ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି ।
Published: Otv Khabar Bureau
Last updated: 04 May 2022, 10:37 PM IST
ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା । ବହୁଳ ମାତ୍ରାରେ ଧାନ ଫସଲ ହେଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ।