ଯେଉଁମାନେ ମହିଳା ଯବାନଙ୍କୁ ସମର୍ଥନ କରନ୍ତି ସେମାନଙ୍କ ବିରୋଧରେ କଙ୍ଗନା ରାଣାୱତ୍ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ କଙ୍ଗନା ଅପରାଧିକ ପ୍ରବୃତ୍ତି ବୋଲି କହିଛନ୍ତି ଏବଂ କାହାକୁ ବଳାତ୍କାର କିମ୍ବା ହତ୍ୟା କରିବାରେ ସେମାନଙ୍କର କୌଣସି ଅସୁବିଧା ହେବ କି ନାହିଁ ବୋଲି ପଚାରିଛନ୍ତି।
ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି ।
କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ବୈଠକ ଉପରେ ସାରା ଓଡିଶାର ନଜର । ଏନେଇ ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିବ। ଏହା ସହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିବ ଦଳ ।
୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ପରାଜୟ ବରଣ କରିବାପରେ ଦଳରେ ଏବେ ଦ୍ବିମତ। କହିବାକୁ କଲେ ଦଳ ଏକପ୍ରକାର ଦୁଇ ଭାଗ ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଏବେ ବି ସସପେନ୍ସ । ରେସରେ ଆଗରେ କିଏ । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବସିବାକୁ ଥିବା ବେଳେ ଅପେକ୍ଷା ପର୍ଯ୍ୟବେକ୍ଷକଙ୍କୁ ।
ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ । ଆଜି ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି ।
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା ।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର । ସଭିଙ୍କ ହୋସ୍ ଉଡ଼ାଇଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ସଜ ସଜ ସରିଛି ୨୦୨୪ ସାଧାରଣ ନିର୍ବାଚନ ।
କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ ଦାବି ପୂର୍ବରୁ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି ।
ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଏଡିଜେ-୧ ।
କଙ୍ଗନା ରାଣାୱତ ହିମାଚଳ ପ୍ରଦେଶରୁ ବାହାରିବା ମାତ୍ରେ ତାଙ୍କୁ ବିରୋଧିଙ୍କ ଘୃଣାର ସମ୍ମୁଖୀନ ହେବାକୁ ପଡିଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ର ଜଣେ ମହିଳା ଯବାନ ତାଙ୍କୁ ଚାପୁଡା ମାରିଛନ୍ତି। ହେଲେ କାହିଁକି ଜାଣନ୍ତୁ…
ଏନ୍ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଓଡ଼ିଶାରେ ନିର୍ବାଚନ ଫଳାଫଳକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ । ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ମୋଦି ।
ଏନ୍ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ କୃତଜ୍ଞ ବୋଲି କହିଲେ ମୋଦି । ଏନ୍ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି ।
ନରେନ୍ଦ୍ର ମୋଦିଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା ।
ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ କେତେ ଦରମା ପାଆନ୍ତି, ସେମାନଙ୍କୁ କି କି ସୁବିଧା ମିଳେ । ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ। ତେବେ ଆସନ୍ତୁ ଜାଣିବା ସାଂସଦଙ୍କ ରୋଜାଗାର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ...
ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।
ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍।
ରବିବାର ହେବାକୁ ଥିବା ବହୁ ପ୍ରତୀକ୍ଷିତ ଶପଥ ଗ୍ରହଣ ଉତ୍ସବରେ ବହୁ ଦେଶର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସମେତ ୮ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ସାମିଲ ଥିବା ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ।
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଇଏ ହେଉଛି ଓଡ଼ିଶାର ୨୪ ନିର୍ବାଚନ ଫଳାଫଳ ।
କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ?
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା। କିଏ ହେବ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଅନେକ ନାଁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।