ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବରପୁତ୍ରମାନଙ୍କ ଅବଦାନ ଚିର ସ୍ମରଣୀୟ ଓ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବାରୁ ସେମାନଙ୍କ ସ୍ମୃତିର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯିବ।
ନାୟକାଣିଡିହି ଥାନା ପାଞ୍ଚଘେରିଆ ଗାଁରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି । ଖବର ଅନୁସାରେ ଏକ ସମୁଦ୍ର ନାଳି ପାଖରୁ ଖପୁରୀ, ଦାନ୍ତ ଓ ହାଡ଼ ଜବତ ହୋଇଛି ।
ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର ।
ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ।
ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।
ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି ।
୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍।
ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ।
ଉତ୍ତରାଖଣ୍ତ ପିଥୋରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଓ ରାଜ୍ୟର ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ବିଜୟ କୁମାର ଜୋଗଦାନନ୍ଦଙ୍କୁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ।
ଗଲା ସୋମବାରଠୁ ବିଭିନ୍ନ ଭାରତୀୟ ବିମାନ ସେବା ପ୍ରଦାନକାରୀ କଂପାନୀର ବିମାନରେ ବୋମା ଗୁଜବ ଘଟଣା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା।
ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ।
ଗାଁ ମଝିରେ ତେଲ ଟ୍ୟାଙ୍କର୍ ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ଜୀବନ ହରାଇଲେ ଏକାଧିକ ଲୋକ ।
ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।
ପ୍ରଡ୍ୟୁସର ବୋଲି କହି ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପରିଚିତ ହେବା ପରେ ବିଭିନ୍ନ ଲୋଭ ଦେଖାଇ ଠକେଇ ହୋଇଥିବା ଜଣାପଡିଛି ।
ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ପରେ ବଢ଼ିଲା ଛନକା ।
'ଭୁଲ୍ ଭୁଲୈୟା ୩'ର ଟ୍ରେଲର ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହାରି ଭିତରେ ନିର୍ମାତା 'ଭୁଲ୍ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍ ରିଲିଜ୍ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ଲାଗିଛି।
ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।
କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
ଶ୍ରୀନଗରର ଶେର୍ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ପୁଣି ବଢୁଛି ଚାହିଦା, ବଢୁଛି ଉତ୍ସାହ । ଭାରତୀୟ ବଜାରରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି ।
କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ତେବେ ଏହି ଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।