ଟ୍ରେନ୍ ଟିକେଟ ମୂଲ୍ୟରେ ଘର କିଣା ହୋଇଯିବ ।
ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍ରେ ଛିଡ଼ା ହୋଇଥିଲା ।
ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୩,୬୦୦ ଟଙ୍କା ରହିଛି ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି।
ପାଖରେ ଥିବା ଏକ ହ୍ରଦରୁ ଜଳହସ୍ତୀ ବାହାରି ଏଣେତେଣେ ବୁଲୁଥିବା ବେଳେ ସେହି କୁନି ଛୁଆ ତା’ଆଖିରେ ପଡ଼ିଥିଲା ।
ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?
ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଛି। ୪୮ତମ ଜିଏସ୍ଟି ପରିଷଦ ବୈଠକରେ ପାନ-ମସାଲା, ଗୁଟ୍ଖା ଭଳି ଜିନିଷ ଉପରେ ଅତିରିକ୍ତ ଟିକସ ଲାଗୁ ପାଇଁ ବିଚାର କରାଯାଇପାରେ।
ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍କୁ ନେଇ ଚିନ୍ତା ।
କଣ ପାଇଁ ଫୋରେନ୍ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିଷାକ୍ତ ପାଣି ପିଇ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ ।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଦିବା ୦୨.୦୩ ଗତେ କନ୍ୟା ତିଥି- ୯ମୀ ରାତ୍ରି ୦୩.୪୧ ଗତେ ୧୦ମୀ ଘାତ ଚନ୍ଦ୍ର- ବୃଷ, ଦିବା ୦୨.୦୩ ଗତେ ବୃଷ ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ –୨ ପାଦ ଦିବା ୦୯.୧୬ ଗତେ ୧ପାଦ - କୃଷିହାନୀ-ଭୂମି ଦାନ
୪ ଦିନ ହେଲା ନିଖୋଜ ଥିଲେ ସରପଞ୍ଚଙ୍କ ସ୍ତ୍ରୀ। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିପାରୁ ନଥିଲା। ଶେଷରେ ନିଜ ଘର କୂଅରୁ ମୃତଦେହ ଉଦ୍ଧାର କରାଯାଇଛି।
ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍ଲୋଡ୍ କରିବେ।
ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।
ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।
ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।
ପଦ୍ମପୁର ଫର୍ମୁଲାରେ ୨୦୨୪ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି।
ଅନେକ ସମୟରେ ମୋବାଇଲ୍ରେ ଅନାବଶ୍ୟକ ଷ୍ଟୋରେଜ ସ୍ମାର୍ଟଫୋନକୁ ସ୍ଲୋ କରିଦିଏ। ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ନୂଆ ଫିଚର ବାହାର କରିଛି। ଆପଣ ଏବେ ଏକା ଥରରେ ସେଭ୍ ହୋଇଥିବା ବଡ ଭିଡିଓ, ଫଟୋ, ଫାଇଲ୍ ପରି ଆପ୍ ଡାଟା ଡିଲିଟ୍ କରି ପାରିବେ, ଯାହା ଆପଣଙ୍କୁ ଆଉ ଦରକାର ନାହିଁ।
ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।