ଭଦ୍ରକ ଜିଲ୍ଲାରେ ଗାଈଗୋରୁଙ୍କୁ ବ୍ୟାପୁଛି ଲମ୍ପି ଭାଇରସ୍। ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ଗୋପାଳକ।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭୁବନେଶ୍ୱରରେ ଜଣେ ନର୍ସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଉସିଂ ବୋର୍ଡ କଲୋନୀର ଏକ ଘରୁ ଜଣେ ଘରୋଇ ନର୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତିଆରି ହୋଇଛି ସବୁଠାରୁ ବଡ ବୀଣା। କୌଣସି ଦାମି ଜିନିଷ ନୁହେଁ, ଟୁକୁରା ଟୁକୁରା ଖଣ୍ଡରୁ ଏହା ତିଆରି ହୋଇଛି। ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଓଜନ ୫ ହଜାର କିଲୋଗ୍ରାମ ରହିଛି। ଜାଣନ୍ତୁ ଭାରତର କେଉଁ କଳାକାରମାନେ ଏହାକୁ ତିଆରି କରିଛନ୍ତି।
ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ହ୍ୟାଟ୍ରିକ୍ ଲାଭ କରିଛି।
ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।
ସ୍କୁଲ ପରିସରରେ ଏଭଳି ଘଟଣା, ଚିନ୍ତାଜନକ ନୁହେଁ କି?
ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍ରେ ଅଛନ୍ତି।
ରାସ୍ତା କଡରେ ମର୍ସିଡିଜ୍ କାର୍ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।
ଆଉ ଫୁରସତ୍ ଦେବନି ରାଜ୍ୟ ବିଜେପି, ଏଥର ଘନ ଘନ ହାମଲା
କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି ।
IOCLରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଦୀପିକା ପାଦୁକୋନ୍ଙ୍କ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ ନଜର ପକେଇବା।
ଟୁର୍ଣ୍ଣାମେଣ୍ଟ ପରେ କି କାମରେ ଲାଗିବ ବଡ଼ ବଡ଼ ନିର୍ମାଣ?
ଟେଲିଭିଜନ୍ ଇତିହାସରେ ପ୍ରଥମ ଥର କେବଳ କଲେଜରେ ପଢୁଥିବା ପ୍ରତିଭାମାନଙ୍କ ନେଇ ଆରମ୍ଭ ହୋଇଛି ରିଏଲିଟି ଶୋ’ ‘କଲେଜ୍ କୁଇନ୍’। ଓଡିଶା କୋଣ ଅନୁକୋଣରୁ ପ୍ରତିଭା ସାଉଁଟିବା ନେଇ ‘ତରଙ୍ଗ ମ୍ୟୁଜିକ୍’ର ଏହା ଏକ ନୂଆ ପ୍ରୟାସ। ତେବେ ଆସନ୍ତୁ ଜାଣିବା ପ୍ରଥମ ସିଜନ୍ରେ ହୋଇଥିବା ବିଜେତାଙ୍କ ନାଁ।
ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ
କାର କାଚ ଭାଙ୍ଗି ଲୁଟ କରୁଥିବା ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ
ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ।
ଟ୍ୟୁସନ ଯାଇ ଆଉ ଘରକୁ ଫେରିନି ୧୨ ବର୍ଷିୟ ପୁଅ
ପାର୍ଟ ୱାନ୍ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି।
ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।
ଅନେକ ବଲିଉଡ୍ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ୬ ଫିଲ୍ମ ହଲ୍ରେ ରିଲିଜ୍ ହୋଇପାରି ନଥିଲା। କାରଣ ଫିଲ୍ମରେ ଅଧିକ ବୋଲ୍ଡ ସିନ୍ ଥିଲା। ହେଲେ ଏବେ ଏହି ପିଲ୍ମ OTTରେ ଉପଲ୍ଲବ୍ଧ।
ଟ୍ରେନ୍ ଟିକେଟ ମୂଲ୍ୟରେ ଘର କିଣା ହୋଇଯିବ ।
ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍ରେ ଛିଡ଼ା ହୋଇଥିଲା ।