• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ns
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‌ ଓ ଏଡିଆର ପକ୍ଷରୁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟ। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମୋଟ୍‌ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ପ୍ରାର୍ଥୀ। ଧନୀ ତାଲିକାର ସବୁଠୁ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ଓ ସଙ୍ଗିତା ସିଂହଦେଓ। ବଲାଙ୍ଗିର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠାରୁ […]

  • Friday, 16 July 2021
ghadai9
ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର : ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କୁ ଆଜି ପୁଣିଥରେ ଦଳର ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ମଧ୍ୟ ୩ଟି ବିଧାନସଭା ଆସନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଘଡ଼େଇଙ୍କୁ ଦଳର ଉପସଭାପତି ପଦ ସହିତ ଖୋର୍ଦ୍ଧା, […]

  • Friday, 16 July 2021
jay panda
ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ସାଲେପୁର( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରାଲି। ଗଡିଜଙ୍ଗ ହାଟ ନରେନ୍ଦ୍ରପୁରରୁ ବାହାରିଥିବା ଏହି ରାଲି  ହରଚଣ୍ଡୀ ମନ୍ଦିର , ତରତ, ଗୌରୀଶଙ୍କର ପାର୍କ, ଅମରେଶ୍ୱର ବ୍ୟାଙ୍କ୍‌ ଛକ ହୋଇ ରାଣୀପଡ଼ା, ନିଶ୍ଚିନ୍ତକୋଇଲି, ବୁହାଳ ଏବଂ ଶେଷରେ ସୋମନାଥ ମନ୍ଦିର ବରପଡ଼ାରେ ଶେଷ ହେବ। ଏହି ରାଲିରେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଛନ୍ତି।

  • Friday, 16 July 2021
nayagada
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ନୟାଗଡ଼ ଦଶପଲ୍ଲା

ନୟାଗଡ଼ : ଚଳିତ ଥର ନିର୍ବାଚନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ତ୍ରୀମୁଖି ଲଢେଇ ଦେଖିବାକୁ ମିଳିଛି।  ନିର୍ବାଚନୀ ପ୍ରଚାରକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କରାଯାଇଛି। ନିର୍ବାଚନରେ ବିଜେଡ଼ି ଦଳ ଡ଼େବ୍ୟୁଟାଣ୍ଟ ରମେଶ ବେହେରାଙ୍କ ଉପରେ ଭରଷା କରିଛି। ଗାଁ ଗାଁ ବୁଲି ନିଜ ପାଇଁ ସମର୍ଥନ ମାଗୁଛନ୍ତି ରମେଶ। ବିଜେଡିର ଲୋକପ୍ରିୟତା ତାଙ୍କୁ ବହୁ ଭୋଟରେ ବିଜୟ କରିବ ବୋଲି ବିଶ୍ୱାସ ରଖିଛନ୍ତି ରମେଶ। ସେପଟେ ନିର୍ବାଚନୀ ପ୍ରଚାରରେ […]

  • Friday, 16 July 2021
navven
ଇଣ୍ଡିଆ ଟୁଡେକୁ ସାକ୍ଷାତକାର ବେଳେ ବଦଳିଲା ନବୀନଙ୍କ ସ୍ୱର

ଭୁବନେଶ୍ୱର : ଇତିହାସ ପାଲଟିଯାଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମଦୂରତା ମନ୍ତବ୍ୟ। ସର୍ବଦା କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ସ୍ୱର ଏବେ ବଦଳିଛି। ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତ୍‌କାର ବେଳେ ସମଦୂରତା ପ୍ରସଙ୍ଗରେ ନବୀନ ଭିନ୍ନ ମତ ପୋଷଣ କରିଛନ୍ତି। ଏହି ସାକ୍ଷାତକାରରେ ନବୀନ କହିଛନ୍ତି, ଯିଏ ଓଡ଼ିଶାକୁ ଲାଭ ଦେବେ, ଯିଏ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବେ, ତାକୁ ସମର୍ଥନ ଦେବୁ। ସିଏ ଏନ୍‌ଡିଏ […]

  • Friday, 16 July 2021
vvpat
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର, କଟକ ସହ ୬ଟି ସଂସଦୀୟ ଲୋକସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ମତଦାନ ଲାଗି ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ ହୋଇଛି।  ଏଥିରେ  ପୋଲିଂ କର୍ମଚାରୀ ଯୋଗ ଦେଇ ମକ୍ ପୋଲିଂ ମାଧ୍ୟମରେ ମେସିନ୍‌କୁ ଯାଞ୍ଚ କରାଯାଇଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୫ଟି ବିଧାନସଭା ମଣ୍ଡଳୀ ଭୁବନଶ୍ୱର ଉତ୍ତର, ମଧ୍ୟ, ଏକାମ୍ର, ଜୟଦେବ […]

  • Friday, 16 July 2021
photo
ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ

ଟିଟିଲାଗଡ଼ (ମାନସ ମହାନ୍ତି): ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ଟିଟିଲାଗଡ଼ର ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ ସେତିକି ବଢୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ତାଙ୍କୁ ଭୋଟର ବିରୋଧ କରୁଥିବା ଦେଖାଯାଉଛି। ଟିଟିଲାଗଡ଼ର ଶିଭ୍ରଟାପଡ଼ା ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥର ବି ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ଆଜି ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ। […]

  • Friday, 16 July 2021
bharthuhari
ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ : ଭର୍ତ୍ତୃହରି ମହତାବ

କଟକ (ବିବର୍ତ୍ତନ ପଣ୍ଡା) : ଏକ ଟଙ୍କାରେ ଖାଦ୍ୟସାଗ୍ରୀ ଦେବା ନେଇ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି। ବିଜେପିର ଏହି ଘୋଷଣା ଆକାଶ କଇଆଁ, ଚିଲିକା ମାଛ ସଦୃଶ ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରିବେନାହିଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଟଙ୍କାକରେ ୫ କେଜି ଚାଉଳ ସହ ଅଧ କିଲୋ ଡାଲି […]

  • Friday, 16 July 2021
baijayanta panda---1
ଦରିଆ ରାମଚଣ୍ଡୀଙ୍କ ପୀଠରେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଦରିଆ ରାମଚଣ୍ଡୀ ପୀଠର ଝାମୁଯାତ୍ରାରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ଶତାଧିକ କର୍ମୀଙ୍କ ସହିତ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଏହା ସହିତ ସେ ରାମନଗର ଅଞ୍ଚଳ ବୁଲି ଦେଖିଛନ୍ତି। ଲୋକଙ୍କ ସହିତ ମିଶି ଚା ପିଇବା ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ବୈଜୟନ୍ତ। ଏହି ଅବସରରେ ତାଙ୍କ ସହିତ ମହାକାଳପଡ଼ାର ବିଜେପି […]

  • Friday, 16 July 2021
leader 13
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ନେତାଙ୍କୁ ରିଲାକ୍ସ ପରିବର୍ତ୍ତେ ଟାସ୍କ

ଭୁବନେଶ୍ୱର : ଘମାଘୋଟ ପ୍ରଚାର ପରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କିନ୍ତୁ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଥିବା ବିଭିନ୍ନ ଦଳର ନେତାଙ୍କ ନିର୍ବାଚନ ପରିଚାଳନା କାମ ଏଯାଏ ସରିନି। ନିଜ ଅଞ୍ଚଳରେ ଭୋଟ୍ ସରିବାପରେ ଦଳ ସେମାନଙ୍କୁ ଦେଇଛି ଅନ୍ୟ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଖାସ୍ କରି ସଙ୍ଗଠନ ଦୁର୍ବଳ ଥିବା ଓ ଅଧିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀକୁ ଫୋକସ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ି ସାରିଥିବା ବିଜେଡି ନେତାଙ୍କୁ […]

  • Friday, 16 July 2021
sunil
ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍

ଝାରସୁଗୁଡ଼ା (ଭାଗୀରଥି ସାହୁ) : ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍। ଅଭିନେତା ସୁନିଲ ସେଠୀ ଓ ଅଭିନେତ୍ରୀ ମହିମା ଚୌଧୁରୀ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରାରେ ବିଜେଡିର ନିର୍ବାଚନ ପ୍ରଚାର କରିଛନ୍ତି। ବିଧାୟକ ପ୍ରାର୍ଥୀ ନବ ଦାଶ ଓ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସପକ୍ଷରେ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଏହି ଦୁଇ ତାରକା। ସେହିପରି ବ୍ରଜରାଜନଗରରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ […]

  • Friday, 16 July 2021
dharmendra chodwar
ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଚୌଦ୍ୱାର ( ପ୍ରକାଶ) : ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। କଟକ ଚୌଦ୍ୱାର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ଏହି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା […]

  • Friday, 16 July 2021
naveen nayagarh
ନବୀନ ପଚାରିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ

ନୟାଗଡ଼ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନୟାଗଡ଼ ଦଶପଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଏ ପ୍ରଶ୍ନବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିର ଡବଲ ଇଞ୍ଜିନ୍ ଥିଓରୀକୁ ସମାଲୋଚନା କରିବା ସହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସେ କେଉଁଠୁ ଲଢୁଛନ୍ତି ପ୍ରଶ୍ନ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ନବୀନ ପଚାରିଛନ୍ତି। ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି, ଜୋର୍‌ରେ ପାଟି […]

  • Friday, 16 July 2021
bjp rally
ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା ପରେ ରାଜନଗର ବଜାରରେ ପହଞ୍ଚିବ। ଏହି ରାଲିରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।

  • Friday, 16 July 2021
protest3
ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ

ବ୍ରହ୍ମଗିରି ( ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରିରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ। ନିଜ ନିର୍ବାଚନମଣ୍ଡଳୀ ବେଣ୍ଟପୁର ପଞ୍ଚାୟତ ବିଜିପୁର ଗାଁରେ ବିରୋଧ କରି ସଂଜୟଙ୍କ ବାଟ ଓଗାଳିଲେ ମହିଳା। ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ମହିଳାମାନେ ଚିଟ୍‌ଫଣ୍ଡ ଟଙ୍କା କେବେ ମିଳିବ ବୋଲି ପ୍ରଶ୍ନ କରି ସଂଜୟଙ୍କ ବାଟ ଓଗାଳିଳିଛନ୍ତି। ବିଜେଡି କର୍ମୀଙ୍କ ସହ ମହିଳାଙ୍କ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

  • Friday, 16 July 2021
arun singh
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସିଂହ

କେନ୍ଦୁଝର : କେନ୍ଦୁଝରରେ ବିଜେପି ପ୍ରଭାରୀ ଅରୁଣ ସିଂହ। ସେଠାରେ ଦଳ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି,୧୯ ବର୍ଷ ଶାସନ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଭୟଭୀତ। ଆଉ ମଧ୍ୟ କହିଛନ୍ତି, ଉଚ୍ଚପଦସ୍ଥ ଅଧିକାରୀମାନେ ପଦର ଦୁରୁପଯୋଗ କରୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଫ୍ରି ଡାଟା ସହିତ ମୋବାଇଲ ଦିଆଯିବ। କଲେଜ ପଢୁଆ ଝିଅଙ୍କୁ ମାଗଣାରେ ସ୍କୁଟି ଦିଆଯିବ। ପ୍ରତ୍ୟେକ […]

  • Friday, 16 July 2021
bjp1
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେରାଦ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି ଯେ ଭୋଟ୍ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୩ଟି ଜାଗାରେ ସଭା କରିଛନ୍ତି। ବୌଦ୍ଧ, ସୋନପୁର, ବାଲିଗୁଡ଼ାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିଥିବା ବେଳେ କିଛି ଗଣମାଧ୍ୟମ ଏହା ସିଧା ପ୍ରସାରଣ ବି […]

  • Friday, 16 July 2021
bjd
ଓଟିଭିର କଣ୍ଠରୋଧ ଲାଗି ବିଜେଡିର ଲଗାତର ପ୍ରୟାସ ; ୨୪ ଘଣ୍ଟାରେ ସିଇଓଙ୍କ ପାଖରେ ୪ ଅଭିଯୋଗ

ଭୁବନେଶ୍ୱର : ବିଭିନ୍ନ ଆଳରେ ‘ଓଟିଭି’ର କଣ୍ଠରୋଧ ଲାଗି ବିଜେଡ଼ିର ଲଗାତାର ପ୍ରୟାସ। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ଦର୍ଶାଇ ଚାନେଲ ବିରୋଧରେ ଗତକାଲି ଠାରୁ ଲଗାତାର ଚାରୋଟି ଅଭିଯୋଗ ଆଣି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ତେବେ ଗତକାଲି ବିଜେପି ପ୍ରେସ୍‌ମିଟ୍‌ ଲାଇଭ୍‌ ଟେଲିକାଷ୍ଟ ନେଇ ମିଛ ଅଭିଯୋଗ, ବିଜେଡ଼ିର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ବେଳେ ମୁହଁ ଲୁଚାଇବାକୁ ଦଳ ଆଜି ନୂଆ ନୂଆ ଭେଳିକିର ସାହାଯ୍ୟ ନେଇଛି। […]

  • Friday, 16 July 2021
dilip
ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦିଲୀପ ରାୟ

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଜରିଆରେ ସେଲ୍‌ ଦ୍ୱାରା ଏହି କାମ ଆରମ୍ଭ କରାଇଥିବା ଦିଲୀପ ଜଣାଇଛନ୍ତି। ଆଇଜିଏଚ୍ ପାଇଁ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ୧୦୫ କୋଟି ୭୫ ଲକ୍ଷ୍ୟ […]

  • Friday, 16 July 2021
leader
ଭୋଟ୍‌କୁ ନେଇ ଖାଲି ଜନତା ନୁହଁନ୍ତି, ନେତାଙ୍କ ଭିତରେ ବି ଥିଲା ପ୍ରବଳ ଆଗ୍ରହ

ଭୁବନେଶ୍ୱର : ୧୯ ମହାସମରର ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ସାଧାରଣ ଜନତାଙ୍କ ଭଳି ମତଦାନକୁ ନେଇ ବେଶ୍ ଉତ୍ସାହିତ ଥିଲେ ବିଭିନ୍ନ ଦଳର ରାଜନେତା। ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଅପେକ୍ଷା କରିଥିଲେ ରାଜନେତା। କଳାହାଣ୍ଡି ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ତିନି ହେଭିୱେଟ୍ ନିଜ ଅଞ୍ଚଳରେ ଭୋଟ୍ ଦାନ କରିଥିଲେ। କଳାହାଣ୍ଡି ଲୋକସଭା ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ […]

  • Friday, 16 July 2021
first phase
ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମେ’ ୨୩ରେ ଜଣା ପଡିବ ଫଳାଫଳ। ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଜି ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍କଣ୍ଠା। ଯୁବ, ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ଭୋଟ୍ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସମସ୍ତେ […]

  • Friday, 16 July 2021
kotia
ଆନ୍ଧ୍ର ଯାଇ ଭୋଟ ଦେଲେ କୋଟିଆ ଗାଁ ଲୋକେ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍। ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।

  • Friday, 16 July 2021
malkangiri
ନକ୍ସଲଙ୍କ ଭୟରେ ଭୋଟ୍‌ ଦେଲେନି ଭୋଟର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। […]

  • Friday, 16 July 2021
aparajita
ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ରେ ଭୋଟ ଭିକ୍ଷା କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍‌ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର ଭିତରକୁ ଯାଇ ଆଇନ୍‌ଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଥିଲେ। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ  ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ […]

  • Friday, 16 July 2021
amit sahah
ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର  : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କେନ୍ଦୁଝର ମେଡିକାଲ୍ କଲେଜ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଏପ୍ରିଲ୍ ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବଡ଼ମ୍ବା ଓ ଢେଙ୍କନାଳରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଶାହ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ଗସ୍ତରେ […]

  • Friday, 16 July 2021