• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Utkarsh Odisha

ନବୀନ ଲିଗାସୀ ପାଇଁ ଅଗ୍ନିପରୀକ୍ଷା
Naveen Legacy: ମୋହନ ସରକାରର ଲୋକପ୍ରିୟତା ଭିତରେ ଅଗ୍ନିପରୀକ୍ଷା ଦେଉଛି ନବୀନ ଲିଗାସୀ

ଚର୍ଚ୍ଚା ରାଜନୀତିରେ ଏକ ବଡ ଅସ୍ତ୍ର । ଯେଉଁ ବ୍ୟକ୍ତି ନାମ ଯେତିକି ଚର୍ଚ୍ଚା ହୁଏ, ସେ ବ୍ୟକ୍ତିର ରାଜନୈତିକ ପତିଆରା ବା ପ୍ରତିଷ୍ଠା ସେହି ହିସାବରେ ବଢିଥାଏ । ଏହି ସାତ ମାସ ମଧ୍ୟରେ ମୋହନ ମାଝିଙ୍କ ଚର୍ଚ୍ଚା ଯେଉଁଭଳି ଭାବରେ ବଢି ଚାଲିଛି, ତାଙ୍କର ପତିଆରା ମଧ୍ୟ ସେହି ହିସାବରେ ବଢି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଯେଉଁଭଳି ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହି ଆଦିବାସୀ ନେତାଙ୍କୁ ସେ ଦୀର୍ଘଦିନ ପାଇଁ ଜଣେ ଦୃଢ ରାଜନୈତିକ ନେତୃତ୍ୱ ଭାବେ ତିଆରି କରିବାକୁ ଚାହୁଛନ୍ତି ।

ଆଗ୍ରହ ପ୍ରବଳ, କେମିତି ହେବ ସଫଳ ?
କାମ କଲା ମୋଦି ଗ୍ୟାରେଣ୍ଟି

ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।

ଆଗ୍ରହ ପ୍ରବଳ, କେମିତି ହେବ ସଫଳ ?
Utkarsh Odisha Conclave: କାମ କଲା ମୋଦି ଗ୍ୟାରେଣ୍ଟି, ଆଶାଠୁ ୩ ଗୁଣା ଭରିଗଲା ଉତ୍କର୍ଷ ଓଡ଼ିଶାର ଅଣ୍ଟି

ରାଜ୍ୟରେ ପୁଞ୍ଜି ବର୍ଷା କଲା ମୋଦି ଗ୍ୟାରେଣ୍ଟି । ଆଶାଠାରୁ ୩ ଗୁଣା ଭରିଗଲା ମୋହନଙ୍କ ଅଣ୍ଟି । ନୂଆ ଇତିହାସ ରଚିଲା ଉତ୍କର୍ଷ ଓଡ଼ିଶା । ଭିଡ଼ିଲା ୧୬ ଲକ୍ଷ ୭୩ ହଜାର କୋଟିର ନିବେଶ ଆଗ୍ରହ ।

Utkarsh Odisha 2025
Utkarsh Odisha 2025: ଆଜିଠୁ ଦୁଇଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ

ଆଜିଠୁ ଦୁଇ ଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ । ଜନସାଧାରଣଙ୍କ ଲାଗି ସମ୍ମିଳନୀ ଅବଧିକୁ ଦୁଇ ଦିନ ପାଇଁ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Utkarsh Odisha Startup
Utkarsh Odisha Startup: କୁନି ବୟସରେ ବିଚକ୍ଷଣ ବୁଦ୍ଧି, ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭରେ ଚର୍ଚ୍ଚାରେ ୧୩ବର୍ଷୀୟ ଉଦ୍ୟୋଗୀ

ଆୟୁଷ୍ମାନ ସବୁବେଳେ ବସିବା ବଦଳରେ ବିଛଣାରେ ଶୋଇ ଲେଖାଲେଖି କରୁଥିଲେ । ଏହାପରେ ତାଙ୍କ ଅଭିଭାବକ ତାଙ୍କୁ ଠିକ୍ ଢ଼ଙ୍ଗରେ ବସି ଲେଖିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ଏହି ଡିଭାଇସ୍ ବନାଇବା ପାଇଁ ଚିନ୍ତା କରିଥିଲେ ।

୧୬ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ
ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ।

୧୬ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ
Utkarsh Odisha Conclave: ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା, ସ୍ବାକ୍ଷର ହେଲା ୧୪୫ MOU

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ।

Utkarsh Odisha
Utkarsh Odisha: ଉତ୍କର୍ଷ ଓଡ଼ିଶାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; କହିଲେ-‘ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ’...

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Utkarsh Odisha 2025
ଉତ୍କର୍ଷ ଓଡ଼ିଶାରେ ଛୁଟିଲା ନିବେଶ ଆଗ୍ରହର ସୁଅ

ଆଦାନୀଠୁ ବେଦାନ୍ତ...JSWରୁ JSPL । ଉତ୍କର୍ଷ ଓଡ଼ିଶାରେ ଛୁଟିଲା ନିବେଶ ଆଗ୍ରହର ସୁଅ । ରାଜ୍ୟକୁ ଆସିବ ସାଢ଼େ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ୍ ।

Utkarsh Odisha 2025
Utkarsh Odisha 2025: ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ; ସ୍ବାକ୍ଷର ହେଲା ୫୪ MoU, ଆସିବ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି

ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖାଇଛି।

Ashwini Vaishnaw
Utkarsh Odisha 2025: ଓଡ଼ିଶା ହେବ IT ହବ୍; ରେଳ ଓ ଟେଲିକମ ସେକ୍ଟରରେ ହେବ ବଡ଼ ନିବେଶ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଛନ୍ତି ନିବେଶକ ।

utkarsh Odisha
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ଟି MoU ସରିଲାଣି

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ଟି MoU ସରିଲାଣି । ପାଖାପାଖି ୪ରୁ ୪.୫ ଲକ୍ଷ କୋଟି ପୁଞ୍ଜି ଆସିବ । ଅଦାନୀ ଗ୍ରୁପ ସହ ୨.୨୮ ଲକ୍ଷ କୋଟିର MoU ହୋଇଛି ।

Investment In Odisha
Utkarsh Odisha 2025: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ଶିଳ୍ପ ଜଗତର ବଡ ବଡ ହସ୍ତୀ ଆସିଛନ୍ତି ଓଡ଼ିଶା । ପ୍ରତିଶ୍ରୁତି ଦେଇଛନ୍ତି, ବଦଳାଇ ଦେବେ ଓଡ଼ିଶାର ଭାଗ୍ୟ । ଯୁବକଯୁବତୀଙ୍କୁ ଦେବେ ରୋଜଗାର । ବିକାଶ ପଥରେ ଚାଲିବ ଓଡ଼ିଶା ।