• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Ama Odisha Nabin Odisha Scheme
‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅଦାଲତି ଝଟକା ! ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ..

ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି କି ସରକାରୀ ଅଧିକାରୀ ? ଦଳୀୟ ଭିତ୍ତିରେ ହେଉଛି କି ପ୍ରକଳ୍ପ ଚୟନ ?

One Nation-one Election
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’; ରାମନାଥଙ୍କୁ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା

ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।

One nation one election
ଜୋର୍‌ ଧରୁଛି ଆଗୁଆ ନିର୍ବାଚନ ଚର୍ଚ୍ଚା ! ଏକକ ନିର୍ବାଚନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।

BJD, Digapahandi
ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବଙ୍କ ଗୋଷ୍ଠୀ ସହ ଝଗଡ଼ା ପରେ ଦଳରୁ ବିଦା ହେଲେ ବିପିନ

ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

Parliament Session
ହଠାତ୍‌ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍‌ ଡକାଗଲା?

ହଠାତ୍‌ କାହିଁକି ପାର୍ଲାମେଣ୍ଟର ସ୍ପେଶାଲ ସେସନ୍‌ ଡକାଗଲା? ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ମାତ୍ର ୫ ଦିନର ଅଧିବେଶନରେ ନିଆଯିବ କି କିଛି ବଡ ନିଷ୍ପତ୍ତି?

Odisha Politics, BJD
ବ୍ଲକ୍‌ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି

ବ୍ଲକ୍‌ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି । ମୁହାଁମୁହିଁ ହେଲେ ବିଜେଡି ବନାମ ବିଜେଡି ଗୋଷ୍ଠୀ..ପାଟିମୁଣ୍ଡ ସହ ହେଲା ପୋଡାଜଳା

Jaga Mission
ଆମକୁ ପଟ୍ଟା ଦରକାର..ଜାଗା ମିଶନକୁ ନେଇ ହରଡଘଣାରେ ସରକାର

ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି ଅସନ୍ତୋଷ ତେଜିବା ସ୍ୱାଭାବିକ ।

Jaga Mission
ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲଗାଇ ବାହା ବାହା ନେବେ ବୋଲି ଭାବିଥିଲେ..ହେଲେ ସବୁ ଫସଲ ଫାଟିଗଲା

ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ ।

Odisha Politics
କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ? 

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ ।

Odisha Politics, BJD
ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।

Parliament Session
ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।

AK47
ବିବାହ ବାର୍ଷିକିରେ ପତ୍ନୀଙ୍କୁ AK47 ଉପହାର ଦେଲେ ନେତା !

ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍‌ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।

  • Thursday, 31 August 2023
Parliament Session
୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।

Odisha Assembly Speaker
ବାଚସ୍ପତି ରେସ୍‌ରେ ପ୍ରଫୁଲ୍ଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

bjd vs bjd
ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା,ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ବିପ୍ଲବ ପାତ୍ର ବନାମ୍ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା । ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି ।

  • Thursday, 31 August 2023
  • BJD
Odisha Assembly speaker election to be held in September 21
ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ

ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି। ଲିଷ୍ଟରେ ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁଙ୍କ ନାଁ ରହିଛି।

  • Thursday, 31 August 2023
ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
‘ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ’ : ପାଣ୍ଡିଆନ ଗୋବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ

Odisha Assembly Speaker election,
ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ

Mallikarjun Kharge
ଖଡ଼ଗେ ହେବେ I.N.D.I.Aର ମୁଖ୍ୟ ସଂଯୋଜକ ! ଆଜିଠୁ ମୁମ୍ବାଇରେ ଦୁଇ ଦିନିଆ ମାନସ ମନ୍ଥନ

ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।

Gas Politics
କମିଲା ରନ୍ଧନ ଗ୍ୟାସ ଦର, ତେଜିଲା ରାଜନୀତି

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ? କମିଲା ରନ୍ଧନ ଗ୍ୟାସ ଦର । ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ସଂଯୋଗ..

Jaga Mission
ଜାଗା ମିଶନରେ ଫର୍ମ-୨ ଦ୍ୱନ୍ଦ୍ୱ

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..

Jaga Mission
ଜାଗାମିଶନ ଫର୍ମ-ଟୁ ଟେନସନ୍‌ : ନୋଟିସ୍‌ ପାଇବାର ୩ ଦିନ ଭିତରେ ଟଙ୍କା ନଦେଲେ...

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।

Gas Politics
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

Arvind Kejriwal
I.N.D.I.Aରେ ପୁଣି କେଁ ! AAP କହିଲାଣି କେଜ୍ରିୱାଲଙ୍କୁ କର ପ୍ରଧାନମନ୍ତ୍ରୀ

ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।

5T Goondagiri By Youths In Jajpur
5T ଟି-ସାର୍ଟ ପିନ୍ଧି ଯୁବକଙ୍କ ଗୁଣ୍ଡାଗର୍ଦ୍ଦି: ‘ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି’

5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।