• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ka
ବାପ-ପୁଅ ଟିକଟ ଫର୍ମୁଲା ଫେଲ୍, ଭାଇ-ଭଉଣୀ, ଭାଇ-ଭାଇ ଯୋଡ଼ି ଫ୍ଲପ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା ହେବା ସହ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲେ। କିନ୍ତୁ ବାପ-ପୁଅ ଯୋଡ଼ିଙ୍କ ଏହି ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ […]

bb
ପରାଜୟର ସମୀକ୍ଷା: ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ […]

pm
ଜିତିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର ଆସନରୁ ୪ର୍ଥ ଥର ଲାଗି ବିଜୟୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ୨୦୦୪ ମସିହାରୁ ଏହି ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି।

navjot singh sidhu
ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ନବଜ୍ୟୋତ ସିଂ ସିଦ୍ଧୁ

କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।

patkura4
ସରିଲା ପାଟକୁରା ଭୋଟ୍ ; ଇଭିଏମ୍‌ରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା : ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ କରି ରଖିଥିବା ପାଟକୁରା ବାଜି କିଏ ଜିତୁଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ। ପାଟକୁରା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ […]

  • Saturday, 17 July 2021
cm
ପ୍ରଚାରରେ କମ୍ପୁଛି ପାଟକୁରା ; ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ , କଲେ ରୋଡ୍ ସୋ’

ପାଟକୁରା  : ପ୍ରଚାରରେ କମ୍ପୁଛି ପାଟକୁରା। ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର। ତେଣୁ ଦେଖିବାକୁ ଗଲେ କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଦୁଇ ଦିନ। ଆଜି ପ୍ରଚାର ମୈଦାନକୁ ନିଜେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ପାଟକୁରା ଯାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରିଛନ୍ତି। ଅନ୍ୟ ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କ ନେଇ କରିଛନ୍ତି ବିରାଟ ରୋଡ୍ ସୋ। […]

  • Saturday, 17 July 2021
Malkanagiri Planning Board meeting
ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।

baijayanta
ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଆଜି ଡେରାବିଶର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି।  ଡେରାବିଶର ଚଟରା ଚକ୍ରଡା ପଂଚାୟତର ତିଳକ ପୁର, ପଣ୍ଡିତ ପାଟଣା, ଦୁମୁକା, ତିଳକଣା, କୁଅଁର ପୁର ଗୋଳାର ହାଟ, ଚଷାଖଣ୍ଡ ଗାଁରେ ଘରକୁ ଘର ବୁଲି ବିଜୟଙ୍କୁ ଭୋଟ ଦେବା ପାଇଁ ନିବେଦନ […]

  • Saturday, 17 July 2021
bijaya
ପାଟକୁରା ପାଇଁ ପ୍ରଚାର ; ଘର ଘର ବୁଲି ଭୋଟ୍ ମାଗିଲେ ବିଜୟ ମହାପାତ୍ର

ପାଟକୁରା :  ଆଜି ବିଜୟ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୁଲି ପ୍ରଚାର କରିଛନ୍ତି। ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିଛନ୍ତି। ପାଟକୁରା ନିର୍ବାଚନରେ ଧର୍ମର ଜୟ ହେବ। ଲୋକଙ୍କ ମନରେ ବିଜେପି ରହିଛି। ଏଥର ଇତିହାସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେପଟେ ବିଜେପି, ବିଜେଡି ମଧ୍ୟରେ ଡିଲ୍ ହୋଇଥିବା କହି ପୁଣି ଥରେ ସମାଲୋଚନା କରିଛି କଂଗ୍ରେସ। ଦୁଇ ଦଲ ଭିତରେ ଫିକ୍ସିଂ ହୋଇଛି, ଯାହାକୁ ଲୋକେ ବୁଝିପାରିଛନ୍ତି। ଉଲ୍ଲେଖନୀୟ […]

  • Saturday, 17 July 2021
chandrani
ମୁଁ ଆଶାବାଦୀ ଥିଲି, ନିଶ୍ଚୟ ବିଜୟ ଲାଭ କରିବି : ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର  : କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି। ଏଠାରେ ଚନ୍ଦ୍ରାଣୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ  ବିଜେପିର ଅନନ୍ତ ନାୟକଙ୍କୁ ୬୫ ହଜାର ୪୨୯ଟି ଭୋଟରେ ପରାସ୍ତ କରିଛନ୍ତି। ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା। ହଠାତ୍‌ କେନ୍ଦୁଝରରେ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ। ନିଜର ବିଜୟରେ ଉତ୍ସାହିତ ଚନ୍ଦ୍ରାଣୀ ଆଗାମୀ ଦିନରେ ନିଜର ରାଜନୈତିକ କ୍ୟାରିୟର ବିଷୟରେ […]

  • Saturday, 17 July 2021
basanta panda
ଲୋକଙ୍କ ପାଖକୁ ଯିବି, ଲୋକଙ୍କ ସାଙ୍ଗରେ ରହିବି, ଲୋକଙ୍କ ପାଇଁ ଲଢିବି : ବସନ୍ତ ପଣ୍ଡା

ଭବାନୀପାଟଣା (ରାଜକୁମାର ସିଂହଦେଓ ) : ଗତ ଲୋକସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନ ହାସଲ କରିପାରିଥିବା ବିଜେପି ଏଥର କିନ୍ତୁ ୮ଟି ଆସନରେ ବିଜୟୀ ମୁକୁଟ  ପିନ୍ଧିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜୟର ସ୍ୱାଦ ଚାଖିଛି ବିଜେପି। କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଜିତିଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ […]

  • Saturday, 17 July 2021
aparajita sarangi
'ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ଚାହିଁବି'

ଭୁବନେଶ୍ୱର : ୨୦୧୯ର ନିର୍ବାଚନ ଫଳଫଳ ଆସିଯାଇଛି। ଏଥର ଭୁବନେଶ୍ୱର ଲୋକସଭା ଆସନରେ ହୋଇଥିଲା ରୋଚକପୂର୍ଣ୍ଣ ଲଢେଇ। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ। ହେଲେ ଏହି ଲଢ଼େଇରେ ଭାଜପାରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍  ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଛନ୍ତି। ବିଜୟ ଲାଭ ପରେ ଅପରାଜିତା ଷଡଙ୍ଗୀ […]

  • Saturday, 17 July 2021
narasingh mishra
ବଲାଙ୍ଗିର ବିଧାନସଭା ଆସନରୁ ଜିତିବା ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

ବଲାଙ୍ଗିର : କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ଏହି ବିଜୟୀ ହାସଲ କରିଛନ୍ତି। ନିର୍ବାଚନରେ ସଫଳତା ପରେ ନରସିଂହ ମିଶ୍ର କହିଛନ୍ତି , ଏ ବିଜୟ ନରସିଂହ ମିଶ୍ରର ବିଜୟ ନୁହେଁ, ଏ ହେଉଛି ବଲାଙ୍ଗିରବାସୀଙ୍କ ବିଜୟ। ବଲାଙ୍ଗିରର ଭୋଟର ଭାଇ ଭଉଣୀମାନେ ମୋ ଉପରେ ଆସ୍ଥା ରଖି […]

  • Saturday, 17 July 2021
naveen
ସୋମବାର ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ବିଜେଡିକୁ ଜବରଦସ୍ତ ସଫଳତା ମିଳିଛି। ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି। ବୈଠକ ପରେ ଶପଥ ଗ୍ରହଣ […]

  • Saturday, 17 July 2021
lokasabha
ଜାଣନ୍ତୁ , କେଉଁମାନେ ଓଡ଼ିଶାର ୨୧ ଲୋକସଭା ଆସନରେ ବାଜି ମାରିଲେ

ଭୁବନେଶ୍ୱର  : ସାଧାରଣ ନିର୍ବାଚନର ଫଳାଫଳ ଆସିଯାଇଛି। ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡି ଜିତି ଥିବା ବେଳେ ବିଜେପି ୮ଟିରେ ବାଜିମାତ୍ କରିଛି। କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ଜିତି ଥିବା ବେଳେ କୋରାପୁଟ ଆସନ ହାତେଇଛି କଂଗ୍ରେସ। ବାକି ଆସନଗୁଡ଼ିକରେ ବିଜେଡି ପୁଣି ଜିତିଛି। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ […]

  • Saturday, 17 July 2021
naveen-baijayanta
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ପୁଣି ଜିତି ଥିବା ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏଥର ଏହି ଆସନରେ ଅନୁଭବ ଓ ବୈଜୟନ୍ତ ମଧ୍ୟରେ ଲଢ଼େଇ ହୋଇଥିଲା। ସେହିପରି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ କୃତଜ୍ଞତା ଜଣାଇଛନ୍ତି। ୯ […]

  • Saturday, 17 July 2021
n
ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର : ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ। ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ପ୍ରଶ୍ନରେ ନବୀନ କହିଛନ୍ତି-“କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସଂପର୍କ ରଖି କାମ କରିବୁ। କେନ୍ଦ୍ରରେ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Saturday, 17 July 2021
g
ବିଧାନସଭା ନିର୍ବାଚନରେ କିଏ କେଉଁଠୁ ଜିତିଲେ ଜାଣନ୍ତୁ

ଭୁବନେଶ୍ୱର  : ଆଜି ପ୍ରକାଶ ପାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ। ଏଥିରେ ବିଜେଡିକୁ ଜବରଦସ୍ତ ଫଳାଫଳତା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳିରେ ବିଜୟୀ ହୋଇଛନ୍ତି। କିନ୍ତୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଓ ପଦମପୁର ବିଜେପି ବିଧାୟକ ପ୍ରଦୀପ ପୁରହିତ ପରାସ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେଡି ୧୧୨, ବିଜେପି ୨୩, କଂଗ୍ରେସ ୯ଟି ଓ ଅନ୍ୟ […]

  • Saturday, 17 July 2021
umakot
ବିଜେଡିର ସୁବାସ ଗଣ୍ଡ ଓ ବିଜେପିର ପ୍ରଦୀପ ପୁରୋହିତ ପରାସ୍ତ

ଭୁବନେଶ୍ୱର : ଉମରକୋଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁବାସ ଗଣ୍ଡ ଓ ପଦମପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଶକ୍ତ ଧକ୍କା ଲାଗିଛି। ଉଭୟ ପରାଜୟ ବରଣ କରିଛନ୍ତି। ସୁବାସଙ୍କୁ ନିତ୍ୟାନନ୍ଦ ଗଣ୍ଡ ଓ ପ୍ରଦୀପଙ୍କୁ ରଞ୍ଜନ ସିଂହ ବରିହା ପରାସ୍ତ କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀର ବିଧାୟକ ସୁବାସ ୪୯୯୦୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ୫୯୬୬୩ ଭୋଟ ପାଇଛନ୍ତି। ସେହିପରି ପଦମପୁର ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ରଞ୍ଜନ ସିଂହ ବରିହା ୮୨୯୯୮ […]

  • Saturday, 17 July 2021
anananta
ଭୁବନେଶ୍ୱର ମଧ୍ୟ ଆସନରେ ବାଜି ମାରିଲେ ଅନନ୍ତ ଜେନା 

ଭୁବନେଶ୍ୱର  : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସଫଳତା। ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପାଖାପାଖି ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଅନନ୍ତ। ଏହି ବିଜୟ ସହ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା। କିଏ ଏହି ଆସନରୁ ବିଜୟଟିକା ପିନ୍ଧିବ ସେନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। […]

  • Saturday, 17 July 2021
narasingh
କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ

ଭୁବନେଶ୍ୱର : ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଜୟଦେବ ବିଧାନସଭା […]

  • Saturday, 17 July 2021
୪
କେଉଁ ସବୁ ହେଭିୱେଟ୍ ହାରିଲେ, ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟ ରାଜନୀତିର କିଛି ହେଭିୱେଟ୍ ନେତାଙ୍କୁ ଏଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ରଵୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, କଳିକେଶ ନାରାୟଣ ସିଂହଦେଓ, ରବିନାରାୟଣ ନନ୍ଦ, ବିଭୂତିଭୂଷଣ ବଳବନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜିନୀ ହେମ୍ବ୍ରମ, ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜୀବ ବିଶ୍ୱାଳ, ଅନନ୍ତ ଦାସ, ଭକ୍ତ ଦାସ, ପ୍ରଦୀପ ମାଝୀ ଆଦିଙ୍କୁ ପରାଜୟର ମୁହଁ ଦେଖିବାକୁ […]

  • Saturday, 17 July 2021
sambit patra
ପାରାଦୀପରେ ଜିତିଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ

ଭୁବନେଶ୍ୱର : ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଟିକେଟ୍‌ରେ ଏଠାରୁ ନିର୍ବାଚନ ଲଢ଼ୁଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ (ଅରିନ୍ଦମ ସର୍ଖେଲ୍‌)ଙ୍କୁ ହରାଇଛନ୍ତି। ସୂଚନା ଅନୁଯାୟୀ, ସମ୍ବିତ ୬୯,୩୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବାପି ସର୍ଖେଲ ୪୮,୫୪୨ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେପିର ସମ୍ପଦ ଚନ୍ଦ୍ର ସ୍ୱାଇଁ ୩୪,୫୬୩ ଖଣ୍ଡ ଭୋଟ୍ ପାଇଛନ୍ତି।

  • Saturday, 17 July 2021
GP
କିଏ ହେବ ପାସ୍, କିଏ ହେବ ଫେଲ୍ ; ଚାଲିଛି ଅଙ୍କକଷା

ଭୁବନେଶ୍ୱର : ରାତି ପାହିଲେ ଆସିବ ୧୯ର ଫଳାଫଳ । କିଏ ହେବ ପାସ୍, ଆଉ କିଏ ଫେଲ୍, ତାକୁ ନେଇ ଚାଲିଛି ଅଙ୍କକଷା । ପରୀକ୍ଷା ଦେଇ ରେଜଲ୍‌ଟକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପରି ଏବେ ପ୍ରାର୍ଥୀଙ୍କ ହାର୍ଟବିଟ୍ ବଢିଯାଇଛି। ଏକ୍‌ଜିଟ୍ ପୋଲ ଆକଳନ ବି କିଛି ନେତାଙ୍କ ରକ୍ତଚାପ ବଢାଇଦେଇଛି ।  କିଏ କିଏ ଶେଷ ମୁହୂର୍ତ୍ତରେ ଭଗବାନଙ୍କ ପାଖରେ ଅଧିଆ ପଡି ଭଲ ଫଳ ପାଇଁ ପ୍ରାର୍ଥନା ବି କରିଛନ୍ତି ପୁଣି କିଏ […]

  • Saturday, 17 July 2021
g
ରାତି ପାହିଲେ ଖୋଲିବ ଇଭିଏମ୍

ଭୁବନେଶ୍ୱର : କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ। କାଉଣ୍ଟିଂ ସେଣ୍ଟରରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ଓ ସାଧାରଣ ଜନତାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଲାଗିଛି ଏଲିଇଡି ସ୍କ୍ରିନ୍। ସେହିପରି କାଉଣ୍ଟିଂ ସେଣ୍ଟରରେ ବି ବ୍ୟାପକ ବନ୍ଦୋବସ୍ତ। ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା କେନ୍ଦ୍ରରେ ପୁଲିସ୍‌ର କଡ଼ା ସୁରକ୍ଷା ସହିତ ଲାଗିଛି ସିସିଟିଭି। ଯାଜପୁର, କଟକ, ପୁରୀ […]

  • Saturday, 17 July 2021