• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Accident

Matric examinee dies after falling from roof
ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

 ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୮ଟା ବେଳେ  କୌଣସି କାରଣରୁ ସେ ହଷ୍ଟେଲ  ଛାତରୁ ଖସି ପଡ଼ିଥିଲେ।

3 Persons Killed In Road Accident
ଗୁପ୍ତେଶ୍ୱର ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଜଣେ ମୃତ

ଭାରସାମ୍ୟ ହରାଇ ଗାଡ଼ିଟି କଲଭର୍ଟ ତଳକୁ ଓଲଟି ପଡ଼ିଥିଲା । ଏଥିରେ ୩୫ ବର୍ଷୀୟ ରାଇମିତି ଭୂମିଆଙ୍କ ମୃତ୍ୟୁ ହୋଇଛି ।

1 killed, over 10 injured after a 'DJ vehicle' turns turtle on Dharamgarh-Junagarh road
ବସ୍‌-ଟ୍ରକ୍ ଧକ୍କା; ଜଣେ ମୃତ, ୪ ଆହତ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।

Accident
ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୫ ଆହତ

ମାଲକାନଗିରି କାଲିମେଳା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଗୁରୁତର ।

Five members of a family burnt alive in Chhattisgarh
ଦୁର୍ଘଟଣା ପରେ କାର୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ ଜଣ

ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

accident
ସଡ଼କ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

କେନ୍ଦୁଝର କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍

Accident
ସ୍କର୍ପିଓ ଧକ୍କାରେ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ

ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି ।

Electric Shock
ବିଦ୍ୟୁତ କରେଣ୍ଟରେ ଚାଲିଗଲା ମା' ପୁଅଙ୍କ ଜୀବନ

ବାସୁଦେବପୁର ଘଟିଲା ଅଘଟଣ । ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା ।

Auto-rickshaw overturns near Gailo ghat
ଗଇଲୋ ଘାଟିରେ ଜଗିଛି ଯମ: ଅଟୋରେ ୧୫ ଜଣ ଯାଉଥିବା ବେଳେ ଓଲଟିଲା ଗାଡ଼ି

ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

bus-truck-head-on-collision-in-ganjam
ତାରାତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା : ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୮ ଜଣ ଗୁରତର

ବସ୍-ଟ୍ରକ ଧକ୍କା ମୁହାଁମୁହିଁ ଧକ୍କା ହେବାକୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

tanker
ଗଞ୍ଜାମ ଏନଏଚ୍-୧୬ ନିକଟରେ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର, ଲୋକେ ଆତଙ୍କିତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଏକ କ୍ୟାମିକେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି ।

accident
ମାଡ଼ିଗଲା ଭ୍ୟାନ୍‌ : ବାପା ଓ ଦୁଇ ଝିଅ ମୃତ

ଭଞ୍ଜନଗର: ଦୁର୍ଘଟଣାରେ ବାପ ଓ ୨ ଝିଅ ମୃତ, ନାତି ଗୁରୁତର

Road Safety
ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଜରୁରୀ

ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ ।

Stone Blasting
କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ

ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ ।

Road Accident
ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

Car Accident In Nabarangpur
ଘାଟିରେ ଜଗିଥିଲା ଯମ, ନେଇଗଲା ୨ ସାଙ୍ଗଙ୍କ ଜୀବନ

ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।

School Vehicle
ସ୍କୁଲରୁ କୁନି ପିଲାଙ୍କୁ ନେଇ ଘରେ ଛାଡ଼ିବାକୁ ଯାଉଥିଲା ଗାଡ଼ି, ହଠାତ୍‌ ରାସ୍ତାରେ ଫାଟିଗଲା ରେଡିଏଟର..

ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

Accident
ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ ବାପା-ପୁଅ, ଅଧା ବାଟରୁ ଡାକିଲା ମୃତ୍ୟୁ

ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।

Accident In Binika
ରାସ୍ତାରେ ଜଗି ଥିଲା ଯମ: ବାହାଘରରେ ଯୋଗ ଦେଇ ଫେରୁଥିଲେ, ଘଟିଲା ଏମିତି କିଛି...

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

Accident
ବାହାଘର ବର୍ଷେ ହେଇନି, ହାତ ଛାଡି ଚାଲିଗଲା ସ୍ତ୍ରୀ

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ ।

accident
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ଗଛରେ ପିଟି ହେଲା କାର୍‌: ୬ ମୃତ, ୩ ଗୁରୁତର

Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ

ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା ।

Trailer Falls Off Bridge
ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଲା ଟ୍ରେଲର

ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।

Police van Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ପୋଲିସଙ୍କ ଜୀବନ, ୧୪ ଗୁରୁତର

ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।