜର୍ସି’। ଏହାକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିଯାଇଛି।
ବହୁଦିନର ଅପେକ୍ଷା ପରେ ରିଲିଜ୍ ହେଲା ଫିଲ୍ମ ‘83’ ର ଟ୍ରେଲର। ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଦେଶପ୍ରେମରେ ପରିପୂର୍ଣ୍ଣ ।
ବଲିଉଡ ଅଭିନେତ୍ରୀ ଅମିଷାଙ୍କ ବିରୋଧରେ ୱାରେଣ୍ଟ୍ । ଭୋପାଲ୍ ଜିଲ୍ଲା କୋର୍ଟ ଅମିଷାଙ୍କ ବିରୋଧରେ ଚେକ୍ ବାଉନ୍ସ ୱାରେଣ୍ଟ୍ ଜାରି କରିଛନ୍ତି। ଜାଣନ୍ତୁ ଅମିଷା କାହିଁକି ଫସିଲେ।
ସମ୍ବେଦନଶୀଳତାରୁ କେହି ବି ମୁକ୍ତି ନୁହନ୍ତି। ସେ ଧନୀ ହେଉ କି ନିର୍ଧନ୍ ସମସ୍ତେ ଭାବନା ରାଇଜରେ ବନ୍ଧା। ଏଥିରୁ ମଧ୍ୟ ମୁକୁଳି ନାହାନ୍ତି ସେଲିବ୍ରିଟିମାନେ। ସେମାନେ ଏମିତି ଅନେକ ପରିସ୍ଥିତିର ସାମ୍ନା କରିଛନ୍ତି ଯାହା ତାଙ୍କୁ କାନ୍ଦିବାକୁ ବାଧ୍ୟ କରିଛି।
ଟ୍ୱିଙ୍କିଲ୍ ଖାନ୍ନା ଦିନେ ସାଜିଥିଲେ କୁଲି। ସେ ତାଙ୍କ ଷ୍ଟାର୍ ମା’ ଡିମ୍ପଲ୍ କପାଡିଆଙ୍କ ପାଇଁ ସାଜିଥିଲେ କୁଲି। ତାଙ୍କୁ କହୁଥିଲେ ରାଣୀ ସାହେବା। ଜାଣନ୍ତୁ ପୂରା କାହାଣୀ…
କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି। ଏଇଥିରେ ଥାଏ ସବୁ କିଛି। ମା’ର ମମତା, ସ୍ନେହ, ତାଗିଦ୍ ଆଉ ଦରଦ ଭରା ଭଲପାଇବା। ଅନୁପମ ଖେର୍ ହେଉଛନ୍ତି ସେଭଳି ଭାଗ୍ୟବାନ ବ୍ୟକ୍ତି ଯିଏ ଏବେ ବି ମା’ ଗାଳିକୁ ଗଣ୍ଠିକରି ରଖିଛନ୍ତି।
ଆଶା ଥିଲା ସଲମାନ୍ ଖାନ ଅଭିନୀତ ‘ଅନ୍ତିମ୍’ ଆସୁଆସୁ ହଇଚଇ କରିବ। କିନ୍ତୁ ଏହି ଆଶା ମଳିନ ପଡିଯାଇଛି। ବକ୍ସ ଅଫିସ୍ରେ ଏହା କରିପାରୁନି ସେଭଳି ରୋଜଗାର। ତେବେ କାହିଁକି…
କରୋନା ଲକ୍ଡାଉନ୍ ସମୟରେ ସୋନୁ ସୁଦଙ୍କ ନିସ୍ୱାର୍ଥପର ସେବା ତାଙ୍କୁ ଆଜି ଦୁନିଆ ଆଗରେ ହୀରୋ କରିଦେଇଛି। ନିଜର ସେବା ପାଇଁ ସେ କେବେ କାହାଠାରୁ କିଛି ପାଇବାର ଆଶା କରି ନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ଜଣେ ଅଭବୀ ପରିବାରକୁ ମଇଁଷି ଦେଇ ରଖିଛନ୍ତି ଏହି ସର୍ତ୍ତ।
ସୁନୀଲ୍ ସେଟ୍ଟୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏଥର କିନ୍ତୁ କୌଣସି ରୋମାଣ୍ଟିକ୍ ଭୂମିକାରେ ନୁହେଁ। ଆନ୍ନା ଫେରୁଛନ୍ତି ଏକ ଯୋଦ୍ଧା ହୋଇ।
୪୯ ବର୍ଷରେ ପଦାର୍ପଣ କରିଛନ୍ତି ଅର୍ଜୁନ ରାମପାଲ୍। ଏପର୍ଯ୍ୟନ୍ତ ବଲିଉଡକୁ ଦେଇଛନ୍ତି ୪୦ରୁ ଅଧିକ ଫିଲ୍ମ। ଜଣେ ମଡେଲ୍ ଦୁନିଆରୁ ଆସି ବଲିଉଡ୍ରେ ଜାତୀୟ ପୁରସ୍କାର ପାଇଥିବା ଅର୍ଜୁନଙ୍କୁ ମଧ୍ୟ ସହିବାକୁ ହୋଇଥିଲା ଅନେକ ଟାହିଟାପରା।
ଓଟିଟି ପ୍ଲାଟ୍ଫର୍ମରେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଚାଲିଛି ‘ଆର୍ଯ୍ୟା’। ଏହାର ଦ୍ୱିତୀୟ ଏଡିସନ୍ ଷ୍ଟ୍ରିମ୍ ହେବାକୁ ଯାଉଛି। ଏଥିରେ ଭିନ୍ନ ରୂପରେ ଆସୁଛନ୍ତି ସୁସ୍ମିତା ସେନ୍। ଆପଣ ବି ତାଙ୍କ ଗେଟ୍ଅପ୍ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ସମ୍ମାନଜନକ ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡ ଜିତିବାରେ ପୁଣି ବିଫଳ ହୋଇଛନ୍ତି ନୱାଜୁଦ୍ଦୀନ ସିଦ୍ଧୀକୀ। ଏହି ସମ୍ମାନକୁ ପାଇବାକୁ ସୁସ୍ମିତା ସେନ୍ ଓ ବୀର୍ ଦାସ୍ ମଧ୍ୟ ବଞ୍ଚିତ ହୋଇଛନ୍ତି।
ବଲିଉଡ୍ରେ ପରିବାରବାଦ ଯୋଗୁଁ ଅନେକ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଏମିତି ମଧ୍ୟ ଆଗଧାଡିର କଳାକାର ଅଛନ୍ତି ଯେଉଁମାନେ ବଲିଉଡ୍ ପାଇଁ ନୁହେଁ ଓଟିଟି ପାଇଁ ହିଁ ନିଜର ପରିଚୟ ପାଇଛନ୍ତି।
କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।