No Confidence Motion
ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି । ଯୁବ ଛାତ୍ରଙ୍କଠୁ ଆରମ୍ଭ କରି ବରିଷ୍ଠଙ୍କୁ ସଙ୍ଗଠିତ କରିବାକୁ ଦଳ ପ୍ରୟାସ କରୁଛି । ସେପଟେ କିନ୍ତୁ ଗୋଷ୍ଠୀ କନ୍ଦଳ ବଢି ବଢି ଚାଲିଛି । ଆଉ ଏହାର ଫଳ ଦେଖିବାକୁ ମିଳୁଛି ବିଭିନ୍ନ ପୌର ସଂସ୍ଥାରେ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)