• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

MP Bhartruhari Mahtab
ଭର୍ତ୍ତୃହରିଙ୍କ ରେଭେନ୍ସା ସମ୍ପାଦକୀୟ; କଡ଼ା ସମାଲୋଚନା କଲା ବିଜେଡି

ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, କଟକ ସାଂସଦ ଜଣେ ଅଭିଜ୍ଞ ସାଂସଦ। ହେଲେ ରେଭେନ୍ସା ନାମ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଯେଉଁ ସଂପାଦକୀୟ ଲେଖିଛନ୍ତି ତାହା ଦୁର୍ଭାଗ୍ୟଜନକ । 

Suresh Pujari
ବନ୍ୟାସ୍ଥିତି ସମୀକ୍ଷା; ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି। 

Doctor
ଭରା ପାଣି, ଟ୍ରାକ୍ଟରରେ ଆସିଲେ...ସବୁ ବିପଦକୁ ଏଡ଼ାଇ ରୋଗୀ ଦେଖିଲେ...

ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।

Utkal Sammilani demands Bharat Ratna to Madhusudan Das
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଦାବି

ଦେଶ ପାଇଁ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ସଂସଦ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ଦାବି। ରାଷ୍ଟ୍ରପତିଙ୍କୁ ଭେଟି ଦାବି କଲେ ଉତ୍କଳ ସମ୍ମିଳନୀ ସଭାପତି।

 Declaration of 57 NAC
‘ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ୫୭ଟି ଏନଏସି ଘୋଷଣା କରିଥିଲେ’

ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ।

Fishermen thrilled with bumper hilsa catch
ଜାଲରେ ପଡ଼ିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି, ମତ୍ସ୍ୟଜୀବୀଙ୍କ ମୁହଁରେ ହସ

ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l

  • Tuesday, 10 September 2024
Protest in OSSSC Office
ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତାତିଲେ ପରୀକ୍ଷାର୍ଥୀ; OSSSC ଅଫିସ୍ ଆଗରେ ପ୍ରତିବାଦ

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ । 

Tree Cutting
୨୩ ବର୍ଷରେ କାଟିଛନ୍ତି ୨୬ ଲକ୍ଷରୁ ଅଧିକ ଗଛ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।

BJD VOTE BANK
ବିଜେଡି ଉପରେ ଭାରି ପଡ଼ିବ କି ସୁଭଦ୍ରା, ସିଏମ୍‌-କିଷାନ ଯୋଜନା...

ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍‌ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।

  • Tuesday, 10 September 2024
  • BJD
Cable Turns Death Trap
ମେଡିକାଲରେ ଅଘଟଣ: ଜୀବନ ନେଲା ହସ୍ପିଟାଲର ବିପର୍ଯ୍ୟସ୍ତ କେବୁଲ ବ୍ୟବସ୍ଥା !

ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ। 

Group Clash in Bolangir
ପଡ଼ୋଶୀଙ୍କ ଗଣ୍ଡଗୋଳ: ରାତି ଅଧରେ ବୁଲିଲା ଖଣ୍ଡା; ଜଣେ ମୃତ, ୨ ଗୁରୁତର...

ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।

Mushroom
ଛତୁ ଚାଷ ଦେଇଛି ପରିଚୟ; ଆତ୍ମନିର୍ଭର ହେବା ସହ ରୋଜଗାର ଯୋଗାଉଛନ୍ତି ବିଶିକେସନ

ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ ।

Robotics Competition
କୁନି ବୟସରେ କମାଲ୍‌; ବିଶ୍ୱ ରୋବୋଟିକ୍ ଚମ୍ପିୟନସିପ୍‌ରେ ବଡ଼ ସଫଳତା

ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।

SCHOOL CLOSE
ପ୍ରବଳ ବର୍ଷା ନେଇ ଆଲର୍ଟ; ମାଲକାନଗିରି ଓ ଗଂଜାମରେ ସବୁ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Panchang
Panchang Today 10th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଶୁଭ କାର୍ଯ୍ୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

flood
ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା; ସବୁ ଅଧିକାରୀଙ୍କୁ ସଜାଗ ନିର୍ଦ୍ଦେଶ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 10 September 2024
Malkangiri Flood
ବେଙ୍ଗ ଏକ କଲେ ବି କାହିଁକି ଉବୁଟୁବୁ ହେଉଛି ମାଲକାନଗିରି ?

କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।

Politics of Credit Over Semiconductor Ecosystem in Odisha
ତେଜିଲା ସେମିକଣ୍ଡକ୍ଟର ଶ୍ରେୟ ରାଜନୀତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋ ନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ ।

  • Monday, 09 September 2024
  • BJD
  • BJP
Malkangiri Flood
ଦୁଇ ଦିନର ଅବିଶ୍ରାନ୍ତ ବର୍ଷା, ମାଲକାନଗିରିରେ ଜଳପ୍ରଳୟ

ବୁଡିଲା ରାସ୍ତା, ବ୍ରିଜ୍, ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । କୋରାପୁଟରେ ବି ବର୍ଷା ତାଣ୍ଡବରୁ ବନ୍ୟା ସ୍ଥିତି।

IPS reshuffle
IPS ସ୍ତରରେ ଅଦଳବଦଳ କେବେ ? ୧୩୬ IPS ପଦବିରୁ ଓଡ଼ିଶାରେ ୭ଟି ଖାଲି

ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ?

Capital Hospital
କ୍ୟାପିଟାଲ ହସ୍ପିଟାଲରେ ଷ୍ଟାଫ୍ ମରୁଡ଼ି; ୬୪ ଡାକ୍ତର, ୫୩ ନର୍ସ ପୋଷ୍ଟ ଖାଲି

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ।

VIMSAR Super Speciality Hospital
ଭିମସାର ସୁପରସ୍ପେଶାଲିଟି ହସପିଟାଲ କାର୍ଯ୍ୟକ୍ଷମ କେବେ ? ଧାର୍ଯ୍ୟ ସମୟରୁ ଗଡ଼ିଲାଣି ୬ ବର୍ଷ

ବିଲଡିଂ ପୁରା ଚକାଚକ୍, ବାକି ପଡ଼ିଛି ଆନୁସଙ୍ଗିକ କାମ । ଅନେକ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇନଥିବା କହିଲେ ବିଭାଗୀୟ ଅଧିକାରୀ ।

Bhubaneswar Crime
ରାଜଧାନୀକୁ କେଉଁଠୁ ଆସୁଛି ଚୋରା ବନ୍ଧୁକ ? କଥା କଥାକେ ମିଳୁଛି ଫାୟାରିଂ ଧମକ

ରାଜଧାନୀରେ ବିଗିଡିଗଲାଣି କି ଆଇନଶୃଙ୍ଖଳା ବ୍ୟବସ୍ଥା ? ଯାହା ତାହା ହାତରେ ବନ୍ଧୁକ, କଥା କଥାକେ ଫାୟାରିଂ ଧମକ । ଝାରପଡାରେ ସାମାନ୍ୟ ବଚସାରୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ । କେଉଁଠୁ ଆସୁଛି ଚୋରା ବନ୍ଧୁକ, ପୋଲିସ୍ ପାଇଁ ବଢୁଛି ଚ୍ୟାଲେଞ୍ଜ ।

Cuttack in Cuttack Lies in Neglected Condition
ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ !

ଦିନେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା, ଆଉ ଆଜି ନିଜ ପରିଚୟ ଖୋଜି ହେଉଛି କଟକ ଇନ କଟକ ପାଭିଲିୟନ।