ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ-LACରେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ।
'ପଠାନ'ର ପ୍ରଥମ ଗୀତ ରିଲିଜ୍ ହୋଇଛି। 'ବେଶରମ୍ ରଙ୍ଗ୍'ରେ ଶାହାରୁଖ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଆକର୍ଷଣ କରୁଛି। ଗୀତ ରିଲିଜ୍ ହେବାର କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତାମିଲନାଡ଼ୁର ଜଣେ ବୃଦ୍ଧ ନିଜର ସର୍ବସ୍ୱ ଗରିବ ପିଲାଙ୍କ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କ ପାଖରେ କୁଟା ଖଣ୍ତିକ ନଥାଇ ବି ସେ ଏବେ ବିଶ୍ୱର ସବୁଠୁ ବଡ଼ ଧନୀ ।
ଆର୍ଯ୍ୟନ ଖାନ୍ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଖୁଲାସା କରିଛନ୍ତି। ଏନେଇ ସେ ଦିନକୁ କେବଳ ୪-୫ ଘଣ୍ଟା ଶୋଇଥାନ୍ତି ବୋଲି କହିଛନ୍ତି। ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆଉ ଭୋଡ୍କା କମ୍ପାନୀ ଖୋଲିବେ ବୋଲି କହିଛନ୍ତି।
ଫାଷ୍ଟ ଫୁଡ୍-ଜଙ୍କ ଫୁଡ୍ ଜମାନାରେ ବି କିଛି ଲୋକ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍ ଅଛନ୍ତି । ସେମାନେ ନିୟମିତ ବ୍ୟାୟାମ କରିବା ସହ ଜିମ୍ ଯାଉଛନ୍ତି ।
ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।
ଏପରି ଜଣେ ବସ୍, ଯିଏ କର୍ମଚାରୀଙ୍କ ପାଇଁ ଖ୍ରୀଷ୍ଟମାସ ବୋନସ୍ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।
ବାଘ ଆକ୍ରମଣରେ ଅନେକ ହେଲେଣି ବିଧବା। ଏନେଇ ସ୍ଥାନୀୟ ମହିଳାମାନଙ୍କ ଚିନ୍ତା ହେନ୍ତାଳବଣର ସୁରକ୍ଷା। ଏହା ହୋଇପାରିଲେ ରକ୍ଷାପାଇଯିବ ସେମାନଙ୍କ ସ°ସାର। ଏହି ଲକ୍ଷରେ ସେମାନେ ଲାଗିପଡିଛନ୍ତି। ଆସନ୍ତୁ ଜାଣିବା ଏନେଇ ସେମାନେ କ’ଣ କରୁଛନ୍ତି।
ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
କାର୍ତ୍ତିକ ଆର୍ଯ୍ୟନଙ୍କୁ ଆଗାମୀ ଚଳଚ୍ଚିତ୍ର 'ଆଶିକୀ ୩'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି। ଏଥିରେ ସେ ନୂଆ ନାୟିକାଙ୍କ ସହ ରୋମାନ୍ସ କରିବେ। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ପ୍ରଯୋଜକ।
ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।
ବାହା ହୋଇଗଲା ପ୍ରେମିକା । ଅସହ୍ୟ ହେଲା ବିଚ୍ଛେଦ, ନିଜକୁ ନିଜେ ଗୁଳି ମାରି ଜୀବନ ହାରିଲା ନାବାଳକ
ପାକିସ୍ତାନର ୬ଟି କଂପାନୀ ଉପରେ ଲାଗିଲା କଟକଣା, ଆମେରିକାଠୁ କୌଣସି ଯନ୍ତ୍ରାଂଶ ପାଇବେନି କଂପାନୀ
ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୃହତ ଅଟ୍ଟାଳିକା ମାନ ଗଢ଼ି ଉଠୁଥିବା ବେଳେ ଏ ସୁନ୍ଦର ସହର କଂକ୍ରିଟ ଜଙ୍ଗଲରେ ପରଣିତ ହେବାକୁ ବସିଛି।
ପ୍ରତିଦିନ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ଛତୁ ଖାଇବା ନିହାତି ଦରକାର ।
ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।
ସୋରୁମ୍ର ମ୍ୟାନେଜରଙ୍କୁ ସବୁ କଥା କହିବା ସହ ବାଇକ୍ କିଣିବାକୁ ଅନୁରୋଧ କରିଥିଲେ। ଯୁବକଙ୍କ ଆଗ୍ରହ ଦେଖି ମ୍ୟାନେଜର ବି କେବଳ କଏନ୍ ନେଇ ବାଇକ୍ ବିକ୍ରି କରିବାକୁ ରାଜି ହୋଇଯାଇଥିଲେ।
Parliament Attack Anniversary: ୨୧ ବର୍ଷ ପୂର୍ବର ସେହି ଭୟଙ୍କର ଦିନ । ଯେବେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ . . .
ଭାରତୀୟ ସେନା ପୁଣି ଥରେ ଏଲ୍ଏସିରେ ଚୀନ୍ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି।
ସଂସଦ ବାହାରେ ପ୍ରତିକ୍ରିୟା ଦେଲେ ଗୃହମନ୍ତ୍ରୀ ଅମିତ ଶାହା
ଚୀନ ଦ୍ୱାରା ବାୟୁସୀମା ଉଲ୍ଲଂଘନ ଆଶଙ୍କା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି
ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା।
ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା