ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବର ବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି।
ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି।
ପ୍ରଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି କିଛି ମାସ ହେବ ଷ୍ଟେସନରେ ଛିଡ଼ା ହୋଇ ରହିଥିଲା ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୧୦୦ ଟଙ୍କା ରହିଛି
ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।
କଲେଜ ହଷ୍ଟେଲ୍ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ତାଙ୍କ ତଣ୍ଟି କଟି ଯାଇଥିବା ବେଳେ ଟଏଲେଟ୍ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିଲା।
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।
ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ ।
ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି।
ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।
ରିଲିଜ୍ ପୂର୍ବରୁ ଫିଲ୍ମ ‘ପଠାନ୍’(Pathaan)କୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ଏସମ୍ପର୍କରେ ମୁହଁ ଖୋଲିଛନ୍ତି।
ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ ।
ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କୋରାପୁଟର ବୋରିଗୁମ୍ମା ବ୍ଳକ୍ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।
ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ।
ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଚାଲିଥିବା ଅଭିଯୋଗ ଆଣି ପୁଣି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପ୍ରସଙ୍ଗ ଉଠାଇଛି ବିଜେପି ।
ଭୁବନେଶ୍ୱର ତମାଣ୍ଡୋ ଥାନା ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ । ୬ ବର୍ଷରେ ଧରାପଡ଼ିଲେଣି ୪୫ ପୋଲିସ ଅଧିକାରୀ ।
ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓହ୍ଲାଇବ ବିଜେପି । ୮୦ ପ୍ରତିଶତ ଯୁବ ପ୍ରାର୍ଥୀ ଦେବ କଂଗ୍ରେସ ।
ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।
ଭୀଷଣ ସ୍ୱାସ୍ଥ୍ୟ ସମସ୍ୟା ସହ ଜୁଝୁଛନ୍ତି କି ପୁତିନ?