ମାଧୁରୀ ଦୀକ୍ଷିତଙ୍କ ସୌନ୍ଦର୍ଯ୍ୟରେ କିଏ ବା ଫିଦା ନଥିଲେ। ଖାଲି ସାଧାରଣ ଲୋକ ନୁହଁନ୍ତି ବଲିଉଡ୍ର ଅନେକ ତାରକା ମଧ୍ୟ ତାଙ୍କ ପଛରେ ପଡିଥିଲେ। ଏଥିରୁ ବାଦ ପଡି ନଥିଲେ ନବେ ଦଶକର ଚକୋଲେଟ୍ ହିରୋ ଗୋବିନ୍ଦା।
୧୯୮୩ର କଥା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଚର୍ଚ୍ଚିତ, ରୋମାଞ୍ଚକର ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘83’ । ଶୁକ୍ରବାର ଏହା ଦେଶରେ ୨ ହଜାରରୁ ଅଧିକ ରିଲିଜ୍ ହେବ।
ଏକ ବିଶେଷ ମୁହୂର୍ତ୍ତରେ ବଲିଉଡ୍ ତାରକା ରଣବୀର ସିଂହ ଓ ପୂର୍ବତନ କ୍ରିକେଟ୍ ତାରକା କପିଲ ଦେବକୁ ଗାଢ ଚୁମ୍ବନ ଅବସ୍ଥାରେ ଦେଖିବାକୁ ମିଳିଛି। ଉଭୟ ପରସ୍ପରଙ୍କୁ ଲିପ୍କିସ୍ କରୁଥିବା ଦେଖାଯାଇଛି । ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।
ନେଟ୍ଫ୍ଲିକ୍ସରେ ଏବେ ଭାରତୀୟ ତାରକା। ଆପଣ ଯେତେବେଳେ ବିଦେଶୀ ହିଟ୍ ଚରିତ୍ରମାନଙ୍କ ସହିତ ଭାରତୀୟ ତାରକାଙ୍କୁ ଦେଖିବେ ସେତେବେଳେ ଆପଣଙ୍କ ମଜା ନିଶ୍ଚିତ ଦ୍ୱିଗୁଣିତ ହୋଇଯିବ।
ବଲିଉଡ୍ରେ ଅଭିନୟ ଅପେକ୍ଷା ନିଜର ଗ୍ଲାମର ଆଉ ଷ୍ଟାଇଲ୍ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ମଲାଇକା ଅରୋରା ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆକର୍ଷଣୀୟ ଚେହେରାରେ ପ୍ରଶଂସକଙ୍କୁ ପାଗଳ କରିବାରେ ମାହିର। ଏଥର ବି ସେ ଏମିତି ଏକ ଫଟୋ ଶେୟାର କରି ଲୋକଙ୍କ ହୋସ୍ ଉଡେଇଛନ୍ତି।
୨୪ ତାରିଖରେ ରିଲିଜ୍ ହେବ ହିନ୍ଦୀ ଫିଲ୍ମ ୮୩ । କପିଲ ଦେବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱ ବିଜୟୀ ହୋଇଥିଲା । ୧୯୮୩ର ସେହି ଐତିହାସିକ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି । ଆଜି ମୁମ୍ବାଇର ବିଭିନ୍ନ ମଲ୍ ଓ ଛକରେ ଫିଲ୍ମର ପ୍ରମୋସନ୍ କରାଯାଇଥିବାର ଦେଖିବାକୁ ମିଳିଛି ।
ସିନେପ୍ରେମୀଙ୍କୁ ମନୋରଂଜନ କରିବ ନୂଆବର୍ଷ। ବଡ ପରଦାରେ ରିଲିଜ୍ ହେବ ଆଗଧାଡିର ତାରକାଙ୍କୁ ନେଇ ଅନେକ ବଡ ଫିଲ୍ମ। ତେବେ ଜାଣି ରଖନ୍ତୁ କେଉଁ ତାରିଖରେ ରିଲିଜ୍ ହେବ କେଉଁ ଫିଲ୍ମ।
ଫିଲ୍ମ ଥିଲା ‘ସଡକ୍’। ଦୃଶ୍ୟ ଥିଲା ଚୁମ୍ବନ। ପୂଜା ଭଟ୍ଟ ଡରୁଥିଲେ ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ। ବାପା ମହେଶ ଭଟ୍ଟ ଦେଲେ ଏମିତି ଉପଦେଶ ବଦଳିଗଲା ପୂଜାଙ୍କ ମନ। ତେବେ ସେ ଉପଦେଶ କ’ଣ ଥିଲା ଜାଣିବାକୁ ପଢନ୍ତୁ…
ଅନୁପମ ଖେର୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ଏମିତି ସବୁ ପୋଷ୍ଟ୍ କରନ୍ତି ଯାହା ସମସ୍ତଙ୍କ ମନ କିଣିଥାଏ। ବର୍ତ୍ତମାନ ସେ ଜଣେ ଆଟୋବାଲାକୁ ନେଇ ଏମିତି ଏକ ଭିଡିଓ ଶେୟାର କରିଛନି ଯାହା ବେଶ ଭାଇରାଲ୍ ହେବାରେ ଲାଗିଛି।
୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।
ବଲିଉଡ୍ର ଚର୍ଚ୍ଚିତ ଫିଲ୍ମ 'କଭି ଖୁସି କଭି ଗମ୍'କୁ ୨୦ ବର୍ଷ ପୂରିଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ମନେପକେଇଛନ୍ତି ଏହି ଫିଲ୍ମର ଶାହରୁଖ ଓ କାଜୋଲଙ୍କ ପୁଅ ଭୂମିକାରେ ଥିବା କ୍ରିଶ୍।
ଜନ୍ ଆବ୍ରାହମ୍ ଅଭିନୀତ ଫିଲ୍ମ 'ଆଟାକ୍'ର ଟିଜର୍ ରିଲିଜ୍ ହୋଇଯାଇଛି। ଫିଲ୍ମର ଏହି ଝଲକ କହୁଛି ଫିଲ୍ମ କେତେ ଜବରଦସ୍ତ ହୋଇଥିବ।
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ହୁମା କୁରେଶୀ ଓ ସୋନାକ୍ଷୀ ସିହ୍ନା ଏବେ ନିଜ ଶରୀରକୁ ପୃଥୂଳ କରିଛନ୍ତି। ତେବେ ଏହା ପଛର କାରଣ କ’ଣ ଜାଣିବା ପାଇଁ ଏହି ରିପୋର୍ଟ ଦେଖନ୍ତୁ।
ମଲାଇକା ସବୁବେଳେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କ ମନ କିଣୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ତାଙ୍କର ଯାଦୁ ଦେଖେଇଛନ୍ତି। ଏବେ ସୋସିଆଲ୍ ମିଡିଆରେ ମଲାଇକା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି ତାହା ପ୍ରଶଂସକଙ୍କ ହୋସ୍ ଉଡେଇବାରେ ଲାଗିଛି।
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି ବିଏମ୍ସି ଆଶଙ୍କା କରୁଛି।
ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ସେୟାର କରି ଲୋକଙ୍କୁ ପାଗଳ କରନ୍ତି ତ ପୁଣି କେତେବେଳେ ନିଜ ଭିଡିଓର ଯାଦୁରେ ମାୟା ରଚନ୍ତି। ଏବେ ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ପସନ୍ଦ ପାଲଟିଛି।
ଅଭିନେତ୍ରୀ ସାରା ଅଲି ଖାନ ଖୁବ୍ ଶୀଘ୍ର ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅନ୍ତରଙ୍ଗୀ ରେ'ରେ ଏକ ଦେଶୀ ଲୁକ୍ରେ ନଜର ଆସିବେ। ତେବେ ଏହି ଅବସରରେ ଆସନ୍ତୁ ଜାଣିନେବା ତାଙ୍କର କିଛି ସିକ୍ରେଟ୍ ବିଷୟରେ।
ପ୍ରଥମ ଦିନର ମାନ୍ଦା ରୋଜଗାର ପରେ ଦ୍ୱିତୀୟ ଦିନରେ 'ଚଣ୍ଡିଗଡ଼ କରେ ଆଶିକୀ'ର ଯାଦୁ କାମ ଦେଇଛି। ଏହା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଭିଡୁଥିବା ବେଳେ ବହୁତ ଭଲ ଲାଭ ମଧ୍ୟ କରିଛି। ଫିଲ୍ମର କାହାଣୀ ଜାଣିଲେ ଆପଣ ବି ଆକର୍ଷିତ ହେବେ।
ଦର୍ଶକଙ୍କୁ ମିଛ କହିଛନ୍ତି ରାଖୀ ସାୱନ୍ତ। ରିତେଶଙ୍କୁ ରାଖୀ ନିଜର ପତି ବୋଲି କହୁଥିବା ବେଳେ ତାଙ୍କର ପତ୍ନି ଓ ପିଲା ମଧ୍ୟ ଅଛନ୍ତି। ରାଖୀ ଏନେଇ କ୍ଷମା ମାଗିବା ସହ ଏଭଳି କରିବାକୁ ତାଙ୍କୁ 'ବିଗ୍ ବସ୍' ଶୋ’ ତରଫରୁ ବାଧ୍ୟ କରାଯାଇଥିବା ସେ କହିଛନ୍ତି।
ନିଜର ପ୍ରେମକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ କ୍ୱିନ୍ ସୋନାକ୍ଷୀ ସିହ୍ନା। ନିକଟରେ ସଲମାନ ଖାନଙ୍କ କେହି ନିକଟତମ ବ୍ୟକ୍ତିଙ୍କ ସହ ତାଙ୍କର ସଂପର୍କ ଥିବା ନେଇ ଖବର ଆସିଥିଲା। ତେବେ ଏହି ରିପୋର୍ଟରୁ ଜାଣନ୍ତୁ କିଏ ସେଇ ବ୍ୟକ୍ତି ଯିଏ ସୋନାକ୍ଷୀଙ୍କ ମନ କିଣିଛି।
ସମସ୍ତଙ୍କ ହୃଦୟକୁ ଛୁଇଁଛି ଫିଲ୍ମ ‘ଜୟ ଭୀମ୍’। ଏନେଇ ଫିଲ୍ମକୁ ମିଳିଛି ସଫଳତା। ଆଇଏମ୍ଡିବିର ୨୦୨୧ର ଟପ୍ ଫିଲ୍ମ ତାଲିକାର ଶୀର୍ଷରେ ରହିଛି। ଏନେଇ ଖୁସିରେ କ’ଣ କୁହନ୍ତି ଫିଲ୍ମର ମୁଖ୍ୟ ନାୟକ ତଥା ନିର୍ମାତା ସୂର୍ଯ୍ୟା ଆସନ୍ତୁ ଜାଣିବା।
ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା ।
କ୍ୟାଟ୍ରିନା କୈଫ୍ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।
ଆଜି ହାତକୁ ଦିହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ବାହାଘର ହେବ ।
ଆଜି ହାତକୁ ଦି ହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ହେବ ବାହାଘର ।