• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Accident

Car Hits Bolbam Devotee In Odisha's Pipili
ପାଣି ଭାର ଧରି ଯାଉଥିଲେ ବୋଲବମ୍‌ ଭକ୍ତ, ମାଡ଼ିଗଲା କାର୍‌

ପିପିଲି ଛକ ନିକଟରେ ବୋଲବମ୍‌ ଭକ୍ତଙ୍କ ଉପରେ ମାଡ଼ିଗଲା କାର୍‌। କଟକ ଗଡ଼ଗଡ଼ିଆ ଘାଟରୁ ନୃସିଂହ ପାଣି ଉଠାଇ ପୁରୀ ଲୋକନାଥ ମନ୍ଦିର ଯାଉଥିଲେ।

8 Killed In Collision Of Double-Decker Buses
ଏକ୍ସପ୍ରେସ୍‌ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୮ ଜୀବନ

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡବଲ୍‌ ଡେକର୍‌ ବସ୍‌କୁ ଆଉ ଏକ ଡବଲ୍‌ ଡେକର୍‌ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି।

6 Injured As Onion Laden Truck Overturns In Baripada
ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

Snigdharani suna
ଧରାପଡ଼ିଲେ ଇନ୍‌ସ୍‌ପେକ୍ଟର ସ୍ନିଗ୍ଧାରାଣୀ ସୁନା

ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।

accident
ଦୁର୍ଘଟଣା ଘଟାଇ ଫେରାର ମାରିଛନ୍ତି ଇନ୍ସପେକ୍ଟର : ଗିରଫ କରାଯିବ କହିଲେ ଏସପି

ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ

Passenger bus 'Sarala' enroute to Bhubaneswar from Puri overturns
ପୁରୀ-ଭୁବନେଶ୍ୱର ବସ୍‌ ଓଲଟିଲା, ତଳେ ଗଳି ପଡ଼ିଥିବା ବସ୍‌କୁ ଲୋକ ଉଠାଇ ଦେଲେ

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। 

4 Killed In Road Accident In Bangriposi Ghati In Baripada
ଦଶାହ କର୍ମ ସାରି ଫେରୁଥିଲେ, ଘାଟିରେ ଜଗିଥିଲା ଯମ...

ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି। 

Accident
ମର୍ମନ୍ତୁଦ ଦୁର୍ଘଟଣା ! ବାଇକ୍‌ରେ ଯାଉଥିଲେ ୫, ଚାଲିଗଲା ୪ ଜଣଙ୍କ ଜୀବନ

କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍‌ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

Bus Fire Mishap
ରାସ୍ତା ମଝିରେ ଜଳିଗଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

ହଠାତ୍‌ ବସ୍‌ ଇଞ୍ଜିନ୍‌ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Petrol Tanker Blast
ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ତେଲ ଟ୍ୟାଙ୍କରରେ ୫ ଜଣ ଥିଲେ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାମ ଜାରି

Aircraft
ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୫ ଫୁଟ୍ ଉଚ୍ଚରୁ ଖସିପଡ଼ିଲା ଏୟାରକ୍ରାଫ୍ଟ

ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।

Accident
ଦୁର୍ଘଟଣାର ଦିନ ! ୯ ଜଣଙ୍କ ଜୀବନ ଗଲା

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି

Accident
ହାଇୱା ନେଇଗଲା ନବମ ଶ୍ରେଣୀ ଛାତ୍ରୀର ଜୀବନ

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

Bus Accident
ଉତ୍ତରାଖଣ୍ଡରେ ଖାତକୁ ଖସିଲା ବସ୍; ୨୨ ମୃତ, ୬ ଗୁରୁତର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା ।

Accident
ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି।

Accident
ମେଡିକାଲରେ ମାଡ଼ିଗଲା ଗାଡ଼ି; ୧ ମୃତ, ୪ ଗୁରୁତର

ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

truck
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ

Accident
ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? ରାସ୍ତା ଦୁର୍ଘଟଣାରେ ୧୨ ନଂ ରେ ଓଡ଼ିଶା

ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ? 

Accident
କାହିଁକି ଘାଟି ରାସ୍ତାରେ ବାରମ୍ବାର ଆକ୍ସିଡେଣ୍ଟ?

ନିକଟରେ କଳିଙ୍ଗା ଘାଟି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯିବା ପରେ ପ୍ରଶ୍ନ ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? କଳିଙ୍ଗା, ଗଇଲୋ ଅବା କୋରାପୁଟ ସବୁଠି ପ୍ରଶାସନିକ ତ୍ରୁଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ।

One Killed In Road Accident In Dhenkanal
ବସ୍‌ ଚକା ତଳେ ଜଗିଥିଲା ଯମ, ଘରକୁ ଫେରୁଥିବା ବେଳେ ନେଇଗଲା ଜୀବନ

ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍‌ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। 

Accident
ଓଲଟିଲା ଭ୍ୟାନ୍‌; ୧୬ ଆହତ, ୪ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି।

accident
ସତ ଧରାଇବ ସିସିଟିଭି ? ବାଇକ୍-ମିନିଟ୍ରକ୍ ଧକ୍କା ନୁହେଁ ଅଚାନକ ଦୁର୍ଘଟଣା

ଜମି ବିବାଦରୁ ଦୁଇ ପୁଅଙ୍କୁ ସମାନ ଢଙ୍ଗରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ବାପା...

BUS Accident
ଭୟଙ୍କର ! ସିସିଟିଭିରେ କଏଦ ହେଲା ଦୁଇ ବସ୍‌ ମୁହାଁ-ମୁହିଁ ଦୃଶ୍ୟ, ଦେଖନ୍ତୁ..

ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ୁଛି । କିନ୍ତୁ ଗାଡ଼ିର ସାମ୍ନା ପଟ ଛିନ୍‌ ଛତ୍ର ହୋଇଥିବା ଦେଖାଯାଇଛି ।

Cuttack Trisulia Bridge
କଟକ ତ୍ରିଶୂଳିଆ ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା; ଜଣେ ମୃତ

ତ୍ରିଶୁଳିଆ-କଟକ ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା ଘଟି ଜଣେ ମୃତ । ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ଦୁର୍ଘଟଣା ଘଟାଇ ପାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି ।