• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

puri
ଭୋଟରଙ୍କୁ ସଚେତନ ପାଇଁ ବାଲୁକା କଳା

ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି। ଏହାର ଥିମ୍‌ ରହିଛି ‘ଭୋଟ ଫର୍ ବେଟର ଇଣ୍ଡିଆ’। ଭୋଟରମାନେ କୌଣସି ପ୍ରକାରେ ପ୍ରଭାବିତ ନହୋଇ ସଠିକ୍‌ ମତଦାନ କରିବା ସହ ସୁଦୃଢ ଓ ବିକାଶଶୀଳ ଦେଶ ନିର୍ମାଣରେ ସାହାଯ୍ୟ କରିବାକୁ […]

  • Tuesday, 20 July 2021
late
ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ତେବେ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଛି। ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥରେ ୪୫ ମିନିଟ୍ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍‌ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ୩ଟି ବୁଥ୍‌ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ଲମତାପୁଟ ହାଇସ୍କୁଲର ୭୭, ହନୁମାଳ […]

  • Tuesday, 20 July 2021
jeypore
ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ହେଲା ମକ୍ ପୋଲ୍

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ତେବେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍‌ରେ ମକ୍ ପୋଲ୍ ହୋଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥ୍‌ରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥ୍‌ରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଡମି ବାଲଟ୍ ସିଟ୍ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର […]

  • Tuesday, 20 July 2021
election
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଏହି ୪ ଲୋକସଭା ଆସନ ହେଉଛି କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ […]

  • Tuesday, 20 July 2021
naveen
ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ବିଭିନ୍ନ ସ୍ଥାନରେ କରିବେ ରୋଡ୍ ଶୋ’

ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଏବଂ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱତନ୍ତ୍ର ହେଲକପ୍ଟରେ ଭୁବନେଶ୍ୱରରୁ ଆସି ସାନଖେମୁଣ୍ଡିର ମୋହନାଳ ବ୍ଲକ୍‌ ଅଫିସ ପାଖ ପଡ଼ିଆରେ ଅବତରଣ କରିବେ। ଏଠାରେ  ସେ ଏକ ରୋଡ ଶୋ’ କରିବା ପରେ ପାଟପୁର ସଭାରେ ଉଦବୋଧନ ଦେବେ। ଏହାପରେ ଚୁଡ଼ଙ୍ଗପୁର ଓ ସାହସପୁରରେ ରୋଡ୍ ଶୋ’ କରିବେ। ସେଠାରୁ ଯାଇ ମୁଖ୍ୟମନ୍ତ୍ରୀ ରାଧାଦେଇପୁରରେ […]

  • Tuesday, 20 July 2021
kishan
ନାମାଙ୍କନର ଶେଷ ଦିନରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିନି ଟିକେଟ୍‌

ଭୁବନେଶ୍ୱର: କଂଗ୍ରେସରେ ଟିକେଟ୍‌ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିନି। ଧର୍ମଶାଳାରୁ କଂଗ୍ରେସ ଟିକେଟ୍‌ ଖଣ୍ଡକ ପାଇଁ  ନିରଞ୍ଜନଙ୍କ ଘରେ ବସି ରହିଛନ୍ତି କିଷାନ ପଣ୍ଡା। ଦୁଇ ଦିନ ତଳେ କଂଗ୍ରେସ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇ ଥିଲା। ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ତେବେ ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଏ ପର୍ଯ୍ୟନ୍ତ ଟିକେଟ୍ ମିଳିପାରିନ ଥିବା ଜଣାପଡ଼ିଛି। ଆଜି […]

  • Tuesday, 20 July 2021
congress
କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଆଜି ସେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ସୁମିତ୍ରା ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଟିକେଟ୍‌ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଗତକାଲି ମଧ୍ୟ ସେ ନିରଞ୍ଜନଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ […]

  • Tuesday, 20 July 2021
rajendra
ପକେଟ୍‌ ଖାଲି ତଥାପି ରାଜନୀତି ରଣାଙ୍ଗନରେ ରାଜେନ୍ଦ୍ର

ନାରାୟଣପାଟଣା(ପି.ଗୋବି‍ନ୍ଦରାଜୁ ସୁବୁଦ୍ଧି): ନିର୍ବାଚନକୁ ନେଇ ସାରାଦେଶରେ ଏବେ ରାଜନୀତି ସରଗରମ ରହିଛି। ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀମାନେ ଘନଘନ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ମାରିଛନ୍ତି। ହେଲେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢୁଥିବା ସିପିଆଇଏମ୍‌ଏଲ୍ ରେଡ୍ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେଣ୍ଡ୍ରୁକାଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା। ନିର୍ବାଚନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାଙ୍କ ପାଖରେ ମାତ୍ର ୬୦ଟଙ୍କା ରହିଛି। ଆଉ ଏବେ ସେ ଖୋଲିଥିବା ନୂଆ ବ୍ୟାଙ୍କ […]

  • Tuesday, 20 July 2021
bjp
ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା। ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନପାରିବାରୁ ସେଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ୍‌ ହେଲିକପ୍ଟଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। […]

  • Tuesday, 20 July 2021
congress
ବଡ଼ଚଣା ଓ ନିମାପଡ଼ା ଆସନ ପାଇଁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ା ଆସନ ଲାଗି ଦଳ ପକ୍ଷରୁ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବଡ଼ଚଣା ପାଇଁ ଅଜୟ ସାମଲ ଏବଂ ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ  ଟିକେଟ୍ ଦେଇଛି କଂଗ୍ରେସ। ଗତକାଲି ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର ଓ  ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇ ଦେଇଥିଲେ।

  • Tuesday, 20 July 2021
priti
ନିର୍ବାଚନରୁ ଓହରିଲେ ପ୍ରୀତିନନ୍ଦା

ଭୁବନେଶ୍ୱର: ନିର୍ବାଚନରୁ ଓହରିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଭୁବନେଶ୍ୱର ଉତ୍ତର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ କମ୍ ସମୟ ମଧ୍ୟରେ ନୂଆ ଚିହ୍ନ ନେଇ ଲୋକଙ୍କ ନିକଟରେ ପହଞ୍ଚି ହେବନାହିଁ ବୋଲି ପ୍ରୀତିନନ୍ଦା କହିଛନ୍ତି। ନୂଆ ଚିହ୍ନରେ ପ୍ରଚାର ପତ୍ର ଛପେଇ ମାତ୍ର ୮ରୁ ୯ ଦିନ ମଧ୍ୟରେ […]

  • Tuesday, 20 July 2021
rahul gandhi
ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି। ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ସାଧାରଣ ସଭାରେ ରାହୁଲଙ୍କ କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। କନ୍ଧମାଳ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କ ଆସାମ ଏବଂ ବିହାରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Tuesday, 20 July 2021
bjp
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ଆସନ୍ତା ୧୧ ତାରିଖରେ ଭୋଟ୍‌ ଗ୍ରହଣ ହେବ।  ସେଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡ଼ିଛନ୍ତି। ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ମାତ୍ର କିଛି ଘଣ୍ଟା ରହିଛି। ଅପରାହ୍ନ ୫ଟାରେ ଶେଷ ହେବ ପ୍ରଚାର।  ପ୍ରଚାରକୁ ଆଉ ମାତ୍ର କିଛି ଘଣ୍ଟା ରହିଯାଇଥିବାବେଳେ ଭୋଟରକୁ ମନାଇବା ପାଇଁ ସବୁ […]

  • Tuesday, 20 July 2021
bjd
ବିଜେଡି ଛାଡ଼ିଲେ ରବି ମଲ୍ଲିକ

ଭୁବନେଶ୍ୱର: ପୁରୀ ଜିଲ୍ଲା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡି ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହିତ ସେ ଯୋଜନା ବୋର୍ଡ ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି। ରବି ମଲ୍ଲିକ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏପରିକି ବିଜେପି ତାଙ୍କୁ କାକଟପୁରରୁ ବିଧାୟକ ପ୍ରାର୍ଥୀ କରିପାରେ।  […]

  • Tuesday, 20 July 2021
congress
ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ: ସୁମିତ୍ରା ଜେନା

ଭୁବନେଶ୍ୱର: ଟିକେଟ୍‌ ବଣ୍ଟନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବର୍ଷିଛନ୍ତି। ସୁମିତ୍ରା ଜେନା କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଶକୁନି ରୋଲ କରୁଛନ୍ତି। ଉଭୟ ବାପ-ପୁଅ ବ୍ୟାବସାୟିକ ଡିଲ୍ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଦ ବ୍ୟବସାୟୀ ଓ ଖଣି ମାଫିଆଙ୍କୁ ଟିକେଟ୍ ଦିଆଯାଇଛି। ମେ’ ୨୩ରେ ପିସିସି ସଭାପତି ଏହାର ଜବାବ ପାଇବେ।  କଂଗ୍ରେସ ୫/୬ଟି ସିଟ୍ ପାଇବ। ପିସିସି ସଭାପତି ମହିଳାଙ୍କ […]

  • Tuesday, 20 July 2021
amit
ଆସନ୍ତାକାଲି ପୁରୀରେ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଏକ ବିରାଟ ରୋଡ୍ ଶୋ’ କରିବେ।  ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ହେବ ଏହି ରୋଡ୍ ଶୋ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିପାରନ୍ତି। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  ସୂଚନା ଦେଇଛନ୍ତି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ଭୁବନେଶ୍ୱରରେ ଆୟୋଜିତ […]

  • Tuesday, 20 July 2021
bjp
ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ରୂପା ଗାଙ୍ଗୁଲି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତେବେ ଶେଷ ଦୁଇ ଦିନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରସୋର୍ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ଓଡ଼ିଶାରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ଗଞ୍ଜାମର ଛତ୍ରପୁର, ଖଲିକୋଟର ବିକ୍ରମପୁର ଗ୍ରାମପଞ୍ଚାୟତରେ ଆୟୋଜିତ ସମାବେଶରେ […]

  • Tuesday, 20 July 2021
kendrapara
ବିଜେଡିରେ ମିଶିଲେ ଉତ୍କଳ ଓ ପ୍ରମୋଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ଗତକାଲି ବିଜେଡିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି। ନବୀନ ନିବାସ ଯାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲା ପରେ ସେମାନେ ନିଜ ନିଜ ଦଳ ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ା […]

  • Tuesday, 20 July 2021
aprajita
ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ହଟହଟା ହେଲେ ପୂର୍ବତନ ମହିଳା କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି। ବିଜେଡିର ୫ ପୂର୍ବତନ ମହିଳା କର୍ପୋରେଟର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିଶନର ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମାଗିଥିବା ଦୁର୍ନୀତିର ତଥ୍ୟ ପ୍ରମାଣ କିମ୍ବା ଠୋସ୍ ପ୍ରଶ୍ନର ଉତ୍ତର ସେମାନେ ଦେଇପାରି ନଥିଲେ। ଫଳରେ ସାମ୍ବାଦିକ ସମ୍ମିଳନୀରେ […]

  • Tuesday, 20 July 2021
koraput
ସାପ୍ତାହିକ ହାଟରେ ଜମୁଛି ନେତାଙ୍କ ପ୍ରଚାର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ରହିଛି ମାତ୍ର ୬ଦିନ। ଆଉ ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ସାଧାରଣତଃ ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟରଙ୍କ ଘରକୁ ଯାଇ ମନାଇଥାନ୍ତି। ଏମିତିକି ଗାଁ ଗାଁରେ ସଭା ସମିତି କରି ମନାଇବାକୁ ପ୍ରୟାସ କରିଥାନ୍ତି। ତେବେ କୋରାପୁଟ ନିର୍ବାଚନ଼ମଣ୍ଡଳୀରେ ନେତାମାନେ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ସ୍ଥାନୀୟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଏବେ ପ୍ରାର୍ଥୀଙ୍କ ନଜରରେ […]

  • Tuesday, 20 July 2021
bjp
ନୂଆ ଓଡ଼ିଶା ଗଠନ ପାଇଁ  ବିଜେପି ଜାରି କଲା ‘ସଂକଳ୍ପ ପତ୍ର’

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ କମିଟି ତୃଣମୂଳସ୍ତରରୁ ଲୋକଙ୍କ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିଛନ୍ତି। ନୂଆ ଓଡ଼ିଶା ଗଠନ ଲାଗି ୯ ସଂକଳ୍ପ ସମ୍ବନ୍ଧିତ ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ପ୍ରଥମ […]

  • Tuesday, 20 July 2021
rabi
ବିଜେଡି ଛାଡ଼ିଲେ ରବିନାରାୟଣ ପାଣି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ରବିନାରାୟଣ ପାଣି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା କହିଛନ୍ତି।  ୨୦୦୯ରୁ ୨୦୧୪ ଯାଏ ସେ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପୂର୍ବରୁ ସେ ୧୯୮୯ରୁ ୯୧ ଯାଏ ଜନତା ଦଳରୁ ଦେବଗଡ଼ର ବିଧାୟକ […]

  • Tuesday, 20 July 2021
congress
୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରେ ନିର୍ବାଚନ ଲଢ଼ିବେ। ଘସିପୁରା ସହ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ। ଭଦ୍ରକରୁ ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ଟିକେଟ୍ ମିଳିଥିବା ବେଳେ ବଡ଼ଚଣାରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର। ସାଲେପୁରରୁ ରବୀନ୍ଦ୍ର ନାଥ କର,ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କାଙ୍କୁ ଟିକେଟ୍ ମିଳିଛି। ସେହିପରି ବାଲିକୁଦା […]

  • Tuesday, 20 July 2021
bjd
ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିରୋଧ, ଭିଡିଓ ଭାଇରାଲ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୁଷ୍ପେନ୍ଦ୍ର ପ୍ରଚାର କରୁଥିବାବେଳେ କୋକସରା କାଉଡ଼ଲା ଗାଁରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ନେଇ ଲୋକମାନେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ। ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ […]

  • Tuesday, 20 July 2021
baripada
ବାରିପଦାରୁ ଲଢ଼ିବେ ସରୋଜିନୀ ହେମ୍ବ୍ରମ୍‌

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାଁ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସରୋଜିନୀ ୨୦୦୯ରୁ ୨୦୧୪ ଯାଏ ବାଙ୍ଗିରିପୋଷିରୁ ବିଧାୟକ ଥିଲେ। ଏହାସହ ୨୦୧୨ରୁ ୨୦୧୪ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ। ତେବେ ୨୦୧୪ରେ ଜେଏମ୍ଏମ୍ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁଦାମ ମାରାଣ୍ଡିଙ୍କୁ ଦଳ ଟିକେଟ୍‌ […]

  • Tuesday, 20 July 2021