ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ବିଭିନ୍ନ ପ୍ରକାରର ହେୟାରକଟ୍ ମଧ୍ୟରେ ବର୍ତ୍ତମାନ ‘ଫାୟାର ହେୟାରକଟ୍’ ଟ୍ରେଣ୍ଡ୍ରେ ରହିଛି। ହେଲେ ଟିକିଏ ଅସାବଧାନତା କେତେବେଳେ ଯେ କାହାର ଜୀବନ ନେଇଯିବ ତାହା କେହି କହିପାରିବେ ନାହିଁ।
ପାର୍କିଂ ଏରିଆରେ ଫିଲ୍ମ ନିର୍ମାତାଙ୍କ କାର୍ ପାର୍କିଂ ହୋଇଥିଲା। ଏହି ସମୟରେ ତାଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍ ଭିତରେ ତାଙ୍କୁ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ।
ବସ୍ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିଲେ।
ବିଏମ୍ଡବ୍ଲୁ ଗାଡ଼ି ରକେଟ୍ ବେଗରେ ଯାଉଥିଲା । କଣ୍ଟା ୩୦୦ ଟପୁଥିଲା । ଟିକିଏ ସ୍ପିଡ୍ କମି ୨୩୦କୁ ଖସିଲା ବେଳକୁ ପାଖରେ ବସିଥିବା ଜଣେ ବ୍ୟକ୍ତି ଡ୍ରାଇଭରଙ୍କୁ ଟିହାଉଛି, ଆଉ ଟିକେ ସ୍ପିଡ୍ ବଢ଼ା ।
ସୁରକ୍ଷିତ ସ୍ଥାନକୁ ଯିବା ସମୟରେ ବସ୍ରେ ଲାଗିଲା ନିଆଁ । ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଗତକାଲି ରାତିରେ ବଡ଼ ସଡ଼କ ଦୁର୍ଘଟଣା , ଜଣେ ମୃତ
ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ।
ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।
ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।
୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଘାତମପୁର ଅଞ୍ଚଳରେ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।
ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।
ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।
ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି।
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।
ଗାଡ଼ିର ସ୍ପିଡ୍ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍ ପଶି ଯାଇଥିଲା।
ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି ।
ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।
ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।
ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍କୁ ଏକ ଟ୍ରକ୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍ ଡେକର୍ ବସ୍ର ଟାୟାର ପଙ୍କଚର୍ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ଦ୍ରୁତ ଗତିରେ ଥିବା ଏକ କାର୍ ଅରାବଲ୍ଲି ଜିଲ୍ଲା ଅମ୍ବାଜି ନିକଟରେ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।