ଭାରସାମ୍ୟ ହରାଇ ଗଛକୁ କାର୍ ପିଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ NH-୧୬ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ
ଆଃ କି ଦୁଃଖ !! ଯୋଉ ଦୁର୍ଘଟଣାରେ ବାପା ସବୁଦିନ ପାଇଁ ଚାଲିଯାଇଥିଲେ ପୁଅ ବି ସେଇ ଦୁର୍ଘଟଣାରେ ଚାଲିଗଲା...ଭେଣ୍ଡା ପୁଅକୁ ହରାଇ ରାସ୍ତାରେ ଗଡିଯାଉଛି ମାଆ...ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର।’
ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।
ବିହାର ବୈଶାଳୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରାସ୍ତା କଡ଼ରେ ପୂଜାର୍ଚ୍ଚନା ବେଳେ ମାଡ଼ି ଆସିଲା ଟ୍ରକ୍
ଟ୍ରକ୍କୁ କାର୍ ପଛପଟୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାର୍ ପୁରା କ୍ଷତିଗ୍ରସ୍ତ ହୋଇଛି। ମୃତାହତ କାର୍ରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।
ଏୟାର ସୋ ଚାଲିଥିବା ବେଳେ ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା ହୋଇଛି
ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ପରୀକ୍ଷା ଦେଇ ଫେରୁଥିବା ସମୟରେ ଛକି ବସିଥିଲେ ମୃତ୍ୟୁଦୂତ । ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
ପଛକୁ ପଛ ଗାଡ଼ି ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ଭୟାନକ୍ ଦୁର୍ଘଟଣାରେ ନେଇଗଲା ଜୀବନ, ଗ୍ୟାସ୍ କଟରରେ ବାହାର କରାଗଲା ଶବ
ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କର ଜୀବନ ଚାଲିଯାଇଛି ।
ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲା। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।
ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୨ଜଣ ଆହତ ହୋଇଛନ୍ତି।
ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ ।
ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।
କାର୍ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି।
ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। ଜନ୍ମ ହେବାର ମାତ୍ର ଘଣ୍ଟାକ ପରେ ଜଣେ ନବଜାତ ଶିଶୁ ଆଖି ବୁଜିଛି।
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି।