• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Opcc President

Special Story: OPCC President Bhakta Das Takes Jab at Party's Debasis Patnaik Over Endorsing KIIT
ସାବଧାନ ଦେବାଶିଷ !

କିଟ୍  ପାଇଁ କରୁଥିଲେ ଓକିଲାତି । ଏବେ ଦଳ ମାରିଲା ଛାଟ । ଦେବାଶିଷଙ୍କୁ ଭକ୍ତଙ୍କ ତାଗିଦ । ବ୍ୟକ୍ତିଗତ ସଂପର୍କ ବ୍ୟକ୍ତିଗତ ରହୁ । ପାର୍ଟି ଲାଇନରୁ ବାହାରକୁ ବାହାରିବା ମନା । ନୂଆକରି ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ପିସିସି ସଭାପତି ଭକ୍ତ ଦାସ ଆଜି ଦଳର ନେତାଙ୍କୁ ଦଳୀୟ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ।

Bhakta Charan Das
୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ

୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ। ପୁରୁଖା ନେତା ଭକ୍ତ ଚରଣ ଦାସଙ୍କୁ ଦାୟିତ୍ବ ଦେଇଛି ଏଆଇସିସି। ତେବେ ପିସିସି ସଭାପତି ହେଉ ହେଉ ଘର ସଜାଡ଼ିବାକୁ ପ୍ରାଥମିକତା ଦେବେ ବୋଲି ଭକ୍ତ କହିବା ସହ ଦଳ ଛାଡିଥିବା ନେତା ଫେରିଆସିବାକୁ ବି ନିବେଦନ କଲେଣି। ରାଜନୀତି ସମୀକ୍ଷକ କହିଲେଣି- ଭକ୍ତଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ଅଗ୍ନି ପରୀକ୍ଷା।

OPCC President
କିଏ ଧରିବ ପିସିସି ମଙ୍ଗ ? ରେସ୍‌ରେ ଏହି ତିନି ନେତା..

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ତିନୋଟି ନାଁ କୁ ନେଇ ହେଉଛି ଜୋରଦାର ଚର୍ଚ୍ଚା ।

News Fuse
ନିରଞ୍ଜନ ପଟ୍ଟନାୟକ ଲୁଚିଛନ୍ତି କେଉଁଠି ?

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରେ ଲୁଚିଛନ୍ତି, ବାହାରେ ଲୁଚିଛନ୍ତି ନା ହୋଟେଲରେ ଲୁଚିଛନ୍ତି । ଜଣାପଡୁନି । ଓଡିଶାରେ କୋଉ ପୁଅ ନାଇଁ ନିରଞ୍ଜନଙ୍କୁ ଟପିକି ମାଲ୍ କାଢିବ । କଂଗ୍ରେସର ବଡ ନେତା ଏମିତି କହୁଛନ୍ତି ।

niranjan Reaction on pradeep majhi quits
ସେବା ପାଇଁ ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ: ନିରଞ୍ଜନ

ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।

niranjan1
ଆଜି ଦିଲ୍ଲୀରୁ ଫେରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ନୂଆ ପିସିସି ସଭାପତି ଦାୟିତ୍ୱ ପରେ ଆଜି ଦିଲ୍ଲୀରୁ ଓଡ଼ିଶା ଫେରୁଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ଟିମ୍‌ର ନବ ନିଯୁକ୍ତ ଅନ୍ୟ ସଦସ୍ୟମାନେ ମଧ୍ୟ ଭୁବନେଶ୍ୱର ଫେରୁଛନ୍ତି। ନିରଞ୍ଜନ ଓ ତାଙ୍କ ନୂଆ ଟିମକୁ ସ୍ୱାଗତ ଲାଗି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ। ଗତ ୧୯ ତାରିଖରେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ନିରଞ୍ଜନଙ୍କ ନାଁରେ ମୋହର ଲଗାଇଥିଲେ ଦଳର ସଭାପତି ରାହୁଲ ଗାନ୍ଧି। ଚିରଞ୍ଜୀବ […]