• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

advejary
ଶୃଙ୍ଖଳିତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ’ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା ରୁଜୁ […]

  • Tuesday, 20 July 2021
pratap
ପ୍ରତାପ ଜେନାଙ୍କ ଭୋଟ ପାଇଁ ପ୍ୟାକେଜ୍‌ ଘୋଷଣା: ଦେବେ ୩୫ ଲକ୍ଷ !

ସାଲେପୁର: ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଖୋଲା ଅଫର ଘୋଷଣା କରିଛନ୍ତି। ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ମନ୍ତ୍ରୀ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଛନ୍ତି। ଏହି ଅର୍ଥ ନିର୍ବାଚନ ପରେ […]

  • Tuesday, 20 July 2021
mamata
ମମତାଙ୍କ ମହିଳା କାର୍ଡ ବଢ଼ାଇଲା ଓଡ଼ିଶାରେ ଚିନ୍ତା

ଭୁବନେଶ୍ୱର: ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ୪୨ ସାଂସଦ ସିଟ୍‌ରେ ୧୭ ଜଣ ମହିଳା (୪୧ ପ୍ରତିଶତ)ଙ୍କୁ ପ୍ରାର୍ଥୀ କରି ପୂରା ଦେଶରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିବାକୁ ଲାଗିଛି। ମମତାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ପରେ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିବା କଂଗ୍ରେସ୍‌ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛି। ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି କିଛିଦିନ ତଳେ ଜାତୀୟ […]

  • Tuesday, 20 July 2021
bjd1
ସମ୍ଭାବ୍ୟ ବିଦ୍ରୋହ ଏଡ଼ାଇବାକୁ ବିଜେଡିର ନୂଆ ଯୋଜନା!

ଭୁବନେଶ୍ୱର: ଏକାଧିକ ଆଶାୟୀ ତା’ସାଙ୍ଗକୁ ସିଟିଂ ବିଧାୟକ ଓ ସାଂସଦଙ୍କ ବିରୋଧରେ ଜନମତ। ଏହାକୁ ନେଇ ପ୍ରାର୍ଥୀ ଚୟନ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେଡି। ତେଣୁ ସମ୍ଭାବ୍ୟ ଅସନ୍ତୋଷ ଓ ବିଦ୍ରୋହକୁ ଏଡ଼ାଇବା ଲାଗି ଦଳ ଏକାଥରକେ ବଦଳରେ ପର୍ଯ୍ୟାୟ କ୍ରମେ କରିପାରେ ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟ ପାଇଁ ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଥିଲେ ବି ଆଜି ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ। ସେ ଫାଇନାଲ୍ ଟଚ୍ ଦେବା ପରେ ତାଲିକା ଘୋଷଣା […]

  • Tuesday, 20 July 2021
dama
କେଉଁ ଦଳକୁ ଯିବେ ଦାମ ?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏବେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ସେ ବିଜେପି ନା କଂଗ୍ରେସ୍‌କୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଦାମ ଦାମ କହିଛନ୍ତି, “ସେ ନିଶ୍ଚିତ ଯିବେ, ତେବେ କେଉଁ ଦଳକୁ ଯିବେ ତାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜଣାଇବେ। ଉଭୟ ବିଜେପି […]

  • Tuesday, 20 July 2021
naveen
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇନାଲ୍‌ ଟଚ୍‌ ଦେବା ବାକି ରହିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ପାଇଁ ବିଜେଡି ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ୪ଟି ଲୋକସଭା ସମେତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ତେବେ […]

  • Tuesday, 20 July 2021
congress
ପୃଥ୍ୱୀ ନିର୍ବାଚନ ଲଢ଼ିବାକୁ ଚାହିଁଲେ, ବିଚାର କରିବୁ: ନିରଞ୍ଜନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ସଙ୍କେତ ଦେବା ପରେ ରାଜ୍ୟ କଂଗ୍ରେସ୍‌ରେ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଲଢିବା ନେଇ ପୃଥ୍ୱୀବଲ୍ଲଭ ଇଚ୍ଛୁକ ନୁହନ୍ତି। ସେ ଏଥିପାଇଁ ଆଗ୍ରହୀ ନଥିବା ବ୍ୟକ୍ତିଗତ ଭାବେ ମୋତେ ଜଣାଇଛନ୍ତି।” ସେ ଆହୁରି କହିଛନ୍ତି, “ଯଦି ସେ ନିର୍ବାଚନ ଲଢିବା ପାଇଁ […]

  • Tuesday, 20 July 2021
sdfsadf
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ

ଭୁବନେଶ୍ୱର: ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି। ଦଳୀୟ ଟିକେଟ୍ ନ ମିଳିବାରୁ ଗତକାଲି ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ସିପ୍ରା। ପ୍ରାର୍ଥିପତ୍ର ପ୍ରତ୍ୟାହାର ନିଷ୍ପତ୍ତି ପରେ ସିପ୍ରା କହିଛନ୍ତି,“ଏଥର ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିଲା। […]

  • Tuesday, 20 July 2021
fdgfg
ଭୋଟ୍‌ ଗ୍ରହଣ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ ପ୍ରସ୍ତୁତି କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ନିର୍ବାଚନ ହେବ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର୍ ଯୋଗେ ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର୍ ନିୟୋଜିତ କରାଯାଇଛି। ଚିତ୍ରକୋଣ୍ଡାର କୁନ୍ତରପଦରରେ ୧୦ଟି ବୁଥ ଥିବାରୁ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ  ହେଲିକପ୍ଟର୍‌ରେ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥକୁ […]

  • Tuesday, 20 July 2021
fdsdf
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ଧର୍ମଗଡ଼: ରାଜ୍ୟରେ ନିର୍ବାଚନୀ ମାହୋଲ ଚାଲୁଥିବାରୁ ବିଭିନ୍ନ ଆଡ଼ୁ ଟଙ୍କା ଓ ମଦ ଜବତ ହେଉଥିବା ବେଳେ ଆଜି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ଏହି ମୋଟା ଅଙ୍କର ଅର୍ଥରାଶି ଜବତ ହୋଇଛି। ଜୟପାଟଣାରେ ପ୍ରଦୀପଙ୍କ କାର୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାଡ୍। ତେବେ ଏହି ଟଙ୍କା କେଉଁଠୁ ଆସିଲା ସେ […]

  • Tuesday, 20 July 2021
bhauja
ବଲାଙ୍ଗିରରେ ଏଥର ବି ରୟାଲ ଫାଇଟ୍: ମୁହାଁମୁହିଁ ରାଜପରିବାର ଦିଅର ଓ ଭାଉଜ

ବଲାଙ୍ଗିର(ମନରଂଜନ ଯୋଷୀ): ବଲାଙ୍ଗିର ଲୋକସଭା ଆସନରେ ଏଥର ବି ରୟାଲ୍ ଫାଇଟ୍ ଦେଖିବାକୁ ମିଳିବ। କାରଣ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ପାଟଣା ରାଜପରିବାର ଦିଅର-ଭାଉଜ। ବିଜେପି ପ୍ରାର୍ଥୀ ସଂଗୀତ ସିଂହଦେଓଙ୍କୁ ଟକ୍କର ଦେଉଛନ୍ତି ବିଜେଡିର କଳିକେଶ ସିଂହଦେଓ। ୨୦୦୯ ଓ ୨୦୧୪ରେ ବିଜେଡି କ୍ରମାଗତ ଭାବେ ଦୁଇ ଥର ଏହି ଆସନକୁ କବ୍‌ଜା କରିଛି। ଉଭୟ ଥର ରାଜ ପରିବାରର ଲାଲସାହେବ କଳିକେଶଙ୍କୁ ନିର୍ବାଚିତ କରିଛନ୍ତି ବଲାଙ୍ଗିରବାସୀ। ବାପା ଅନଙ୍ଗ ଉଦୟ ସିଂଦେଓ ଓ ଦଳୀୟ […]

  • Tuesday, 20 July 2021
naveen
ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ତଳସରା ବିଧାନସଭାମଣ୍ଡଳୀର ତିଲେଇକାନୀ, ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ଜାମପାଲି ଓ ବଣାଇ ଏବଂ ପରେ ବୀରମିତ୍ରପୁର ବିଧାନସଭା ର୍ନିବାଚନମଣ୍ଡଳୀର ରାଏବଗାରେ ର୍ନିବାଚନୀ ସଭାରେ […]

  • Tuesday, 20 July 2021
fs
କଂଗ୍ରେସଠୁ ଆହୁରି ନିକୃଷ୍ଟ ଶାସନ ବିଜେଡିର: ଶାହ

ଭୁବନେଶ୍ୱର: ଓଡ଼ିଶା ଗସ୍ତ ଅବସରରେ ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦଳର ଇସ୍ତାହାର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବିଜେଡିର ଶାସନ କଂଗ୍ରେସ ଶାସନଠାରୁ ମଧ୍ୟ ନିକୃଷ୍ଟ ଧରଣର। ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ସରକାରରେ ନବୀନ ଆଗରେ ଥିଲେ ବି ପଛରେ ରହି ବାବୁମାନେ ହିଁ ଶାସନ କରୁଛନ୍ତି। ଦୂରଦୃଷ୍ଟିର ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଉଛି। ବିଜେଡିରେ […]

  • Tuesday, 20 July 2021
g
ଭାଇରାଲ୍ ଭିଡ଼ିଓକୁ ନେଇ ଅଡ଼ୁଆରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ

ଭୁବନେଶ୍ୱର: ଭାଇରାଲ ଭିଡ଼ିଓ ନେଇ ଅଡ଼ୁଆରେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ। ସୋଶାଲ୍ ମିଡିଆରେ ପ୍ରଦୀପ ମାଝୀଙ୍କ ସହ ଏକ ଯୁବତୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ ହେବା ପରେ ବିଜେଡି ମହିଳା ମୋର୍ଚ୍ଚା ପ୍ରଦୀପଙ୍କୁ ଟାର୍ଗେଟ୍‌ କରିଛି। ଯାହାର ନାରୀ ଜାତିଙ୍କ ପ୍ରତି ସମ୍ମାନ ନାହିଁ ସେ ସଂସଦରେ ନାରୀ ଜାତିର ନ୍ୟାୟ ପାଇଁ କ’ଣ ଲଢ଼େଇ କରିବ ବୋଲି ବିଜେଡି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି। ଏଆଇସିସି ଓ ପିସିସି ତରଫରୁ ପ୍ରଦୀପଙ୍କ […]

  • Tuesday, 20 July 2021
naveen
ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜୋର୍‌ଦାର୍ ପ୍ରଚାର

ଭୁବନେଶ୍ୱର: ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜୋରଦାର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣୁପୁର ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ। ତିତଲିରେ ଅନେକ କ୍ଷୟକ୍ଷତି ହୋଇଥିଲେ ହେଁ ଓଡ଼ିଶାକୁ କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାର ପାତରଅନ୍ତର କଲେ। ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ସହଯୋଗ କରିନାହାନ୍ତି। ଏବେ ନିର୍ବାଚନ ଆସିବାରୁ ଓଡ଼ିଶା କଥା କେନ୍ଦ୍ରର ମନେ ପଡ଼ିଲା ବୋଲି ନବୀନ କହିଛନ୍ତି। ତେବେ […]

  • Tuesday, 20 July 2021
congress
କଂଗ୍ରେସର ଇସ୍ତାହାର ଘୋଷଣା: ଫୋକସ୍‌ରେ ଚାଷୀ, ମହିଳା ଓ ଗରିବ

ଭୁବନେଶ୍ୱର: ଓଡ଼ିଶା ପାଇଁ କଂଗ୍ରେସ ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ପିସିସି ତରଫରୁ ଏହା ଘୋଷଣା କରାଯାଇଛି। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷୀ ସମସ୍ୟା, ମହିଳାଙ୍କ ସମସ୍ୟା ଓ ଗରିବଙ୍କୁ ମୁଖ୍ୟତଃ ପ୍ରାଧାନ୍ୟ ମିଳିଛି। ଗରିବଙ୍କ ପାଇଁ ମାସିକ ୬ ହଜାର ଟଙ୍କା ପ୍ରଦାନ ପାଇଁ ଜାତୀୟ ସ୍ତରରେ କଂଗ୍ରେସ ଯାହା ଘୋଷଣା କରିଥିଲା, ତାକୁ ଦୋହରାଇଛି ପିସିସି। ଏଥିସହିତ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଆଉ କ’ଣ ସବୁ ରହିଛି ଆସନ୍ତୁ ଜାଣିବା। ୨. […]

  • Tuesday, 20 July 2021
bhanj
ବିଜେପିରେ ଯୋଗ ଦେଲେ ମୟୂରଭଞ୍ଜ ମହାରାଜା

ବାରିପଦା(ମାଣିକଲାଲ ପାଣି): ମୋରଡାର ପୂର୍ବତନ ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ତାଙ୍କ ପରିବାରଙ୍କ ସହିତ ଅନେକ ସମର୍ଥକ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ପୂର୍ବତନ ବିଧାୟକ ବିରାମ ମୁର୍ମୁ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

  • Tuesday, 20 July 2021
dg
ଯାଜପୁରରେ ବିଭିନ୍ନ ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି।  ଗତକାଲି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ଶୃତିରେଖା ପହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବିଂଝାରପୁର ପାଇଁ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ନିଜ ସମର୍ଥକଙ୍କ ସହ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନସ ଜେନା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ଯାଜପୁରରେ […]

  • Tuesday, 20 July 2021
flaf
ନିର୍ବାଚନ ପୂର୍ବରୁ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ୍

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ ହୋଇଛି। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯିବା ସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇ ଜିଲ୍ଲା ପୁଲିସ୍ ଓ ସିଆରପିଏଫ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ରାୟଗଡ଼ା ପୁଲିସ ଓ ସିଆରପିଏଫ୍ ଯବାନମାନେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡ଼ିଆରୁ ବାହାରି ରାୟଗଡ଼ା ସହର ପରିକ୍ରମା କରିଥିଲେ। ମିଳିତ ବାହିନୀର ଏ ଫ୍ଲାଗମାର୍ଚ୍ଚ ରାୟଗଡ଼ା ସିଆରପିଏଫ୍ କ୍ୟାମ୍ପ୍ ପର୍ଯ୍ୟନ୍ତ ଯାଇଥିଲା।

  • Tuesday, 20 July 2021
pic
ଆଜି ଘୋଷଣା ହେବ ରାଜ୍ୟ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର

ଭୁବନେଶ୍ୱର: ଆଜି ରାଜ୍ୟରେ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର ଘୋଷଣା ହେବ। ପୂର୍ବରୁ କଂଗ୍ରେସ ଜାତୀୟ ସ୍ତରରେ ନିଜର ଇସ୍ତାହାର ପତ୍ର ଘୋଷଣା କରିଥିବାବେଳେ, ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରିନାହିଁ। ତେବେ ରାଜ୍ୟରେ ଆଜି ବିଜେପି ଇସ୍ତାହାର ଘୋଷଣା କରିବା ସମ୍ଭାବନା ରହିଛି। ରାଜ୍ୟବାସୀଙ୍କ ପାଇଁ ବିଜେପି ଫୋକସ୍‌ରେ କ’ଣ ରହିବ, ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଚାର ପାଇଁ ଆଜି ଅମିତ ଶାହ  ଓଡ଼ିଶା ଆସୁଛନ୍ତି। ସେ ଗଞ୍ଜାମ ଓ […]

  • Tuesday, 20 July 2021
gj
ଭୋଟରଙ୍କୁ ପ୍ରଲୋଭିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ପଛାଇ ନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ଜୟପୁରରେ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ। ବିଜେଡି ପୁଣି କ୍ଷମତାକୁ ଆସିଲେ କାଳିଆ ଟଙ୍କା ଦିଆଯିବ ବୋଲି ଜୟପୁର ନିର୍ବାଚନୀ ସଭାରେ ଖୋଲାଖଲି କହିଛନ୍ତି ନବୀନ। ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି। ଚଳିତ ନିର୍ବାଚନରେ […]

  • Tuesday, 20 July 2021
ଇଏ
କୋରାପୁଟରେ ତ୍ରିମୁଖୀ ଲଢ଼େଇ

କୋରାପୁଟ: ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ। ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗିକୁ ପ୍ରାର୍ଥୀ କରି ବିଜେପି ଉଭୟଙ୍କୁ ମାତ୍ ଦେବା ଚକ୍କରରେ ରହିଛି। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି, […]

  • Tuesday, 20 July 2021
congress
୩ଦିନ ପରେ ସରିବ ନାମାଙ୍କନ ପ୍ରକ୍ରିୟା: ଛିଡୁନି କଂଗ୍ରେସର ଟିକେଟ୍ ଗଣିତ

ଭୁବନେଶ୍ୱର: ଜୋର୍‌ ଧରିଲାଣି ନିର୍ବାଚନୀ ପ୍ରଚାର। ନିଜ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ପ୍ରାର୍ଥୀ। ତେବେ କଂଗ୍ରେସରେ ଚିତ୍ର କିନ୍ତୁ ଓଲଟା। ମୈଦାନରେ ବଦଳରେ ପିସିସି ସଭାପତିଙ୍କ ଘରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କାରଣ ଏବେବି ଅଛିଣ୍ଡା ରହିଛି କଂଗ୍ରେସର ଟିକଟ ଅଙ୍କ। କିଛି ଆଶାୟୀ ଟିକଟ ନପାଇ ଅସନ୍ତୋଷ ଜାହିର କରିବାକୁ ଆସୁଥିବା ବେଳେ ଆଉ କିଛି ନିଜ ଅଞ୍ଚଳର  ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇବା ଦାବିରେ ନିରଞ୍ଜନଙ୍କ ନିକଟରେ […]

  • Tuesday, 20 July 2021