• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

crime
ସମ୍ପତ୍ତି ଲୋଭ ! ବୁଢ଼ା ଶ୍ୱଶୁରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ବୋହୂ

ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ

Today Panchang
Today Panchang 13th Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଘରେ କରିବେ ପୂଜା

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Lady cop
ଛାତ୍ରୀ ବେଶରେ ଆଡ୍‌ମିଶନ୍‌ ନେଲେ, କଲେଜ ରାଗିଂର ଫର୍ଦ୍ଦାଫାଶ କଲେ ମହିଳା ପୋଲିସ

ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ।

Cancer
କ୍ୟାନ୍‌ସର ପୀଡ଼ିତ ବୋଲି ଜାଣିବା ପରେ କେମିତି ଥିଲା ପ୍ରତ୍ୟେକ ମୁହୂର୍ତ୍ତର ଅନୁଭବ..

ସ୍ୱିଜରଲ୍ୟାଣ୍ଡରେ ଅଗଷ୍ଟ ୨୩ରେ ସେ ମୃତ୍ୟୁ ବରଣ କରିବେ ବୋଲି ଦିନ ବାଛିନେଲେ । ସେବେଠାରୁ ସେ ଡାକ୍ତରଙ୍କ ପରାମର୍ଶ ସହ ବଞ୍ଚିବା ମଧ୍ୟ ଆରମ୍ଭ କଲେ । ଆଉ ଅନୁଭୂତିକୁ ଶବ୍ଦରେ ବଖାଣିଲେ ।

Thick blanket of fog envelopes twin cities
ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଆଖିକୁ ଦିଶୁନି ରାସ୍ତା

ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ। 

Protest
ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗ: ୧୨ ଜଣଙ୍କୁ ଗିରଫ କଲା ପୋଲିସ

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ। 

Bar Council
ବଡ଼ ପଦକ୍ଷେପ ! ଓକିଲଙ୍କ ଲାଇସେନ୍ସ ବାତିଲ, ଦେଢ଼ ବର୍ଷ ଯାଏ କରିପାରିବେନି ଓକିଲାତି

ଆଜି ଠାରୁ ତତ୍‌କାଳ ସସ୍‌ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି ।

Cigarette
ସିଗାରେଟ୍ ବିକ୍ରି ଉପରେ ଲାଗିବ ବ୍ୟାନ ! ଏଣିକି ମିଳିବନି ଖୋଲା ସିଗାରେଟ୍

ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।

Car Accident
ଯାଇଥିଲେ ବିବାହ ଭୋଜିକୁ, ଫେରିବା ବାଟରେ ପାଲଟିଗଲେ ଶବ

ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ ।

Elephant Death
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।

Shradhanjali Behera
କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ..କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍‌ର କଳା ଧନ୍ଦାର ପୁରା ପୋଲ ।

Birendra lakra
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହକି ତାରକା ବିରେନ୍ଦ୍ର ଲାକ୍ରା, ଜାଣନ୍ତୁ ପୁରା କାହାଣୀ

ଇନ୍‌ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Priyanka Gandhi
ରାଜନୈତିକ ମଇଦାନରେ ପ୍ରିୟଙ୍କାଙ୍କ ଝିଅ !

ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥାନୀୟ ଲୋକେ ବହୁଳ ମାତ୍ରାରେ ସମର୍ଥନ ଦେଇଥିବାରୁ ରାହୁଲ ଏଥିପାଇଁ ରାଜସ୍ଥାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Odisha Politics
ଭୁବନେଶ୍ୱରରେ କଂଗ୍ରେସ ସହ ବିଜେଡିର ଡିଲ୍ ! ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍ !

ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।

Nora Fatehi File A Defamation Suit Against Jacqueline Fernandez
ଜାକଲିନ୍‌ଙ୍କ ବିରୋଧରେ ନୋରା ଫତେହିଙ୍କ ମାନହାନୀ ମାମଲା

ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍‌ । କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼ ।

India - China
ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।

Sambalpur Kacheri Chhak turns battlefield
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ।

driver drags traffic cop
ଟ୍ରାଫିକ୍ ପୋଲିସଙ୍କୁ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ବୁଲିଲା ଦୁର୍ବୃତ୍ତ

ଚାଲାଣ କାଟିଲେ ଟ୍ରାଫିକ୍‌ ପୋଲିସ୍‌ ! ରାଗରେ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ପୋଲିସ୍‌ଙ୍କୁ ବୁଲିଲା ଦୁର୍ବୃତ୍ତ

Shahrukh Khan
‘ପଠାନ’ ରିଲିଜ୍‌ ପୂର୍ବରୁ ମାଆଙ୍କ ଆଗରେ ମଥା ଟେକିଲେ କିଙ୍ଗ୍‌ଖାନ୍‌

ଅଭିନୟ ସାଙ୍ଗକୁ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ ଶାହାରୁଖ । ମୁସଲିମ ଧର୍ମ ଅନୁଯାୟୀ ମସଜିଦ୍‌ରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି ।

Vermicompost
ରୋଜଗାର ଦେଉଛି ଜିଆ ଖତ ! ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା

ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା

special story
ନିଆରା ଢ଼ଙ୍ଗରେ ନ୍ୟାୟ ପାଇଁ ଗୁହାରୀ ! ବେକରେ ଫଟୋ ଝୁଲାଇ ୨ କିମି ଚାଲିଲେ ବୃଦ୍ଧ

ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର

cyber crime
ଫୋନ୍‌କୁ ବାରମ୍ବାର ଆସିଲା ମିସ୍‌ କଲ୍ ! ଦେଖୁ ଦେଖୁ ବ୍ୟାଙ୍କ୍‌ ଖାତାରୁ ଉଡ଼ିଗଲା ୫୦ ଲକ୍ଷ

ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..

Anand Mahindra
ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଭାଇରାଲ କରି ଜୀବନ ଦର୍ଶନ ଦେଲେ ଆନନ୍ଦ ମହିନ୍ଦ୍ରା..

ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭିଡିଓରେ ଏକ ଏରୋପ୍ଲେନ୍‌ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ ।

Neha Kakkar
ଇନଷ୍ଟାରେ ଭାଇରାଲ ହେଉଛନ୍ତି ନକଲି ନେହା କକ୍କର, ଲୋକେ ବି କରୁଛନ୍ତି ପସନ୍ଦ

ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

rape
ସୈତାନ୍ ପାଲଟିଗଲେ ଡାକ୍ତର ବାବୁ ! ଚିକିତ୍ସା ପାଇଁ ଯାଇଥିବା ଛାତ୍ରୀଙ୍କ ଇଜ୍ଜତ୍‌ ଲୁଟିଲେ

ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିବା ସୂଚନା ମିଳିଛି ।