/odishatv-khabar/media/post_attachments/uploadimage/library/16_9/16_9_0/Panchang_1725936867.jpg)
Panchang
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୭ମୀ ରାତ୍ରି ୧୧.୧୨ ଗତେ ୮ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୧୨ ଗତେ ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ଦିବା - ୦୮.୪୦ ରୁ ୧୦.୩୦
ଦିବା- ୧୨.୫୬ ରୁ ୦୧.୧୫
ଦିବା- ୦୪.୧୮ ରୁ ୦୫.୦୧
ସନ୍ଧ୍ୟା- ୦୫.୫୦ ରୁ ୦୬.୩୭
ରାତ୍ରି- ୦୮.୫୮ ରୁ ୧୧.୧୯
ରାତ୍ରି- ୦୧.୪୧ ରୁ ୦୩.୧୫
ଅଶୁଭସମୟ:
ରାହୁକାଳ- ଦିବା ୦୨.୪୬ ରୁ ୦୪.୧୮
କାଳବେଳା- ଦିବା ୦୧.୧୫ ରୁ ୦୨.୪୬
ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୧୮ ରୁ ୦୮.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)