• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Accident

15 Killed As Bus Collides With Truck
ଭୟଙ୍କର ଦୁର୍ଘଟଣାରେ ୧୫ ମୃତ, ଦୀପାବଳି ଛୁଟି ପାଳିବା ପାଇଁ ଘରକୁ ଯାଉଥିବା ବେଳେ ଚାଲିଗଲା ଜୀବନ...

ବସ୍‌ରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସମସ୍ତେ ଦୀପାବଳି ଛୁଟି ପାଳିବା ପାଇଁ ଉତ୍ତରପ୍ରଦେଶ ସ୍ଥିତ ନିଜ ଘରକୁ ଯାଉଥିଲେ।

300 Kmph Speed BMW Accident
ଫେସ୍‌ବୁକ୍‌ ଲାଇଭ୍‌ରେ ସ୍ପିଡ୍‌ ଦେଖାଇ ମାରୁଥିଲେ ବାହାଦୁରୀ, ସାଙ୍ଗ କହୁଥିଲେ ‘ଚାରୋ ମରେଙ୍ଗେ’ ! ତାପରେ...

ବିଏମ୍‌ଡବ୍ଲୁ ଗାଡ଼ି ରକେଟ୍‌ ବେଗରେ ଯାଉଥିଲା । କଣ୍ଟା ୩୦୦ ଟପୁଥିଲା । ଟିକିଏ ସ୍ପିଡ୍ କମି ୨୩୦କୁ ଖସିଲା ବେଳକୁ ପାଖରେ ବସିଥିବା ଜଣେ ବ୍ୟକ୍ତି ଡ୍ରାଇଭରଙ୍କୁ ଟିହାଉଛି, ଆଉ ଟିକେ ସ୍ପିଡ୍‌ ବଢ଼ା ।

accident
ପଡ଼ୋଶୀ ଦେଶରେ ବଡ଼ ଅଘଟଣ : ବସ୍‌ରେ ନିଆଁ ଲାଗିଯିବାରୁ ୧୭ ଜୀବନ୍ତ ଦଗ୍ଧ

ସୁରକ୍ଷିତ ସ୍ଥାନକୁ ଯିବା ସମୟରେ ବସ୍‌ରେ ଲାଗିଲା ନିଆଁ । ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Mumbai Accident
କି ଦୁର୍ଭାଗ୍ୟ ! ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରାଯାଉଥିଲା, ଯମ ପରି ମାଡ଼ି ଆସିଲା କାର

ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । 

Uttarakhand Bus Accident
ଖାଇକୁ ଖସିଲା ବରଯାତ୍ରୀ ବସ୍‌ : ଦୁର୍ଘଟଣାରେ ୨୫ ମୃତ

ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।

accident
ଶେଷଯାତ୍ରା ହେଲା ତୀର୍ଥଯାତ୍ରା : ବସ୍‌ ଓଲଟି ୪ ମୃତ

ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।

31 Killed In Uttar Pradesh In 2 Accidents Within Hours
କିଛି ଘଣ୍ଟାର ବ୍ୟବଧାନରେ ୨ଟି ଭୟଙ୍କର ଦୁର୍ଘଟଣା: ୩୧ ମୃତ, ୨୦ରୁ ଅଧିକ ଆହତ

୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଘାତମପୁର ଅଞ୍ଚଳରେ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।

Road Problem
ବାପ୍‌ରେ ବାପ୍‌ ! ଏବେ ବି ଏମିତି ଗାଁକୁ ଏଭଳି ରାସ୍ତା, କେବେ ଆଖି ଖୋଲିବେ ସରକାର..

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।

Accident
ଟ୍ରାକ୍ଟର-ମର୍ସିଡିଜ ଧକ୍କା ! ହେଲେ ଦୁଇ ଫାଳ ହୋଇଗଲା ଟ୍ରାକ୍ଟର, ଦେଖନ୍ତୁ ଭିଡିଓ..

ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Two Separates Road Accident In Odisha
ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। 

7 tourists killed, 10 injured as vehicle falls into gorge in Kullu
ଭୟଙ୍କର ଦୁର୍ଘଟଣା: ଟୁରିଷ୍ଟ୍‌ଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୧୦ ମୃତ

ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।

Accident In Bhubaneswar
ଭୁବନେଶ୍ୱରରେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ: ଜୋର୍‌ରେ ଗାଡ଼ି ଚଲାଇ ଆସିଲେ, ନେତାଙ୍କ ଘର ପାଚେରି ଭାଙ୍ଗିଲେ

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା। 

Road Accident
ବଡ଼ ଦୁର୍ଘଟଣା ! ବସ୍‌କୁ ପିଟିଲା ହାଇୱା.. ୬ ମୃତ, ୧୦ ଗୁରୁତର

ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି ।

Ukrainian President Volodymyr Zelenskiy
ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା

Accident In High Security Zone In Bhubaneswar
ଡିଭାଇଡରରେ ପିଟି ହୋଇ ୩୦ ଫୁଟ ଉପରକୁ ଉଠିଲା କାର୍‌, ତା’ପରେ...

ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

accident
କାରକୁ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେଲା କଣ୍ଟେନର୍‌, ଭିତରେ ଥିଲେ ୪ ଜଣ

ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।

Two Killed In Road Accident
ଅନ୍ତିମ ସଂସ୍କାର ସାରି ସ୍ୱର୍ଗଦ୍ୱାରରୁ ଫେରୁଥିଲେ, ନିଜେ ଶବ ପାଲଟିଗଲେ

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।

4 Killed In Road Accident In Uttar Pradesh
କାମ ପାଇଁ ବାହାରକୁ ଯାଉଥିଲେ, ହେଲେ ବାଟରେ ଜଗିଥିଲା ଯମ: ଟାୟାର ସଜାଡ଼ିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍‌ ଡେକର୍‌ ବସ୍‌ର ଟାୟାର ପଙ୍କଚର୍‌ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

 6 Dead After A Car Mowed Down People In Gujarat
ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କ ଉପରେ ମାଡ଼ିଗଲା କାର୍‌, ୬ ମୃତ

ଦ୍ରୁତ ଗତିରେ ଥିବା ଏକ କାର୍‌ ଅରାବଲ୍ଲି ଜିଲ୍ଲା ଅମ୍ବାଜି ନିକଟରେ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେଲା

Pipili Accident
ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହି ବସ୍ ! ଜଣେ ମୃତ, ୧୫ ଆହତ

ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

accident
ଜଗା ଦର୍ଶନ ଅଧାରେ ରହିଲା : ଓଲଟିଲା ପର୍ଯ୍ୟଟକ ବସ୍, ୨୬ ଆହତ

ବସ ଦୁର୍ଘଟଣାରେ ୨୬ ଆହତ , କିପିରି ହେଲା ଦୁର୍ଘଟଣା ?

Woman, daughter death is not an accident
ସାଇଡ୍‌ମରାରୁ ପାଟିତୁଣ୍ଡକୁ ନେଇ ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା।