ବର୍ଷର ଶେଷ ମାସରେ ଚାରୋଟି ବଡ ଫିଲ୍ମ ମୁକ୍ତିଲାଭ କରିବ। କୋଟି କୋଟି ଟଙ୍କା ବାଜିରେ ଲାଗିଥିବା ବେଳେ ଅନେକ ତାରକାଙ୍କ ଭାଗ୍ୟ ମଧ୍ୟ ଏହି ମାସରେ ସ୍ଥିର ହେବାକୁ ଯାଉଛି। ତେବେ ଆସନ୍ତୁ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ୪ଟି ବଡ ଫିଲ୍ମ ଉପରେ ନଜର ପକେଇବା...
ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ୫ ବର୍ଷରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।
କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ନବରଙ୍ଗପୁର ପୌର ପରିଷଦରେ ଏପରି ଅନେକ ପ୍ରକଳ୍ପ ନିଖୋଜ ଅବସ୍ଥାରେ ରହିଛି । ସ୍ଥାନୀୟ ଦଶହରା ପଦାସାହି ଓ ମହିଳା ମହାବିଦ୍ୟାଳୟ ନିକଟ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳପ୍ରକଳ୍ପର ଅବସ୍ଥା ନକହିଲେ ଭଲ।
ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି ।
ରୋହିଣୀ ସେଣ୍ଟ୍ରାଲ୍ ଜେଲ୍ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।
କ୍ଲାଉଡ୍ଫଟ୍ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକିଥିବା ହୋଇଛି।
ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗଛ ଲଗାଇଛନ୍ତି ରାଜ୍ୟ ସରକାର ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରୁଥିବା ଏମାନେ କିଏ ? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?
ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍ଷ୍ଟାର୍ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ କରିଛନ୍ତି।
ଏବେ କୋଟିପତି ଭିକାରୀକୁ ବାନ୍ଧିଲା ପୋଲିସ୍ ।
କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍କଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି।
ବାଟବଣା ହେଲା ସରକାରୀ ଯୋଜନା । ହାତ ଟେକିଦେଲା ଘରୋଇ ସଂସ୍ଥା ।
ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ସୋସିଆଲ୍ ମିଡିଆରେ ଶିକାର ଖୋଜି ପ୍ରେମ ଜାଲରେ ଫସାଉଥିଲା
ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।
ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।
ଗୁଜରାଟର ବନସ୍କଣ୍ଠ ଜିଲ୍ଲା ପାଲନପୁର ବ୍ଲକ ଅନ୍ତର୍ଗତ କୁଶକଲ୍ ଗ୍ରାମରେ ପରମ୍ପରା ରହିଛି କି, ସମସ୍ତ ବୁଲା କୁକୁରଙ୍କୁ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଦିଆଯାଇଥାଏ । ତାସାଙ୍ଗକୁ ତାଙ୍କୁ କୋଟିପତି ମଧ୍ୟ କରାଯାଇଥାଏ ।
ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।
ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।
ଛାନଭିନ ବେଳେ ଘରୁ ନଗଦ ୮୫ ଲକ୍ଷ ଟଙ୍କା ମିଳିଛି ।
୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।