J. P. Nadda
ନଡ୍ଡା ଦେବେ ଓଡିଶା ବିଧାୟକଙ୍କୁ ଗୁରୁମନ୍ତ୍ର । କେମିତି ହେବେ ଗୁଡ୍ ଏମଏଲଏ । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ବିଧାନସଭାରେ ଚାଲିବାକୁ ଥିବା କର୍ମଶାଳାରେ ଦଳମତ ନିର୍ବିଶେଷରେ ବିଧାୟକମାନଙ୍କୁ ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା । ତେବେ ଖାଲି ନଡ୍ଡା ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବି ସେହି କର୍ମଶାଳାରେ ଟିପ୍ସ ଦେବେ । ଅନ୍ୟପଟେ ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)